ରାଗିଗଲେ ସୁର ମୁଖ୍ୟମନ୍ତ୍ରୀଙ୍କ ଠୁ ଗାଆଁ ବାଲା ସମସ୍ତଙ୍କୁ ପିଟିବୁ, କାହିଁକି ଏମିତି କହିଲେ ଦେଖନ୍ତୁ ଭିଡ଼ିଓ

0

ସମାଜ ଯେତେ ସଭ୍ୟ ଆଡକୁ ଗତି କରିଲେ ମଧ୍ୟ ବହୁ ଅନ୍ୟାୟ କାର୍ଯ୍ୟ ଦେଖିବା ପାଇଁ ମିଳୁଛି ଓ ସମାଜରେ ସେତେ ଅପରାଧୀ କାର୍ଯ୍ୟ ବଢି ବଢି ଚାଲିଛି। ସମାଜର ଲୋକ ମାନେ ସବୁବେଳ ପାଇଁ କିଛି ନା କିଛି ଅପରାଧିକ କାର୍ଯ୍ୟ କରି ଚାଲି ଥାଆନ୍ତି। ଏଭଳି କାର୍ଯ୍ୟ କରିବାକୁ ସେମାନଙ୍କ ମନରେ ଡର ଓ ଭୟ ରହି ନଥାଏ। ଏଥି ସହିତ ସବୁ ଅପରାଧିକ କାର୍ଯ୍ୟର ସମାଧାନ ହେବା ପାଇଁ ମଧ୍ୟ ବହୁତ ବିଳମ୍ବିତ କରା ଯାଉଛି। ତେବେ ନିକଟରେ ଯେଉଁ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡ ହୋଇଥିଲା ତାହା ଆପଣ ମାନେ ସମସ୍ତେ ଜାଣିଥିବେ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, କଂଗ୍ରେସ ନେତା ସୁର ସାମନ୍ତରାୟ କହିଛନ୍ତି ଯିଏ ଏହି ଅପରାଧିକ କାର୍ଯ୍ୟରେ ଜଡିତ ରହିଥିବେ, ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଗାଁ ଗହଳି ପର୍ଯ୍ୟନ୍ତ ସମସ୍ତଙ୍କୁ ପିଟି ଚାଲିବେ। ତେବେ ଆସନ୍ତୁ ପ୍ରକୃତ ଘଟଣା ଉପରେ ନଜର ପକାଇବା;

ସୂଚନା ଅନୁସାରେ, କଂଗ୍ରେସ ନେତା ସୁର ସାମନ୍ତରାୟଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ, ସେ ଜଟଣୀର ବିଧାୟକ ଅଟନ୍ତି। ସୁର ସାମନ୍ତରାୟ ଖୋଲା ହୃଦୟର ବ୍ୟକ୍ତି ହୋଇ ଥାଆନ୍ତି। ଯେଉଁ ମାନେ ସମାଜ ପାଇଁ ଭଲ କାର୍ଯ୍ୟ କରି ଥାଆନ୍ତି, ସେମାନଙ୍କୁ ସେ ଭଲ ବୋଲି କହି ଥାଆନ୍ତି ଆଉ ଯେଉଁ ମାନେ ସବୁବେଳ ପାଇଁ ଖରାପ କାର୍ଯ୍ୟରେ ଲିପ୍ତ ରହି ଥାଆନ୍ତି, ସେମାନଙ୍କୁ ସେ ଅନେକ କଥା କହିବା ସହିତ ଘୃଣା ଓ ନିନ୍ଦା କରି ଥାଆନ୍ତି। ସେ ସବୁବେଳ ପାଇଁ ସତ ମାର୍ଗରେ ରହି ଥାଆନ୍ତି ଓ ଅନ୍ୟ ମାନଙ୍କୁ ମଧ୍ୟ ସତ ମାର୍ଗରେ ରହିବା ପାଇଁ ପ୍ରୟାସ କରି ଥାଆନ୍ତି।

ତେବେ ନିକଟରେ ଯେଉଁ ଅପରାଧିକ କାର୍ଯ୍ୟ ଘଟିଥିଲା, ସେଥିରେ ଦିବ୍ୟ ଶଙ୍କର ରହିଛନ୍ତି ବୋଲି ଚର୍ଚ୍ଚା ଜୋର ସୋର ଭାବରେ କରା ଯାଉଛି। ଏହି ଖବର ଶୁଣି କଂଗ୍ରେସ ନେତା ସୁର ସାମନ୍ତରାୟ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି, ଯେ ପର୍ଯ୍ୟନ୍ତ ଏହି କାର୍ଯ୍ୟର ସମାଧାନ କରା ଯାଇ ନାହି, ସେ ପର୍ଯ୍ୟନ୍ତ ଦିବ୍ୟ ଶଙ୍କରଙ୍କୁ ବିଧାନସଭା ଗୃହ ଭିତରକୁ ପ୍ରବେଶ କରା ଯିବ ନାହିଁ।

ତେବେ ଏଥି ସହିତ ସୁର କହିଛନ୍ତି ଯେ, ସେ ପ୍ରଥମେ ତାଙ୍କର ତଦନ୍ତରେ ସ୍ୱଚ୍ଛ ଓ ନିର୍ମଳ ଭାବରେ ସବୁ ସତ କଥା ପ୍ରକାଶ କରିଲେ ତାଙ୍କୁ ସ୍ବାଗତ ଜଣାଇ ବିଧାନସଭା ଗୃହ ଭିତରକୁ ପ୍ରବେଶ କରିବା ପାଇଁ ଦିଆ ଯିବ ଆଉ ଯଦି ତାଙ୍କ ତଦନ୍ତରେ ସେ ଜଡିତ ରହିଥିବେ ତା’ହେଲେ ତାଙ୍କୁ ଯଥା ଶୀଘ୍ର ଜେଲ ପଠା ଯିବ। ଏଥି ସହିତ ସେ ଆହୁରି ଏକ ବଡ଼ କଥା କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଗାଁ ଗହଳି ପର୍ଯ୍ୟନ୍ତ ସମସ୍ତଙ୍କୁ ମାଡ଼ ହେବ, କିନ୍ତୁ କେହି କିଛି ହେଲେ ବି କହି ପାରିବେ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।