Exclusive : ରାଇମୋହନ ପରିଡାଙ୍କ ମୃତ୍ୟୁ ପୂର୍ବର ଭିଡ଼ିଓ…

ସୋସିଆଲ ମିଡ଼ିଆରେ ଏବେ ଅନେକ ସମୟରେ ଘଟଣା ସବୁ ସାମ୍ନା କୁ ଆସିଥାଏ ଯାହା କୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାଆନ୍ତି। ଆଉ ନିକଟରେ କଳାକାର ତଥା ବରିଷ୍ଠ ଅଭିନେତା ରାଇମୋହନ ସାର ଙ୍କର ମୃତ୍ୟୁ ହୋଇଥିଲା ଯାହା ଏବେ ରହସ୍ୟ ଘେରରେ ରହିଛି। ଆଉ ସେ ତାଙ୍କ ସ୍ତ୍ରୀ ସମ୍ପର୍କରେ ଏମିତି କହିଥିଲେ ଯାହା ଆପଣ ମାନେ ଏଠାରେ ଦେଖିବେ। ଏଠାରେ ନିକଟରେ ଏବେ ଏକ ଘଟଣା ସାରା ରାଜ୍ୟରେ ଦୁଃଖଦ ଖେଳି ଯାଇଛି।

ଯାହା ଏବେ ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହୋଇଛି। ଆଉ ଏବେ ନିକଟରେ ଘଟଣା ଟିରେ କଳାକାର ଜଣେ ବରିଷ୍ଟ ଅଭିନେତା ଙ୍କର ମୃତ୍ୟୁ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି।।ଆଉ ସେ ରାଇମୋହନ ପରିଡା ଙ୍କର ମୃତ୍ୟୁ ଯାହା ଏବେ ସମସ୍ତ ଙ୍କ ଆଖିରେ ଲୁହ ଆସି ଯାଇଛି। ଏହି ସମୟ ରେ ତାଙ୍କର ଏହିପରି ଭାବରେ ମୃତ୍ୟୁ କୁ ନେଇ ରହସ୍ୟ ଜଣା ପଡ଼ିନାହିଁ। ସେ ଥିଲେ ଫିଲ୍ମ ଜଗତ ଓ ଯାତ୍ରା ଜଗତ ର ଅନେକ ଅଭିନୟ କରିଥିଲେ ଯାହାକୁ ଦେଖିବା ପାଇଁ ଦର୍ଶକ ମାନଙ୍କର ସୁଅ ଛୁଟି ଥାଏ।

ଆଉ ତାଙ୍କର ସେହି ପ୍ରତିଭା ଏବେ ମଧ୍ୟ ବଞ୍ଚେଇକି ରଖିଛି ତାଙ୍କୁ ଯାହା ଆପଣ ମାନେ ମଧ୍ୟ ଜାଣିଥିବେ। ତାଙ୍କର ଏବେ ମୃତ୍ୟୁ କୁ ଆତ୍ମହତ୍ୟା କୁ ନେଇ ସମସ୍ତେ ସହଜରେ ବିଶ୍ୱାସ କରି ପାରି ନାହାଁନ୍ତି। ଏହିଠାରେ ମୃତ୍ୟୁ କୁ ନେଇ ବିଭିନ୍ନ ସମୟରେ ଅନେକ ରହସ୍ୟ ସାମ୍ନା କୁ ଆସିଥାଏ। ଏହି ସମୟରେ ତାଙ୍କର ଏକ ଭିଡ଼ିଓ ଭାଇରଲ ହୋଇଛି ଯେଉଁଠି ତାଙ୍କର ଏକ ବୟାନ ଶୁଣିବାକୁ ମିଳିଛି। ସେ ଏକଧାରରେ ଅନେକ ପ୍ରତିଭାର ଅଧିକାରୀ ରହିଥିଲେ ଯାହାଙ୍କର ଅଭିନୟ ଦେଖିବା ପାଇଁ ଲୋକ ମାନଙ୍କର ଭିଡ ଲାଗିଥାଏ। ଆଉ ସେ ଅଧିକାଂଶ ସମୟରେ ଖଳନାୟକ ଅଭିନୟ କରି ଥାଆନ୍ତି ଯାହା ଫିଲ୍ମ କୁ ଅତ୍ୟନ୍ତ ଆକର୍ଷିତ କରି ଥାଏ। ଆଉ ତାଙ୍କର ସେହି ଅଭିନୟ ରେ ଲୋକ ମାନଙ୍କର ହୃଦୟ ଜିତି ପାରି ଥାଆନ୍ତି।

ଆଉ ଏବେ ଏଠାରେ ଭିଡ଼ିଓ ଟିରେ ନିଜ ସ୍ତ୍ରୀ ସମ୍ପର୍କରେ ଏମିତି କିଛି କହିଛନ୍ତି ଯାହା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ। ଏହିଠାରେ ତାଙ୍କର ସ୍ତ୍ରୀ ଙ୍କୁ ଏତେ ଭଲ ପାଇଁ ଥାଆନ୍ତି ଯାହା ଶୁଣିବା ପରେ ଆପଣ ମାନେ ଜାଣି ପାରିବେ। ଆଉ ତାଙ୍କର ସ୍ତ୍ରୀ ମଧ୍ୟ ବହୁତ ଭଲ ବୋଲି ଏଠାରେ ସେ ପ୍ରଶଂସା କରିଛନ୍ତି ଏବଂ ତାଙ୍କ ସହିତ କେବେ ଚିଟ କରିବା ପାଇଁ ଚାହଁନ୍ତି ନାହିଁ। ତେଣୁ ତାଙ୍କର ଏହି ଭଲ ପାଇବା ଏଠାରେ ଶୁଣିବା ପରେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଲାଗୁନାହିଁ। ହେଲେ ତାଙ୍କର ମୃତ୍ୟୁ କୁ ବର୍ତମାନ ମଧ୍ୟ ରହସ୍ୟମୟ ଭିତରେ ରହିଛି। ଆଉ ଏବେ ଘଟଣା ଟି ଯାହା ବି ହେଉ ଏବେ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment