ଦେଖନ୍ତୁ Shoccking ଭି଼ଡିଓ : ପ୍ୟାଣ୍ଟ, ସାର୍ଟ ଖୋଲି ନଦୀକୁ ଡ଼େଇଁଲେ 38 ବର୍ଷୀୟ ଯୁବକ ଶେଷରେ କ’ଣ ଘଟୁଛି ଦେଖନ୍ତୁ…

ଆତ୍ମହତ୍ୟା ର ଆଉ ଏକ ଭିନ୍ନ ଉଦାହରଣ, ଯାହା ଏବେ ସମସ୍ତ ଙ୍କୁ ସ୍ତବ୍ଧ କରି ଦେଇଛି। ଆପଣ ଜାଣିଲେ ବିଚଳିତ ହୋଇଯିବା ନିଶ୍ଚିତ। ବେଳେବେଳେ କିଛି ଏମିତି ଅସ୍ୱାଭାବିକ ବାର୍ତ୍ତା ପ୍ରଦାନ କରୁଥିବା ଭଳି ଘଟଣା ଆପଣ ନିଶ୍ଚିତ ଭାବରେ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ନିନ୍ଦନୀୟ ଘଟଣାକୁ ବୟାନ କରୁଥିବା ଏମିତି ଅନେକ ଭାଇରାଲ ଭିଡିଓ ଆପଣଙ୍କ ସାମ୍ନାକୁ ଆସୁଥିବ।ତେବେ ସେଥିମଧ୍ୟରୁ କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା ହୋଇଥାଏ କାରଣ ଏହା ସମାଜର ପ୍ରତିକୂଳ ସ୍ଥିତିକୁ ବୟାନ କରିଥାଏ। ଯାହା ଏହି ସଭ୍ୟ ଶିକ୍ଷିତ ସମାଜରେ ଆଦୌ ଗ୍ରହଣୀୟ ନୁହେଁ।

ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।କିନ୍ତୁ ଆଜି ଆମେ ଯେଉଁ ଘଟଣା ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଏକ ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।କିଛି ଘଟଣା ଆମେ ହଠାତ୍ ଦେଖି ତାହାକୁ ବିଶ୍ବାସ କରି ପାରି ନଥାଉ। ସେହିପରି ଏକ ଘଟଣା ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ ଏହି ଘଟଣାରେ ଜଣେ ଯୁବକ ବସ୍ ରୁ ଉଲ୍ହାଇଲେ ଆଉ ଦ୍ରୁତ ଗତିରେ ଦୌଡିବାକୁ ଲାଗିଲେ।

ସାଙ୍ଗେ ସାଙ୍ଗେ ଦେହରୁ ସବୁ କପଡ଼ା ଖୋଲିବା ସହିତ ହଠାତ୍ ବ୍ରାହ୍ମଣୀ ନଦୀକୁ ଡେଇଁ ପଡ଼ିଲେ ଜଣେ ଯୁବକ। ତେବେ ଏହି ଯୁବକଙ୍କ ନାମ ଅମରେନ୍ଦୁ ଗିରି ଏବଂ ତାଙ୍କର ବୟସ ୩୮ ବର୍ଷ। ତେବେ ସୂଚନା ଅନୁସାରେ ରାଜନଗର ବ୍ଲକ ଅନ୍ତର୍ଗତ ନାଳିଦା ପାଟିଆ ର ଏହି ବ୍ରାହ୍ମଣୀ ନଦୀକୁ ଡେଇଁ ପଡିଛନ୍ତି ଏହି ୩୮ ବର୍ଷୀୟ ଯୁବକ ଜଣଙ୍କ। ତେବେ ସୂଚନା ଅନୁସାରେ ଯାହା ଜଣା ପଡ଼ିଛି ସେ ଏବଂ ତାଙ୍କ ବାପା କଟକରୁ ଘାରକୁ ଫେରୁ ଥିବା ବେଳେ ନାଳିଦା ପାଟିଆ ଛକରେ ଥିବା ବସ୍ ଷ୍ଟପ ରେ ସେ ଉଲ୍ହାଇ ପଡ଼ିଥିଲେ। ଓହ୍ଲାଇ ପଡ଼ି ସେ ସିଧା ଦୌଡିଥି ଲେ ନଦୀ ଆଡ଼କୁ।

ଏହାପରେ ସେଠାରେ ସେ ତାଙ୍କର ପିନ୍ଧିଥିବା ପ୍ୟାଣ୍ଟ୍ ସାର୍ଟ କୁ ଖୋଲି ସିଧା ଡେଇଁ ପଡ଼ିଲେ ନଦୀକୁ। ତେବେ ସେଠାରେ ଥିବା ବୋଟ ଗୁଡିକ ତାଙ୍କୁ ଅନେକ ଖୋଜା ଖୋଜି କରିଥିଲେ ବି ତାଙ୍କର କୌଣସି ପତ୍ତା ମିଳି ନଥିଲା। ତେବେ କାହିଁକି ଏବଂ କଣ ପାଇଁ ସେ ଏପରି କଲେ ଏବଂ ନଦୀକୁ ଡେଇଁ ପଡ଼ିଲେ ତାର କାରଣ ଜଣା ପଡ଼ିନାହିଁ। କେଉଁ ପରିସ୍ଥିତି ରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଏଯାଏଁ ତାହା ସ୍ପଷ୍ଟ ଭାବରେ ଜଣା ପଡି ନାହିଁ। ତାଙ୍କୁ ଏଯାଏଁ ଖୋଜା ଖୋଜି କାମ ଚାଲି ରହିଛି।ତେବେ ଉକ୍ତ ଯୁବକଙ୍କ ଘର ତାଳଚେର ର ଭିତା ଗ୍ରାମରେ ବୋଲି ଜଣା ପଡିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment