Exclusive : ରାଇମୋହନ ଙ୍କ ପରିବାର ବିଷୟରେ ଏମିତି କହିଲେ ଅଭିନେତ୍ରୀ ରାଣୀ ପଣ୍ଡା… ଦେଖନ୍ତୁ Video

ଦର୍ଶକ ବନ୍ଧୁ ସମୟ ସାଥିରେ ପାଦ ଦେଇଚାଲୁଥିବା ମଣିଷ କେତେବେଳେ ଯେ ସମୟ ଆଗରେ ହାରମାନିଗଲା ତାହା ଅବିଶ୍ୱାସନିୟ ବୋଲି ମନେ ହେଉଛି |ଜୀବନ ରେ ସବୁ ଠିକ ଚାଲିଥିଲା ବେଳେ ହଠାତ ଯେ ସେ ଠିକ ଏମିତି ଭୁଲ ଆଡକୁ ଗତି କରିବ ତାହା କେହି ବିଶ୍ୱାସ କରିପାରୁନାହାନ୍ତି |ହଁ ଆଜ୍ଞା ମୃତ୍ୟୁ ଶେଷ ନିନ୍ଦ୍ରା ରେ ଆମ ସମସ୍ତ ଙ୍କୁ ଛାଡି ଚାଲି ଯାଇଛନ୍ତି ରାଇ ଭାଇ, ତାଙ୍କର ଅଭାବ କେହି ପୂରଣ କରିପାରିବନି ଓଡ଼ିଆ ଚଳଚ୍ଚିତ୍ର ହଉ ବା ଯାତ୍ରା ଜଗତରେ ହଉ ତାଙ୍କର ଅଭିନୟ କରିବା ର କଳା ଉଚ୍ଚ ମାନର ରହିଥାଏ |ତେବେ ସେ ଆଜି ଯେ ଆମ ଗହଳ ରେ ଉପସ୍ଥିତ ନାହାନ୍ତି ସତ, ହେଲେ ତାଙ୍କର ସମସ୍ତ ପ୍ରକାର ଅଭିନୟ ସମସ୍ତ ଙ୍କ ମନରେ ଅମର ରହିବ |

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପିତାମହ ଭୀଷ୍ମ ର ଆଖ୍ୟା ପାଇଥିବା ରାଇମୋହନ ପରିଡା ସମସ୍ତ ଙ୍କୁ ଛାଡି ଚାଲି ଯିବା ପରେ ତାଙ୍କୁ ବିଭିନ୍ନ କୋଣ ରୁ ଶେଷ ଦେଖା କରିବା ପାଇଁ ତାଙ୍କ ସହିତ କାମ କରୁଥିବା ସମସ୍ତ କଳାକାର ଆସି ଉପସ୍ଥିତ ହେଇଥିଲେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଥିଲେ ତାଙ୍କର ଏପରି ବିୟୋଗ କେହି ବିଶ୍ୱାସ କରିପାରୁନାହାନ୍ତି ସହଜରେ |ଏହି ସମୟରେ ତାଙ୍କ ସହିତ ଯାତ୍ରା ଜଗତ ରେ କାମ କରୁଥୁବା ରାଣୀ ପଣ୍ଡା ମଧ୍ୟ ରାଇମୋହନଙ୍କ ଶେଷ କୃତ୍ୟ ରେ ଉପସ୍ଥିତ ହେଇଥିଲେ ଓ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ,ଓ ରାଇ ଭାଇଙ୍କୁ ସାରା ଜୀବନ ଝୁରିବେ ବୋଲି କହିଥିଲେ ରାଣୀ ପଣ୍ଡା| ଯାତ୍ରା ହଉ ନହେଲେ ଓଡ଼ିଆ ଚଳଚ୍ଚିତ୍ର ଅଭିନୟ ତାଙ୍କର ଥିଲା ଉଚ୍ଚ ମାନର ତେଣୁ ତାଙ୍କର ଏହି କଳା ଅଭିନୟ ସମସ୍ତେ ସବୁଦିନ ମନେ ରଖିବେ ବୋଲି କହିଥିଲେ ରାଣୀ ପଣ୍ଡା, ଏମିତି ଏକ ମୃତ୍ୟୁ ସେ ଗ୍ରହଣ କରିପାରୁନାହାନ୍ତି ବୋଲି କହିଥିଲେ |

ଆଜି ଆମ ଗହଣ ରେ ରାଇମୋହନ ପରିଡା ନାହାନ୍ତି ସତ ହେଲେ ସେ ସବୁ ଦିନ ମନେ ରହିବେ ବୋଲି କହିଥିଲେ ରାଣୀ ପଣ୍ଡା ସେ କହିଥିଲେ ମୁଁ ଛୋଟ ରୁ ତାଙ୍କୁ ଦେଖି ଆସୁଛି, ମୁଁ ତାଙ୍କୁ ବହୁତ ସନ୍ନମାନ କରେ| କଳା କ୍ଷେତ୍ର ରେ ମୁଁ ତାଙ୍କ ଠୁ ଅନୁପ୍ରାଣିତ, ମୁଁ ତାଙ୍କୁ ମୋ ଗୁରୁ ବୋଲି ମାନୁଥିଲି, ସେ ମୋର ଆଦର୍ଶ ଥିଲେ, ହେଲେ ସିଏ ଯେ ଏମିତି କାହାକୁ କିଛି ନ କହି ଆମ ସମସ୍ତ ଙ୍କୁ ଏତେ ସହଜ ଛାଡି ଚାଲିଯିବେ ତାହା ମୁଁ ବିଶ୍ୱାସ କରିପାରୁ ନାହିଁ ବୋଲି କହିଥିଲେ ରାଣୀ ପଣ୍ଡା |

ତାହେଲେ ଦର୍ଶକ ବନ୍ଧୁ ଖାଲି ରାଣୀ ପଣ୍ଡା ନୁହେଁ ସାରା ଓଡିଶା ରାଇ ଭାଇ ଙ୍କ ବିୟୋଗ ରେ ଝୁରୁଛି, ଏହା ଥିଲା ସେଇ ଭାଇରଲ ଭିଡ଼ିଓ ଯେଉଁ ଥିରେ ରାଣୀ ପଣ୍ଡା କିଛି ଏମିତି କହିଥିଲେ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment