ପୁତ୍ର ସନ୍ତାନ ଜନ୍ମ ପାଇଁ ଶାରୀରିକ ସମ୍ବନ୍ଧ ବନାଇବେ କେମିତି ? ଆଜି ହିଁ କରନ୍ତୁ ଏହି କାମ

0

ସନ୍ତାନ କୁ ଜନ୍ମ ଦେବାପରେ ଜଣେ ଦମ୍ପତ୍ତି ନିଜକୁ ବହୁତ ସୌଭାଗ୍ୟବାନ ମନେ କରିଥାନ୍ତି। ଜଣେ ମହିଲାର ମଧ୍ୟ ନାରିତ୍ୱ ଉଜ୍ଜୀବିତ ହୋଇଥାଏ ପିଲାକୁ ଜନ୍ମ ଦେବା ପରେ। କାରଣ ଏହା ସେମାନଙ୍କ ନାରିତ୍ଵ କୁ ପୂର୍ଣ୍ଣ କରିଥାଏ। ବିବାହ ପରେ ଜଣେ ନାରୀ ଏଥିପ୍ରତି ଅଧିକ ଆଗ୍ରହୀ ଥିବା ଦେଖାଯାଏ। କାହିଁକି ନା ବିବାହ ପରେ ଜଣେ ମାଆ ତାର ସନ୍ତାନ କୁ ଜନ୍ମ ଦେଇ ନାରୀ ଜୀବନର ପୂର୍ଣ୍ଣତା ଆଣିବାକୁ ଚେଷ୍ଟା କରେ ଏବଂ ନିଜକୁ ସାର୍ଥକ କରିଥାଏ।ଏହା ଏକ ସୁନ୍ଦର୍ ଏବଂ ନିଆରା ଅନୁଭବ ଅଟେ। ଯାହା ଜଣେ ନାରୀ ମାଆ ହେବାପରେ ଯାଇ ଅନୁଭବ କରିପାରେ।

ଜଣେ ମାଆ ନିଜ ଗର୍ଭରେ ୧୦ ମାସ ଧରି ନିଜ ଜୀବନ ସହ ଲଢେ଼ଇ କରି ଅନେକ କଷ୍ଟ ସହି ମଧ୍ୟ ସେ ତାର ସନ୍ତାନ କୁ ଜନ୍ମ ଦେଇ ଥାଏ।ମାଆ ପାଇଁ ତ ତାର ସନ୍ତାନ ସବୁବେଳେ ମୂଲ୍ୟବାନ ଏବଂ ରତ୍ନ ହୋଇଥାଏ। ନିଜ ସନ୍ତାନର ବୃଦ୍ଧି, ଲାଳନ ପାଳନ ପାଇଁ ସେ ଦୁନିଆର ସମସ୍ତ କଷ୍ଟକୁ ବି ସହି ଯାଇ ଥାଏ। ତା ଆଗରେ କୌଣସି ପିଲା ସୁନ୍ଦର୍, ଅସୁନ୍ଦର ନଥାଏ।

କିନ୍ତୁ ଆପଣ ମାନେ ପ୍ରାୟତଃ ଆଜିର ସମୟରେ କିଛି କ୍ଷେତ୍ରରେ ଦେଖିବାକୁ ପାଉଥିବେ ଯେ ଆମ ସମାଜରେ ଗୋଟିଏ ପୁଅ ପିଲାକୁ ଲୋକମାନେ ଯେତିକି ପସନ୍ଦ କରିଥାନ୍ତି ସେହିପରି ଏକ ଝିଅ ପିଲାକୁ କରନ୍ତି ନାହିଁ।ଆଉ ଏଥିପାଇଁ ଲୋକେ ପିଲା ଗର୍ଭରେ ଥିବା ସମୟରେ ପିଲାର ଲିଙ୍ଗ ବିଷୟରେ ଜାଣିବାକୁ ଚାହିଁଥାନ୍ତି।

ଏଥିପାଇଁ ଲୋକେ ଅଲଟ୍ରାସାଉଣ୍ଡ କରି ପୂର୍ବରୁ ଝିଅ ପିଲାକୁ ନଷ୍ଟ ମଧ୍ୟ କରି ଦେଇଥାନ୍ତି। ତେଣୁ ସରକାରଙ୍କ ତରଫରୁ ଏହାକୁ ବ୍ୟାନ୍ କରି ଦିଆ ଯାଇଛି। କାରଣ ଗର୍ଭସ୍ଥ ଶିଶୁ ର ଲିଙ୍ଗ ନିରୂପଣ କରିବା ଏକ ଦଣ୍ଡନୀୟ ଅପରାଧ ଅଟେ। ତେବେ ଏଥିପାଇଁ ଲୋକେ ଆଜିର ଅତ୍ୟାଧୁନିକ ଯୁଗରେ ଅନେକ କୌଶଳ ଆପଣାଇ ଅଛନ୍ତି।

ଯାହା ଅନିତିକ ଅଟେ। ତେବେ ଆମେ ଆପଣଙ୍କୁ ଏଥିପାଇଁ ଏକ ଏମିତି ଉପାୟ ବିଷୟରେ କହିବୁ ଯାହା ଆପଣ ଆପଣଙ୍କ ଇଚ୍ଛାରେ ଶାରିରୀକ ସମ୍ବନ୍ଧ ରଖିବାର ତାରିଖରୁ ଜାଣି ପାରିବେ ଆପଣଙ୍କ ପୁତ୍ର ସନ୍ତାନ କି କନ୍ୟା ସନ୍ତାନ ଜନ୍ମ ନେବ।

ପ୍ରଥମେ ଆପଣ ଆପଣଙ୍କ ସ୍ତ୍ରୀ ର ପ୍ରକୃତ ଜନ୍ମ ତାରିଖ ଜାଣିବା ପରେ ବର୍ତ୍ତମାନର ତାରିଖକୁ ଫେଡାନ କରନ୍ତୁ।ଏହାପରେ ଯାହା ଉତ୍ତର ବାହାରିଲା ତାହାକୁ ନୋଟ୍ କରନ୍ତୁ।ଏହାପରେ ଆପଣଙ୍କୁ ଚାଇନିଜ୍ କ୍ୟାଲେଣ୍ଡର କୁ ଦେଖିବାକୁ ପଡ଼ିବ।ଏଠାରେ ପ୍ରତି ମାସ ର ତାରିଖ ଉପରେ ପୁରୁଷ ପାଇଁ M ଏବଂ ମହିଳା ପାଇଁ F ଲେଖା ଯାଇଛି।ତେବେ ସ୍ତ୍ରୀର ବୟସ ବିୟୋଗ ପରେ ଆପଣଙ୍କ ଉତ୍ତର ଅନୁସାରେ ଲେଖା ଯାଇଥିବା ତାରିଖ ଦିନ ଯଦି ଆପଣ ଶାରିରୀକ ସମ୍ପର୍କ ରଖିବେ ତେବେ ଆପଣଙ୍କର ପୁତ୍ର ସନ୍ତାନ ଜନ୍ମ ହେବ। ଯାହା ପ୍ରମାଣିତ ହୋଇଚି ବୋଲି କୁହାଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।