ରଜ କୁଇନ ଜଜ ଙ୍କ ଉପରେ ବର୍ଷିଲେ ବୋଲ୍ଡ ବିୟୁଟି ରାନୀ ପଣ୍ଡା, କହିଲେ କୁକୁର ଲଗେଇକି ଏ ଜଜମାନଙ୍କ ମୁହଁରେ…

0

ରାଜ୍ୟରେ ଟିଭି ପ୍ରସାରିତ ହେଉଥିବା ରିୟାଲିଟି ସୋ ରଜ କୁଇନକୁ ନେଇ ଜୋରଦାର ବିବାଦ ଦେଖାଦେଇଛି । ଏହି ସୋ ରେ ଝିଅ ମାନଙ୍କୁ ବହୁତ ପରିମାଣରେ ବେଜ୍ଜିତ କୁ ନେଇ ସବୁଆଡେ ସ୍ୱର ଉଠିଛି । ରଜ କୁଇନ ଓ ରଜ ସୁନ୍ଦରୀ ଭଳି ସୋ ରେ ଜଜ୍ ଙ୍କ ପ୍ରତିଯୋଗୀ ମାନଙ୍କ ପ୍ରତି ବ୍ୟବହାର ଓ ଜାଣିଶୁଣି ଅଜବ୍ ପ୍ରଶ୍ନ ପଚାରି ଝିଅମାନଙ୍କୁ ବେଜିତ୍ କରିବାକୁ ନେଇ ଜଜ୍ ମାନଙ୍କୁ କଡା ସମାଲୋଚନା କରାଯାଇଛି । ତେବେ ଏହି ବିବାଦକୁ ନେଇ ନିଜର ମତ ପୋଷଣ କରିଛନ୍ତି ବିବାଦୀୟ ରାନୀ ପଣ୍ଡା ।

ଆପଣ ମାନେ ସମସ୍ତେ ଜାଣିଥିବେ କି ସାମାଜିକ ଗଣମାଧ୍ୟମ ରେ ବିଭିନ୍ନ ପ୍ରସଙ୍ଗ ଉପରେ ଖୁଲମ ଖୁଲା କହୁଥିବା ରାନୀ ପଣ୍ଡା ଏବେ ରାଗୀକି ନିଆଁ ବାଣ ହୋଇଛନ୍ତି । କାରଣ ଜାଣି ଆପଣ ମାନେ ମଧ୍ୟ ଉତ୍ସାହିତ ହେବେ , କାହିଁକି ନା ରାନୀ ପଣ୍ଡାଙ୍କ ଫୋସବୁକ୍ ପେଜ ରେ ସେୟାର ହୋଇଥିବା ପୋଷ୍ଟ ର ସ୍କ୍ରିନ ସର୍ଟ ଏବେ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି । ଯେଉଁଥିରେ ରାନୀ ରଜ କୁଇନ କୁ ନେଇ କହିଛନ୍ତି , ‘ ଯେଉଁ ଜଜ୍ ବସୁଛନ୍ତି ତାଙ୍କୁ କଉଁ ଶଳା ବସାଉଛି , ସେ ବାଡି ପୋଡାକୁ ଟିକେ ଡାକିଲ । ମୁଁ ତା ମୁହଁରେ କୁକୁର ଲଗାଇକି ମୁତେଇବି ବୋଲି କହିଛନ୍ତି ବିବାଦୀୟ ରାନୀ ପଣ୍ଡା ।

ସୂଚନା ମୁତାବକ , ରଜ କୁଇନ ଜଜ୍ ମାନଙ୍କ ବ୍ୟବହାରକୁ ନେଇ କିଛି ଦିନ ତଳେ ସୁଲଗ୍ନା ମାହାନ୍ତି ପ୍ରଶ୍ନ ଉଠାଇଥିଲେ । ସେ ଲେଖିଥିଲେ କି ଝିଅ ମାନଙ୍କୁ ଏପରି ଅତି ଖରାପ ଭାବରେ ବେଜ୍ଜିତ କରିବାର ଅଧିକାର କିଏ ଦେଲା ଏମାନଙ୍କୁ ପ୍ରଶ୍ନ କରିଥିଲେ ସୁଲଗ୍ନା । ଏପରି ଆଟିଚୁଡ ଦେଖାଇ ପ୍ରଶ୍ନ ପଚାରୁଛନ୍ତି ଯେମିତି ନିଜେ କୌନ ବନେଗା କରୋଡପତିରୁ ସାତ କୋଟି ଜିତିକି ଆସିଛନ୍ତି ବୋଲି କହିଥିଲେ ସୁଲଗ୍ନା । କାରଣ ସମସ୍ତ ବ୍ୟକ୍ତି ପ୍ରତ୍ୟେକ ପ୍ରଶ୍ନ ର ଉତ୍ତର ଜାଣାନଥାଏ , ତାଙ୍କୁ ଏପରି ଓଡିଶା ବାସୀଙ୍କ ସାମ୍ନାରେ ଅପମାନିତ କରିବା ର କୌଣସି ଅଧିକାର ନାହିଁ ।

ତେଣୁ ଏପରି ଅପମାନିତ କରିବା ବା ଅଜବ୍ ପ୍ରକାର ପ୍ରଶ୍ନ ପଚାରିବାର କୌଣସି ଅଧିକାର ନାହିଁ । ରଜ କୁଇନ ର ଜଜ୍ ମାନଙ୍କର ଏପରି ବ୍ୟବହାର କୁ ଚାରିଆଡେ ସମାଲୋଚନା କରାଯାଉଛି ଏବଂ ଏ ନେଇ ମଧ୍ୟ ଅନେକ ଫ୍ୟାନ ମାନେ ନିଜ ନିଜ ମୋତ ମଧ୍ୟ ରଖିଛନ୍ତି । ଜି ସାର୍ଥକର ଏପରି ଏକ ରିୟାଲିଟି ସୋ , ଯାହାକି ରଜ କୁଇନ ର ଜଜ୍ ମାନଙ୍କ ଉପରେ କୌଣସି ପ୍ରସଙ୍ଗକୁ ନେଇ ଖୁଲମ ଖୋଲା କହୁଥିବା ରାନୀ ପଣ୍ଡା ଏ ପ୍ରସଙ୍ଗକୁ ନେଇ ରାଗି କି ନିଆଁ ବାଣ ହୋଇଛନ୍ତି । ମନ କୁ ଯାହା ଆସିଛି ସେ ନିଜର ଫେସବୁକ ପେଜରେ ସେୟାର କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।