Jyotish ଶାସ୍ତ୍ର- ଆଜି ୫ ଡ଼ିସେମ୍ବର 2022 – ଆଜିଠାରୁ ବଦଳୁଛି ଏହି ସବୁ ରାଶିଙ୍କ ଭାଗ୍ୟ,ଏବଂ ଅଶୁଭ ରହୁ ଦଶାର ଲକ୍ଷଣ ଓ ପ୍ରତିକାର ଜାଣନ୍ତୁ…

ହଁ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମେ ବିଭିନ୍ନ ପ୍ରକାରର କଥା ଆମ ହିନ୍ଦୁ ଶାସ୍ତ୍ର ରେ ରହିଛି ଆଉ ଯାହା ଅନୁସାରେ କୁହାଯାଏ କି ଆମର ଦିନ କୁ ଦିନ ପରିବର୍ତ୍ତନ ହେବା ଭଳି ଆମର ଗ୍ରହ ଆଉ ନକ୍ଷତ୍ର ମାନଙ୍କର ମଧ୍ୟ ଚଳନ ହୋଇଥାଏ | ଆଉ ସେହି ଅନୁସାରେ ଆମର ଭାଗ୍ୟ ର ମଧ୍ୟ ପରିବର୍ତ୍ତନ ହୋଇଥାଏ | ତେବେ ଆଜି ଆମେ ଯାହା ବିଷୟରେ ଆଲୋଚନା କରିବାକୁ ଯାଉଛି ତାହା ମଧ୍ୟ ଏହି ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଇଥିବା କେତେକ କଥା ଯାହା ଡିସେମ୍ବର 5,2022 ଦିନ ବିଷୟରେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁଆଜି ଆମେ ଜାଣିବା କିଜନ୍ମ ଜାତକ ରେ ବିଷ ଯୋଗ କଣ ଆଉ ତାହାର ଲକ୍ଷଣ ଆଉ ସମାଧାନ କଣ ସବୁ ରହିଛି |

ଜାତକ ରେ ବିଷ ଯୋଗ କଣ :-

ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଉଛି କି ବିଷ ଯୋଗ ଯଦି ଆପଣଙ୍କର ଜନ୍ମ କୁଣ୍ଡଳିରେ ରହିଥିବ ତାହେଲେ ଆପଣ ମାନେ ଦେଖିବେ କି ଚନ୍ଦ୍ର ଆଉ ଶନି ଏକାଠି ରହିଥିବେ | ଆଉ ତାହା ବ୍ୟତୀତ କୁହାଯାଉଛି କି ଯଦି ଏହିଭଳି ଯୋଗ ଥିବ ତାହେଲେ ଆପଣଙ୍କର 3 ପ୍ରକାରର ସମସ୍ୟା ମଧ୍ୟ ଦେଖା ଯିବ ତାହା ହେଉଛି ଡିଲେ, ଡିନାଇଟ ଓ ଡିଷ୍ଟରବେନ୍ସ | ତେବେ ଆପଣ କୌଣସି କାର୍ଯ୍ୟକ୍ରମ କୁ ଶେଷ କରିବା ପାଇଁ ଚାହୁଁଥିବେ କିନ୍ତୁ ତାହା ହୋଇ ପାରୁ ନଥିବ ସବୁଥିରେ ବିଳମ୍ବ ହେବାକୁ ଲାଗିବ, ପ୍ରୋମସନ ମଧ୍ୟ ହୋଇ ପାରିବ ନାହିଁ | ତାହା ବ୍ୟତୀତ ଆପଣ ଯାହାର ଯେତେ ସାହାଯ୍ୟ କରିଥିଲେ ମଧ୍ୟ ସମସ୍ତେ ଆପଣଙ୍କୁ ଭୁଲିଯିବେ ଓ ଡିଷ୍ଟରବେନ୍ସ ମଧ୍ୟ ସମସ୍ତ ଙ୍କ ସହିତ ଦେଖା ଯିବ ବୋଲି କୁହାଯାଉଛି |

ବିଷ ଯୋଗ ର ଲକ୍ଷଣ କଣ ରହିଛି :-

ତେବେ କୁହାଯାଏ କି ଏହି ଯୋଗ ଥିବା ବ୍ୟକ୍ତି ମାନେ ବହୁତ ଶାନ୍ତ ଆଉ ଭଲ ସ୍ଵଭାଵ ର ହୋଇଥାନ୍ତି ଓ ତାହା ବ୍ୟତୀତ ଏମାନେ ବହୁତ ସ୍ୱାଭିମାନୀ ଓ ଧର୍ମ ପରାୟଣ ହୋଇଥାନ୍ତି | ଏହା ବ୍ୟତୀତ କୁହାଯାଉଛି କି ଏହି ଯୋଗ ଥିବା ବ୍ୟକ୍ତି ମାନେ 0 ରୁ ସେମାନଙ୍କର ଲାଇଫ କୁ ଆରମ୍ଭ କରିଥାନ୍ତି ଓ ନିଜର ଇଚ୍ଛା ଆଉ ଆଗ୍ରହ ବଳରେ ଧୀରେ ଧୀରେ ଉପରକୁ ଉଠିଥାନ୍ତି ବୋଲି ମଧ୍ୟ କୁହାଯାଏ |

ବିଷ ଯୋଗ ର ପ୍ରତିକାର କଣ ରହିଛି :-

ଯଦି ଆପଣଙ୍କର ବିଛା , ଧନୁ, କର୍କଟ, ମେଷ, ସିଂହ ଓ ମିନ ଲଗ୍ନ ର ବ୍ୟକ୍ତି ମାନେ ଘରେ ବାଡ଼ି ଅଳା ବା ଭୂଇଁ ଅଳା କୁ ଲଗେଇ ତାହାକୁ ଚନ୍ଦନ, ସିନ୍ଦୁର, ଧୂପ, ଦୀପ ଦେଇ ଶନି ଙ୍କ ନାଁ କୁ ଧରି ପ୍ରତେକ ଶନିବାର ଦିନ ପୂଜା ଅର୍ଚନା କରିବେ ଶୁଭ ଫଳ ମିଳିଥାଏ | ଏହା ବ୍ୟତୀତ ଅନ୍ୟ ରାଶିର ବ୍ୟକ୍ତି ମାନେ ମୁନ ଷ୍ଟୋନ କୁ ହାତରେ ପିନ୍ଧିଲେ ଶୁଭ ଫଳ ମିଳିଥାଏ |

ଏବେ ଏହା ଥିଲା କଣ ରହିବ ଆଜିର ଦିନ ରେ ଆପଣଙ୍କର ଭାଗ୍ୟ ଫଳ ସେ ସମସ୍ତ ବିଷୟରେ ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment