ହଁ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ରଚନା ବାନାର୍ଜୀ ଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ , ଯିଏକି ଅଭିନୟ ଜଗତରେ ଅନେକ ନାଁ କମାଇଛନ୍ତୁ | ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ହୃଦୟରେ ପ୍ରିୟ ର ପାତ୍ର ମଧ୍ୟ ହୋଇ ପାରିଛନ୍ତି ରଚନା | ଅନେକ ଓଡ଼ିଆ ଫ୍ଲିମ ରେ ତାଙ୍କର ଅଭିନୟ ର କମାଲ ଦେଖାଇ ଦର୍ଶକ ମାନଙ୍କର ହୃଦୟରେ ଘର କରିଛନ୍ତି ରଚନା ବାନାର୍ଜୀ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ରଚନା ବାନାର୍ଜୀ ଙ୍କ ବିଷୟରେ ଜାଣିବା |
ରଚନା ବାନାର୍ଜୀ ଙ୍କର ଜନ୍ମ ଓ ପରିବାର :-
କୁହାଯାଉଛି କି ରଚନା ବାନାର୍ଜୀ କଲିକତା ଠାରେ 2 ଅକ୍ଟୋବର 1974 ମସିହା ରେ ଜନ୍ମ ଗ୍ରହଣ କରିଥିଲେ | ତାଙ୍କର ଅନ୍ୟ ନାମ ହେଉଛି ଝୁମଝୁମ ରାକେଶ ବାନାର୍ଜୀ | ଆଉ ତାଙ୍କର ବାପା ଙ୍କ ନାଁ ହେଉଛି ଉପମନ୍ଵ ବାନାର୍ଜୀ | ତେବେ ରଚନା ପ୍ରବାଲ ବାସୁ ଙ୍କୁ 2007 ମସିହା ରେ ବିବାହ କରିଥିଲେ |
ରଚନା ବାନାର୍ଜୀ ଙ୍କର ଫ୍ଲିମ କେରିୟର :-
କୁହାଯାଉଛି କି ରଚନା ଜଣେ ବହୁତ ବଡ଼ ଫେମସ ଏକ୍ଟର ଥିଲେ | ଆଉ ସେ କେବଳ ଓଡ଼ିଆ ରେ ନୁହଁ, ବଙ୍ଗଳା, ତେଲଗୁ, ମରାଠୀ, ତାମିଲ ଓ ହିନ୍ଦୀ ରେ ମଧ୍ୟ ତାଙ୍କର ଅଭିନୟ ର ଝଲକ ଦେଖାଇ ଦର୍ଶକ ମାନଙ୍କର ପାଖରେ ପ୍ରିୟ ର ପାତ୍ର ହୋଇ ପାରିଛନ୍ତି | ଆଉ ତାହା ସହିତ 1993 ମସିହାରେ ସେ ପ୍ରଥମେ ଅଭିନୟ ଜଗତରେ ପାଦ ଦେଇଥିଲେ | ଆଉ ସେ ସାଉଥ ସିଟି କଲେଜ ରେ ତାଙ୍କର ଗ୍ରାଜୁଏସନ ପାସ କରିଥିଲେ | ତାହା ବ୍ୟତୀତ କୁହାଯାଉଛି କି ସେ ମିସ ବିୟୁଟି କଂଟେଷ୍ଟ ରେ ମଧ୍ୟ ଭାଗ ନେଇଥିଲେ ଓ ମିସ କୋଲକତା ରେ ମଧ୍ୟ ଭାଗ ନେଇ ବିଜେତା ହୋଇଥିଲେ |
ତାହା ବ୍ୟତୀତ କୁହାଯାଉଛି କି ଅନେକ ଫ୍ଲିମ କରିଛନ୍ତି ରଚନା ବାନାର୍ଜୀ | ତେବେ ତାଙ୍କର ସମସ୍ତ ଫ୍ଲିମ ଭିତରୁ 40 ଟି ଓଡ଼ିଆ ଫ୍ଲିମ କେବଳ ସିଦ୍ଧାନ୍ତ ମହାପାତ୍ର ଙ୍କ ସହିତ କରିଛନ୍ତି ଓ 35 ଟି ବେଙ୍ଗଲୀ ଫ୍ଲିମ ରଚନା କରିଛନ୍ତି ପସନଜିତ ଙ୍କ ସହିତ | ତାହା ବ୍ୟତୀତ ସେ ଅମିତାଭ ବଚନ ସହିତ ମଧ୍ୟ ଫ୍ଲିମ କରି ଅନେକ ପ୍ରସଂଶା ର ପାତ୍ର ମଧ୍ୟ ହୋଇ ପାରିଛନ୍ତି ବୋଲି କୁହାଯାଉଛି |
ତେବେ ତାଙ୍କର ଅନେକ ଫ୍ଲିମ ଦର୍ଶକ ମାନଙ୍କର ମନକୁ ଛୁଇଁଛି ଆଉ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ଭଲ ପାଇବା କୁ ମଧ୍ୟ ସାଉଟୁଛନ୍ତି | ଆଉ ବର୍ତ୍ତମାନ ସେ କୋଲକତା ରେ ରହୁଛନ୍ତି ଓ ଦିଦି ନମ୍ୱର 1 ରେ ଭାଗ ଦେବା ସହିତ ଅନେକ ଶୋ ରେ ମଧ୍ୟ ଜୋର୍ଜ ଭାବରେ ଯୋଗ ଦେଇ ଦର୍ଶକ ମାନଙ୍କର ପ୍ରିୟ ଏକ୍ଟର ହୋଇ ପାରିଛନ୍ତି |ତେବେ ଏହା ଥିଲା ରଚନା ବାନାର୍ଜୀ ଙ୍କ ବିଷୟରେ ସୂଚନା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।