ରାହୁଲ-ହରିପ୍ରିୟାଙ୍କ ପ୍ରେମ କାହାଣୀ ଏବେ ବଡ ପରଦାରେ, ଧନଙ୍କ ଲଭଷ୍ଟୋରୀକୁ ନେଇ ଖୁବ ଶୀଘ୍ର ଆସୁଛି ଫିଲ୍ମ..… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଜାଣିଥିବେ ରାହୁଲ ଓ ହାରିପ୍ରିୟା ଙ୍କ ପ୍ରେମ କାହାଣୀ କଥା , ଯାହା ସୋସିଆଲ ମିଡିଆରେ ରେ ବହୁତ ମାତ୍ରାରେ ଭାଇରାଲ ହେଇଥିଲା ଯାହାକୁ ଦେଖିଥିବା ଦର୍ଶକ ମାନେ ମଧ୍ୟ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରିଥିଲେ ତାଙ୍କର ଲଭ ଷ୍ଟୋରୀ କୁ ଆହୁରି ମଧ୍ୟ ବହୁତ ପ୍ରଶଂସା ମଧ୍ୟ କରିଥିଲେ ଆଉ ଦୁଇଜଣଙ୍କ ପ୍ରେମ ସମ୍ପର୍କ ସମସ୍ତଙ୍କ ମନକୁ ମଧ୍ୟ ଛୁଇଁ ଯାଇଥିଲା |

ଆପଣ ମାନେ ଜାଣିଥିଲେ କି ରାହୁଲ ପ୍ରେମ ବିବାହ କରିଥିଲେ ହରିପ୍ରିୟଙ୍କୁ ତାହା ପୁଣି ଘରୁ ପଳେଇ କରି ବିବାହ କରିଥିଲେ ଓ ରାହୁଲ ଙ୍କ ସହିତ ତାଙ୍କର ଘରେ ମଧ୍ୟ ରହୁଥିଲେ , ଆଉ ପାଠ ପଢିବା ପାଇଁ ରାହୁଲ ହରିପ୍ରିୟଙ୍କୁ କଲେଜ ରେ ମଧ୍ୟ ଛାଡୁଥିଲେ, କିନ୍ତୁ ହରିପ୍ରିୟାର ବାପ ଘର ଲୋକ କଲେଜରୁ ହରିପ୍ରିୟାକୁ ସାବିତ୍ରୀ ବ୍ରତ ର ପର ଦିନ ଉଠାଇ ନେଇ ପଳେଇ ଯାଇଥିଲେ | ଆଉ ତାଙ୍କ ପରେ ରାହୁଲଙ୍କ ଅବସ୍ଥା ପୁରା ଖରାପ ହେଇଯାଇଥିଲା ଓ ଯାହା ସେସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା |ଆଉ ରାହୁଲଙ୍କ ଅବସ୍ଥା ଏତେ ଖରାପ ହୋଇଯାଇଥିଲା କି ସେ ଶେଷରେ ଶଯ୍ୟାଶାୟୀ ମଧ୍ୟ ହୋଇଯାଇଥିଲେ , କିନ୍ତୁ ପରେ ହରିପ୍ରିୟଙ୍କୁ ପାଇ ଅବସ୍ଥାରେ ସୁଧାର ଆସିଥିଲା ଓ ପ୍ରେମ ସମ୍ପର୍କ ପୁରା ସେସିଆଲ ମିଡିଆରେ ଘୁରି ବୁଲିଥିଲା |

କିନ୍ତୁ ଏବେ ସେମାନଙ୍କର ପ୍ରେମ ଷ୍ଟୋରୀ ଏବେ ଆଉ ରିଅଲ ହେଇକି ନାହିଁ ଏବେ ବଡ ପରଦାରେ ମଧ୍ୟ ଦେଖିବାକୁ ମିଳିବ ରାହୁଲ ଓ ହରିପ୍ରିୟଙ୍କର ପ୍ରେମ କାହାଣୀ କଥା , ଯାହାକୁ ନେଇକି ଦୁହେଁ ରାହୁଲ ଓ ହାରିପ୍ରିୟା ବହୁତ ଖୁସି ମଧ୍ୟ ଅଛନ୍ତି |ପ୍ରଡୁସର ବିକ୍ରମ ସାହୁ ଏମାନଙ୍କର ପ୍ରେମ କାହାଣୀକୁ ଦେଖି ଗଭୀର ଭାବରେ ପ୍ରବଭୀତ ହେଇଥିଲେ ଆଉ ରାହୁଲ ଓ ହରିପ୍ରିୟଙ୍କର ପ୍ରେମ କାହାଣୀକୁ ଗୋଟିଏ ନୂଆ ନାମ ଦେବା ପାଇଁ ଚାହିଁଥିଲେ |

ତେବେ ଭଦ୍ରକ ର ଧାମନଗର ରେ ବସ ବାସ କରୁଥିବା ରାହୁଲ ଓ ହାରିପ୍ରିୟା ଙ୍କ ପ୍ରେମ ଷ୍ଟୋରୀ କୁ ନେଇକି ଏକ ଫିଲ୍ମ ହେବାକୁ ଯାଉଛି ଯାହାର ନାମ ହେଉଛି , ତୋତେ ନିଜର କରିନେଲି ଏପରି ଏକା ଫିଲ୍ମ ଓଡ଼ିଆ ଚଳଚ୍ଚିତ୍ରରେ ମୁକ୍ତିଲାଭ କରିବାକୁ ଯାଉଛି |ପ୍ରଡୁସର ବିକ୍ରମ ପହଞ୍ଚି ଯାଇଥିଲେ ରାହୁଲ ଙ୍କ ଘରେ ଆଉ ହରିପ୍ରିୟଙ୍କୁ ଏପରି ଗୋଟିଏ ସୁଯୋଗ କଥା କହିଥିଲେ , ଆଉ ଯାହା ଦୁହେଁ ଶୁଣିବା ପରେ ବହୁତ ଖୁସି ମଧ୍ୟ ହୋଇଯାଇଥିଲେ , ଆଉ ସେମାନେ ମଧ୍ୟ ନିଜ ପ୍ରେମ କାହାଣୀ କୁ ସମସ୍ତଙ୍କ ଆଗରେ ଗୋଟିଏ ନୂଆ ପରିଚୟ ପାଇବାକୁ ଯାଉଛି ତାହା ଜାଣି ଖୁସି ହେବା ସହିତ ପ୍ରଡୁସର ଙ୍କ କଥାରେ ରାଜି ମଧ୍ୟ ହୋଇଥିଲେ |

ତେବେ ପ୍ରଡୁସର ଓ ସମସ୍ତଙ୍କର ଆଶା ରହିଛି କି ଫିଲ୍ମ ଟି ଭଲ ହେବ ଆଉ ଦର୍ଶକ ମାନେ ମଧ୍ୟ ଏହି ଷ୍ଟୋରୀ କୁ ପସନ୍ଦ କରିବେ, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment