EXCLUSIVE : ରାହୁଲ ( Rahul ) ଉଦ୍ଧାର ହେବା ପରେ ଖୁସିରେ ବିଭୋର ମାଆା…. କହିଲେ, ଏହି କଥା… ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ଏମିତି ଅନେକ ସମୟରେ ଭିଡ଼ିଓ ସବୁ ଭାଇରଲ ହୋଇଥାଏ ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ। ଆଉ ଏବେ ନିକଟରେ ସାରା ଦେଶ ରେ ଘଟଣା ଘୁରି ବୁଲୁଛି ଯାହା ଥିଲା କୁନି ବାଳକ ରାହୁଲ ର ଉଦ୍ଧାର। ଆଉ ସେହି ବାଳକ ରି ଉଦ୍ଧାର ପାଇଁ ସରକାର ବ୍ୟୟବହୁଳ ଖର୍ଚ୍ଚ କରିଥିଲେ ତାହା ଜାଣିବା ପରେ ମୁଣ୍ଡରେ ହାତ ଦେବେ।
ଏଠାରେ ଏକ ଭିଡ଼ିଓ ଏବେ ଜୋର ରେ ଭାଇରଲ ହୋଇଛି ଯାହା ଆପଣ ମାନେ ଦେଖିବାକୁ ପାଇଥିବେ।

ଏବେ ନିକଟରେ ଏକ ଘଟଣା ଘଟି ଯାଇଥିଲା ଯାହା ଆପଣ ମାନେ ଦେଖିଥିବେ।ଏହି ଘଟଣା ଟି ଏବେ ସାରା ଦେଶ ରେ ଚହଳ ସୃଷ୍ଟି କରିଥିଲା। ଆଉ କୁନି ବାଳକ ରାହୁଲ ବଡ଼ ଅସୁବିଧା ରେ ସମ୍ମୁଖୀନ ହୋଇଥିଲା ଯାହା ପାଇଁ ସାରା ଦେଶ ର ଲୋଜ ମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଯାହା କୁ ଆପଣ ମାନେ ଜାଣିଥିବେ। ଆଉ ସେହି କୁନି ବାଳକ ଟିକୁ ଉଦ୍ଧାର କରିବା ଲାଗି ସରକାର ସବୁ ପ୍ରକାର ପ୍ରଚେଷ୍ଟା ଜାରି ରଖିଥିଲେ ଯାହା ଦ୍ୱାରା ସଫଳତା ମଧ୍ୟ ହାସଲ କରିଥିଲେ। ଆଉ କୁନି ବାଳକ ରାହୁଲ କୁ ଉଦ୍ଧାର କରିବା ପାଇଁ ସରକାର ସବୁ ପ୍ରକାର ପ୍ରୟାସ କରିଥିଲେ। ସେହି ବାଳକ ଟିର ଜୀବନ ବଞ୍ଚେଇବା ଲାଗି ସମସ୍ତେ ଭଗବାନ ଙ୍କ ଡାକୁଥିଲେ ଯାହା ବର୍ତ୍ତମାନ ସତ ହୋଇଗଲା।

ଏହି ସମୟରେ ରାହୁଲ କୁ ଉଦ୍ଧାର କାର୍ଯ୍ୟ ପାଇଁ ଛତିଶଗଡ଼ ସରକାର ଜିଲ୍ଲା ପୋଲିସ ଅଧିକାରୀ,NDRF, SDRF ଟିମ ଇତ୍ୟାଦି ଙ୍କୁ ନିୟୋଜିତ କରିଥିଲେ। ସେମାନେ ଉଦ୍ଧାର କରିବା ପାଇଁ ପାଖା ପାଖି ୧୦୦ ଘଣ୍ଟା ର ସମୟ ଲାଗିଥିଲ। ଆଉ ଶେଷରେ ସେମାନେ ସଫଳତା ହୋଇଥିଲା ଆଉ ସେତେବେଳେ ରାହୁଲ ର ଅବସ୍ଥା ଟିକେ ଖରାପ ଥିଲା ଯାହା ସୂଚନା ଯୋଗ୍ୟ। ଆଉ ଏତେ ସମୟ ଧରି ଗଭୀର ୮୦ ଫୁଟ ତଳେ ରହିଥିଲା ଯେଉଁଠାରେ ସେ ଖାଦ୍ୟ ଓ ପାନୀୟ ପାଇଁ ବିଭିନ୍ନ ଅସୁବିଧା ସମ୍ମୁଖୀନ କରିଥିଲା। ଆଉ ଏବେ ସରକାର ସେହି ପିଲାଟି କୁ ଆଣିବା ପାଇଁ ବାହାରକୁ ଅନେକ ପ୍ରୟାସ କରିଥିଲେ ଏବଂ ସବୁ ସମୟରେ ଅଧିକାରୀ ମାନଙ୍କ ସହିତ କଥାବାର୍ତ୍ତା ମଧ୍ୟ ହୋଇଥିଲେ ଯାହା ସୁଚନା ଯୋଗ୍ୟ।

ଆଉ ଏବେ ସରକାର କୁନି ବାଳକ ରାହୁଲ ର ଉଦ୍ଧାର ପାଇଁ ୧୦୦ଘଣ୍ଟା ସମୟରେ ପାଖା ପାଖି ୧ କୋଟି ଟଙ୍କା ଖର୍ଚ୍ଚ ବ୍ୟୟ କରିଥିଲେ ଯାହା ଏଠାରେ ଜାଣିବାକୁ ମିଳିଛି ହେଲେ ସେ ଉଦ୍ଧାର ହୋଇ ପାରିଛି। ଆଉ ବର୍ତ୍ତମାନ ଉଦ୍ଧାର କରିବା ପରେ ସଙ୍ଗେ ସଙ୍ଗେ ଡାକ୍ତର ଟିମ ସହିତ ତାଙ୍କୁ ଆମ୍ବୁଲାନ୍ସ ନିଆ ଯାଇଥିଲା। ଆଉ ନିକଟସ୍ଥ ମେଡିକାଲ ନେବା ପରେ ସେଠାରେ ବିଶେଷଜ୍ଞ ମାନେ ଚିକିତ୍ସା କରିବା ପରେ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ନେଇ ସୂଚନା ଦେଇଥିଲେ। ଯାହା ବି ହେଉ ରାହୁଲ ବର୍ତ୍ତମାନ ସମୟ ରେ ଭଲ ଥିବା ନେଇ ଶୁଣିବା ପରେ ଯାହା ସମସ୍ତେ ଖୁସି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment