ରାଜଧାନୀ ଭୁବନେଶ୍ୱର ରେ ହାଇଡ୍ରାମା ! ମ୍ୟଡମ୍ କହିଲେ ‘ତୋ ରଙ୍ଗ ଛଡେଇ ଦେବି…ଆଉ ତା ପରେ ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବା ପାଇଁ ମିଳିଥାଏ। ସମାଜ ଯେତେ ସଭ୍ୟ ଆଡକୁ ଗତି କରିଲେ ମଧ୍ୟ ଲୋକ ମାନେ ଅସଭ୍ୟ ହୋଇ ଅମାନୁଷିକ କାର୍ଯ୍ୟ କରି ଚାଲୁଛନ୍ତି। ଯାହାକି ସମାଜ ପାଇଁ ଅତ୍ୟନ୍ତ ଭାବରେ ଖରାପ କାର୍ଯ୍ୟ ହୋଇଥାଏ। ସେମାନେ ସ୍ଥାନ କାଳ ଓ ପାତ୍ର କିଛି ନଦେଖି ଏଭଳି ଅମାନୁଷିକ କାର୍ଯ୍ୟ କରୁଛନ୍ତି। ତେବେ ନିକଟରେ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଛି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ,ଯାହା ଜାଣିଲେ ଆପଣ ମାନେ ଚକିତ ହୋଇ ଯିବେ। ତାହା ହେଉଛି ଅଟୋ ଚାଳକ ଜଣଙ୍କ ଜଣେ ଯୁବତୀଙ୍କୁ ଧର୍ଷଣ କରି ଦେବା ପାଇଁ ଧମକ ଦେଇଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ରାଜଧାନୀ ଭୁବନେଶ୍ବରର ମାଷ୍ଟର କ୍ୟାଣ୍ଟିନ ନିକଟରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଜଣେ ଯୁବତୀ ଅଟୋରେ ବସି ଥିଲେ। ଯୁବତୀ ଜଣଙ୍କ ଅଟୋ ଚାଳକଙ୍କୁ ହଠାଥ ଖରାପ ବ୍ୟବହାର କରିଥିଲେ। ଏଥି ସହିତ ସେ ଅଟୋରୁ ବାହାରିବା ସମୟରେ ଅଟୋ ଚାଳକକୁ ୧୦୦ ଟଙ୍କା ଦେଇ ୨୦୦ ଟଙ୍କା ଦେଇଛନ୍ତି ବୋଲି ମିଛ କଥା କହିଥିଲେ। ଏହା ପରେ ଅଟୋ ଚାଳକ ଓ ଯୁବତୀଙ୍କ ମଧ୍ୟରେ ଖୁବ ଜୋର ସୋର ଭାବରେ ଝଗଡା ଆରମ୍ଭ ହୋଇ ଯାଇଥିଲା।

ଏଥି ସହିତ ଯୁବତୀ ଜଣଙ୍କ ଅଟୋ ଚାଳକଙ୍କୁ ତାଙ୍କ ରଙ୍ଗ ଛଡେଇ ଦେବା ପାଇଁ କହିଥିଲେ। ଯୁବତୀଙ୍କର ଏହି କଥା ଶୁଣି ଅଟୋ ଚାଳକ ଜଣଙ୍କ ଖୁବ ଜୋର ଭାବରେ ରାଗି ଯାଇ ଯୁବତୀଙ୍କୁ ଅଶ୍ରୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଧର୍ଷଣ କରି ଦେବା ପାଇଁ ଧମକ ଦେଇଥିଲେ। ତାଙ୍କ ଦୁଇ ଜଣଙ୍କର ଝଗଡା ଓ ମାଡ଼ ପିଟ ଦେଖି ସେଠାକାର ସ୍ଥାନୀୟ ଲୋକ ମାନେ ଘଟଣା ସ୍ଥଳକୁ ଆସି ଭିଡ଼ ଜମାଇ ଦେଇଥିଲେ।

ଏହା ପରେ ସେଠାରେ ଥିବା ଟ୍ରାଫିକ ପୋଲିସ ମାନେ ଘଟଣାକୁ ଦେଖି ଆସି ଯାଇ ଥିଲେ। ଏହି ଘଟଣାର ପୋଲିସ ଖବର ପାଇ ସଙ୍ଗେ ସଙ୍ଗେ ଆସି ଘଟଣା ସ୍ଥଳରେ ପହଞ୍ଚି ଯାଇ ଥିଲେ। ଏହା ପରେ ସେ ଦୁଇ ଜଣଙ୍କୁ ଧରି ନେଇ ଥାନାକୁ ପଳାଇ ଯାଇ ଥିଲେ। ଆଉ ସେ ଦୁଇ ଜଣଙ୍କ ନାଁ ରେ ଥାନାରେ ଏତଲା ଦିଆ ଯାଇ ଥିଲା। ପୋଲିସ ଥାନାରେ ତାଙ୍କୁ ଅଟକ ରଖି ପଚରା ଉଚରା କରିଥିଲେ। ଏହି ଘଟଣାର ପ୍ରାଥମିକ ତଦନ୍ତ ମଧ୍ୟ ଆରମ୍ଭ କରି ଦେଇଛନ୍ତି। ତେବେ ବନ୍ଧୁଗଣ ରାସ୍ତାରେ ଏଭଳି ଅସମାଜିକ କାର୍ଯ୍ୟ କରିବା ଉଚିତ ନୁହେଁ। ଯାହାକି ସମାଜ ଉପରେ ଖରାପ ପ୍ରଭାବ ପଡିବ। ତେବେ ବନ୍ଧୁଗଣ ଆପଣ ମାନେ କେବେ ହେଲେ ରାଜ ରାସ୍ତାରେ ଏଭଳି ଅସମାଜିକ କାର୍ଯ୍ୟ କରନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।