ଦେଖନ୍ତୁ Socking ଭିଡ଼ିଓ – ପରୁଷ ହୋଇ ଜନ୍ମ ଜନ୍ମ କରିବେ ଛୁଆ ! ଭିଡ଼ିଓ ନ ଦେଖିଲେ ବିଶ୍ୱାସ ହେବନି….

ହଁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ ଏଭଳି କିଛି ଆଶ୍ଚର୍ଯ୍ୟ ଜନକ ଘଟଣା ଭାଇରାଲ ହେବାକୁ ଲାଗିଥାଏ ଯାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥାଏ | ତେବେ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ସେହି ଭଳି କିଛି ଆଶ୍ଚର୍ଯ୍ୟ ଜନକ ଘଟଣା ଟି ଭାଇରାଲ ହେବାରେ ଲାଗିଛି ଆଉ ଯେଉଁଠି କୁହାଯାଉଛି କି ଟ୍ରାନ୍ସଜେଣ୍ଡର ଜଣଙ୍କ ଜନ୍ମ ଦେବାକୁ ଯାଉଛନ୍ତି ସନ୍ତାନ | ଆଉ ଯିଏ କି ମହିଳା ରୁ ପୁରୁଷ ହୋଇଥିଲେ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ମିଳିଥିଵା ସୂଚନା ଅନୁସାରେ ଏହିଭଳି ଏକ ଘଟଣା ଟି ଦେଖିବାକୁ ମିଳିଛି କେରଳ ର କଚିକଟି ରେ | ଆଉ ଏହିଭଳି ଏକ ଅଦ୍ଭୁତ ଜନକ ଘଟଣା ଟି ଘଟିବ ପରେ ସମସ୍ତଙ୍କ ମନରେ ଗୋଟିଏ ଆଶ୍ଚର୍ଯ୍ୟ ଭାବନା ସୃଷ୍ଟି ହୋଇଛି ବୋଲି କୁହାଯାଉଛି | ଆଉ ଯେଉଁଠି କୁହାଯାଉଛି କି ମା ନୁହଁ ବାବା ଜନ୍ମ ଦେବାକୁ ଯାଉଛନ୍ତି ସନ୍ତାନ ଆଉ ଯାହା ବିଷୟରେ ଆପଣ ମାନେ ମଧ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ବୋଲି କୁହାଯାଉଛି | ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଯାହା ଜଣା ପଡିଛି କି କେରଳ ରେ ରହୁଥିବା ଏହି ଟ୍ରାନ୍ସ ଜେଣ୍ଡର କପୁଲ ଜିଆ ଏବଂ ଜାହାନ ଖୁବ ଶୀଘ୍ର ବାପା ଓ ମା ହେବାକୁ ଯାଉଛନ୍ତି |

ଆଉ ଜାହା କୁହାଯାଉଛି କି ପରସ୍ପର ପରସ୍ପର ଙ୍କୁ ଭଲ ପାଉଥିବାରୁ ସମାଜର କୌଣସି କଥା କୁ ନ ଶୁଣି ସେମାନେ ଲିଙ୍ଗ ପରିବର୍ତ୍ତନ କରିଥିଲେ ଆଉ ସେମାନେ ବିବାହ ମଧ୍ୟ କରିଥିଲେ | ତେବେ ଜିଆ ଜଣେ ଡାନ୍ସ ର ହୋଇଥିବା ବେଳେ ଜାହାନ ଏକ ଘରୋଇ କମ୍ପାନୀ ରେ ଏକାଉଣ୍ଟେଟ ଭାବରେ କାମ କରୁଥିଲେ | ତେବେ ଜାହା ସୂଚନା ମିଳିଛି ଲିଙ୍ଗ ପରିବର୍ତ୍ତନ କରି ମହିଳା ରୁ ପୁରୁଷ ହୋଇଥିବା ଜାହା ନ ଏବେ କେଉଁଭଳି ଭାବରେ ଗର୍ଭବତୀ ହୋଇଛନ୍ତି ତାହାକୁ ନେଇକି ପ୍ରଶ୍ନ ଉଠିଛି |

ଆଉ ଯେଉଁଠି କୁହାଯାଉଛି କି ଦୁଇଜଣ ସର୍ଜରୀ ମାଧ୍ୟମରେ ତାଙ୍କର ଜେଣ୍ଡର ର ପରିବର୍ତ୍ତନ ମଧ୍ୟ କରାଇଥିଲେ | କିନ୍ତୁ ସୂଚନା ଅନୁସାରେ ଜାହା ଜଣା ପଡିଛି କି ଜାହାନ ଙ୍କର ସର୍ଜରୀ ବେଳେ କୁଆଡ଼େ ଡାକ୍ତର ତାଙ୍କର ଗର୍ଭାଶୟ କୁ କାଢ଼ିବା ପାଇଁ ଭୁଲି ଯାଇଥିଲେ | ଆଉ ଯେଉଁଥିପାଇଁ ଏହିଭଳି ଏକ ଘଟଣା ଟି ଘଟିଛି ଆଉ ପୁରୁଷ ହୋଇଥିବା ମହିଳା ଜଣଙ୍କ ଗର୍ଭବତୀ ହୋଇଛନ୍ତି ବୋଲି କୁହାଯାଉଛି |

ଜାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment