ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳୁଛି। ସମାଜରେ ଲୋକ ମାନେ ବହୁତ ମାତ୍ରାରେ ଅନ୍ୟାୟ କାର୍ଯ୍ୟ କରି ଚାଲିଛନ୍ତି। ସମାଜରେ କିଛି ଅସଭ୍ୟ ବ୍ୟକ୍ତି ଅଛନ୍ତି, ଯେଉଁ ମାନେ କି ତାଙ୍କ ମାଆ ଓ ଭଉଣୀଙ୍କ କଥା ନଭାବି ଅନ୍ୟ ବୋହୁ ଓ ଝିଅ ମାନଙ୍କ ଉପରେ ଖରାପ ବ୍ୟବହାର ଦେଖାଉଛନ୍ତୁ। ଏଥି ସହିତ ସେମାନେ ଖରାପ ବ୍ୟବହାର କରିବା ସହିତ ଅସଦାଚରଣ ମଧ୍ୟ କରୁଛନ୍ତି। ଯାହାକି ସମାଜ ପାଇଁ ଏହା ଏକ ଲଜ୍ୟା ଜନକ ବା ନିନ୍ଦନୀୟ ଘଟଣା ଅଟେ। ଯେଉଁ ମାନେ ଏଭଳି କାର୍ଯ୍ୟ କରୁଛନ୍ତି, ସେମାନେ କାହାରିକୁ ମଧ୍ୟ ଖାତିର କରୁ ନାହାନ୍ତି। ଯାହା ଫଳରେ କି ସେମାନଙ୍କ ପାଇଁ ସମାଜ ଆଜି ଖରାପ ହେବାରେ ଲାଗିଛି। ଏଭଳି କିଛି ଘଟଣା ଦେଖିବାକୁ ମିଳିଥାଏ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ନିନ୍ଦା ମଧ୍ୟ ଅନୁଭବ କରିବେ। ତେବେ ଘଟଣାଟି ହେଉଛି, ଜଣେ ଯୁବତୀ ରାସ୍ତାରେ ଯାଉ ଥିବା ସମୟରେ ଅଟୋ ଚାଳକଟି ତାଙ୍କୁ କମେଣ୍ଟ ମାରିଛି ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ଅନ୍ୟାୟ କଥା ଅଟେ। ତେବେ ଏଭଳି ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;
ଏଭଳି ଘଟଣା ଭୁବନେଶ୍ୱରରେ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଜଣେ ଯୁବତୀ ରାସ୍ତାରେ ଯାଉ ଥିବା ସମୟରେ ଅଟୋ ଚାଳକ ସେହି ଯୁବତୀଙ୍କୁ କମେଣ୍ଟ ମାରି ଥିଲେ। ଏହା ଶୁଣି ଯୁବତୀ ଜଣଙ୍କ ଖୁବ ଜୋରରେ ରାଗି ଯାଇ ଥିଲେ ଓ ସେହି ଅଟୋ ଚାଳକକୁ ରାସ୍ତାରେ ଅଟକାଇ ଦେଇ ଥିଲେ ଓ ତାକୁ ପଚରା ଉଚରା କରି ଥିଲେ ଓ ତାଙ୍କୁ କାହିଁକି କମେଣ୍ଟ ମାରିଲ ବୋଲି ମଧ୍ୟ ପଚାରି ଥିଲେ। କିନ୍ତୁ ଡ୍ରାଇଭର ତାଙ୍କୁ ମିଛ କଥା କହିଥିଲେ ଯେ, ସେ ଏଭଳି କାହାକୁ କିଛି କହି ନାହାନ୍ତି। କିନ୍ତୁ ଯୁବତୀ ଜଣଙ୍କ ତାଙ୍କ ଠାରୁ ଏଭଳି ମିଛ କଥା ଶୁଣି ଆହୁରି ଜୋରରେ ରାଗି ଯାଇ ତାଙ୍କୁ ଜୋତାରେ ନିର୍ଧୁମ ମାଡ଼ ମାରି ଥିଲେ।
ଏଭଳି ଘଟଣା ଦେଖି ସେଠାକାର ଲୋକ ମାନେ ଆସି ଜମାଟ ହୋଇ ଗଲେ ଓ ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଗଲେ। କିନ୍ତୁ ସେଠାରେ ଥିବା ଲୋକ ମାନେ ଏହି ଘଟଣାକୁ ମିଛ କଥା ବୋଲି କହୁଛନ୍ତି। କିନ୍ତୁ ଯୁବତୀ ଜଣଙ୍କ ତାଙ୍କ କଥାରେ ଅଟଳ ରହି ଥିଲେ ଓ ଅଟୋ ଚାଳକଙ୍କ ନାଁ ରେ କମେଣ୍ଟ ମାରିବାର ଅଭିଯୋଗ କରିଛନ୍ତି। ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।