ରାଜଧାନୀରେ ଖୁଲମଖୁଲା ଗୁଣ୍ଡାରାଜ୍‌ ର ଏହି ଭିଡ଼ିଓ ସୋସିଆଲ ମିଡିଆରେ Viral ହେଉଛି, ଦେଖନ୍ତୁ ଭିଡ଼ିଓ

ସମାଜ ଯେତେ ସଭ୍ୟ ଆଡକୁ ଗତି କରିଲେ ମଧ୍ୟ ବହୁ ଅନ୍ୟାୟ କାର୍ଯ୍ୟ ଦେଖିବାକୁ ମିଳୁଛି। ସମାଜରେ ଏଭଳି କିଛି ଅସଭ୍ୟ ଲୋକ ମାନେ ଅଛନ୍ତି ଯେ, କି ସବୁବେଳେ ଗୁଣ୍ଡା ରାଜ କରୁ ଥାଆନ୍ତି ଓ ସବୁବେଳେ ଲୋକ ମାନଙ୍କୁ ଡ଼ରେଇ ଧମକେଇ ରଖି ଥାଆନ୍ତି। ସେମାନେ ସବୁବେଳେ ଅନ୍ୟାୟ କାର୍ଯ୍ୟର ଲିପ୍ତ ରହୁ ଥିବାର ଦେଖିବାକୁ ମିଳିଛି ଓ ସେମାନେ ଅତି ନୀଚ୍ଚ କାମ କରୁଛନ୍ତି। ସେମାନେ ବଡ଼ ବଡ଼ ଅପରାଧିକ ମଧ୍ୟ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ପାଇଁ ସମାଜ ଆଜି କଳଙ୍କିତ ହେବାକୁ ଲାଗୁଛି। ସମାଜରେ ଏଭଳି କାର୍ଯ୍ୟ କରିବା ଦ୍ୱାରା ଲୋକ ମାନଙ୍କ ଉପରେ ଖରପ ପ୍ରଭାବ ପଡୁଛି।ଏଭଳି କିଛି ଲୋକ ମାନଙ୍କ ପାଇଁ ବଞ୍ଚିବ ବହୁତ କଷ୍ଟକର ହୋଇ ପଡୁଛି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ରାଜଧାନୀରେ ଖୋଲା ଖୋଲି ଭାବରେ ଗୁଣ୍ଡାରାଜ ହେଉଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା। ଏଭଳି ଏକ ଘଟଣା ରାଜଧାନୀ ଭାଇଗିରିରେ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ବାଙ୍କୁଆଳ ସ୍ଥିତ ଏକ ଆପାର୍ଟମେଣ୍ଟ ଭିତରେ ଦୁଇ ଜଣ ଦୁର୍ବୁତ୍ତ ପଶି ଗୁଣ୍ଡା ରାଜ କରୁଛନ୍ତି। ସେମାନେ ଭିତରେ ପଶି ସିକ୍ୟୁରୀଟି ଗାର୍ଡକୁ ଖୁବ ଜୋର ସୋର ଭାବରେ ମାଡ଼ ମାରିଛନ୍ତି। ସିକ୍ୟୁରୀଟି ଗାର୍ଡକୁ ମାଡ଼ ମାରି ଆପାର୍ଟମେଣ୍ଟ ଭିତରକୁ ପ୍ରବେଶ କରିଛନ୍ତି। ସେଠାରେ ସେମାନେ ପଶି ସେଠାରେ ଥିବା ଦୋକାନ ସବୁ ଭାଙ୍ଗିବା ସହିତ ଦୋକାନ ଭିତରେ ଥିବା ସବୁ ଜିନିଷ ପତ୍ର ଫୋପାଡ଼ି ନଷ୍ଟ କରି ଦେଇଛନ୍ତି।

ଏଥି ସହିତ ଥଣ୍ଡା କାଚ ବୋତଲ ସବୁ ଭାଙ୍ଗି ଆପାର୍ଟମେଣ୍ଟ ଉପରକୁ ଫୋପାଡୁଛନ୍ତି। ସେଠାରେ ଥିବା ଲୋକ ମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ, ସେମାନଙ୍କୁ ମଧ୍ୟ ଜୋର ପିଟି ଚାଲୁଛନ୍ତି। ସେଠାରେ ସେ ଆତଙ୍କ ରାଜ ଜାହିର କରି ଚାଲୁଛନ୍ତି। ଯେଉଁ ଲୋକ ମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ମଧ୍ୟ ଛାଡୁ ନାହାଁନ୍ତି। ସେମାନଙ୍କୁ ଦରେଇ ଧମକେଇ ରଖିଛନ୍ତି। ସେଥିପାଇଁ ଲୋକ ମାନେ ତାଙ୍କୁ ଅଟକାଇବାକୁ କେହି ଆଉ ଚେଷ୍ଟା କରୁ ନାହାଁନ୍ତି।

ଏହି ପରି ଅଧିକାଂଶ ସମୟ କରି ଚାଲୁଛନ୍ତି। ଏମିତିକି ଲୋକ ମାନଙ୍କୁ ଦରେଇ ଧମକେଇ ବଟି ମାଗିବା ସହିତ ଜୀବନରୁ ମାରି ଦେବା ପାଇଁ ମଧ୍ୟ ଧମକ ଦେଉଛନ୍ତି। ଲୋକ ମାନେ ଭୟରେ ତାଙ୍କୁ କେହି କିଛି କହୁ ନାହାଁନ୍ତି। ଏହି ଘଟଣାକୁ ଲୋକ ମାନେ ମୋବାଇଲରେ ଉଠାଇ ପୋଲିସ ନିକଟକୁ ପଠାଇ ଥିଲେ। ଏହି ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପୂର୍ବରୁ, ଦୁର୍ବୁତ୍ତ ମାନେ ଫେରାର ହୋଇ ଯାଇ ଥିଲେ। ତଥାପି ସେମାନଙ୍କୁ ପୋଲିସ ଧରି ଉଚିତ ଦଣ୍ଡ ଦିଆ ଯାଉ ବୋଲି ଲୋକ ମାନେ ଦାବି କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment