ହଁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିକୁ ଆପଣ ମାନେ ମଧ୍ୟ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଏଭଳି ଏକ ଆଶ୍ଚର୍ଯ୍ୟ ଜଣଙ୍କ ଘଟଣା ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ଦେଖିବାକୁ ମିକିଛି ଏକ ଆଶ୍ଚର୍ଯ୍ୟ ଜଣଙ୍କ ଛେଳି ଟି | ଆଉ ଯେଉଁ ଛେଳି ର ମୁହଁ ହୋଇଛି ଠିକ ମଣିଷ ଙ୍କ ଭଳି | ଆଉ ମଣିଷ ଙ୍କ ଭଳିଆ ସେ କାନ୍ଦିବାକୁ ମଧ୍ୟ ଲାଗୁଛି | ଆଉ ଯେଉଁ ଘଟଣା କୁ ଦେଖିଲେ ଆପଣ ମାନେ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ର ଜଗରପଡ଼ା ଗ୍ରାମ ରେ | ଆଉ ଯେଉଁ ଗ୍ରାମରେ ଜଣେ ଲୋକ ଙ୍କର ଘରେ ରଖୁଥିଲେ ଛେଳି କୁ | ଆଉ ଯେଉଁ ଛେଳି ଟି ଗୋଟିଏ ଛେଳି ଛୁଆଁ ମଧ୍ୟ ଜନ୍ମ ଦେଇଥିଲା ବୋଲି କୁହାଯାଉଛି | କିନ୍ତୁ ଛେଳି ଛୁଆଁ ଟିର ମୁହଁକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ଆଉଁ ଯେଉଁଠି କୁହାଯାଉଛି କି ଛେଳି ଛୁଆଁ ଟିର ମୁହଁ ପୁରାପୁରି ମଣିଷ ର ମୁହଁ ଭଳି ହୋଇଛି | ଆଉ ମଣିଷ ଙ୍କ ଭଳି ତାହାର ଆଖି ଆଉ ଦେଖିଲେ ଯେମିତି ଲାଗୁଛି ଛେଳି ଟି ଚଷମା ପିନ୍ଧିଛି |
ତାହା ସହିତ ଛେଳି ଟିର ନାକ କୋଉଠି ଅଛି ତାହା ଜଣା ପଡିନି | କିନ୍ତୁ ଛେଳି ଟିର ପାଟି ଅଛି | ଆଉ ଛେଳି ଟି ଛୋଟ ପିଲା ଭଳି ଦେଖାଯାଉଛି | ଯାହା କୁହାଯାଉଛି କି ଛେଳି ଟିକୁ ଦେଖିବା ପରେ ଲୋକ ମାନେ ଭୟଭୀତ ମଧ୍ୟ ହୋଇଯାଉଛନ୍ତି | ଆଉ ଛେଳି ଟିର କେତେକ ଲୋକ ପୂଜା ମଧ୍ୟ କରୁଥିବାର ଦେଖିବାକୁ ମିଳିଛି | ତେବେ ଡାକ୍ତର ଏହାକୁ ଗୋଟିଏ ରୋଗ ବୋଲି କହିଛନ୍ତି |ଯାହା ଛେଳି ମାନଙ୍କ ପାଖରେ ସାଧାରଣତଃ ଦେଖାଯାଇଥାଏ ବୋଲି କୁହାଯାଉଛି | ଆଉ ଯେଉଁଥିପାଇଁ ଛେଳି ଟିର ମୁହଁ ଏଭଳି ହୋଇ ଯାଇଛି |
ଆଉ ଦେଖିବାକୁ ମିଳିଛି କି ଛେଳି ଛୁଆଁ ଟି କିଛି ଖାଇ ପାରୁ ଣ ଥିବାରୁ ତାହାକୁ ଚାମଚ ରେ କ୍ଷୀର ପିଆଉଛନ୍ତି | ତେବେ ଛେଳି ଟି ଏହିଭଳି କେତେଦିନ ବଂଚିବ ତାହା କିଛି ଜଣା ପଡିନି | କିନ୍ତୁ ଛେଳି ଟିର ଏହିଭଳି ଅବସ୍ଥା କୁ ଦେଖିବା ପରେ ସ୍ଥାନୀୟ ଅଞ୍ଚଳର ଲୋକ ମାନେ ଭୟଭୀତ ହୋଇ ଯାଇଥିବାର ଦେଖିବାକୁ ମିଳିଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଓ ବେଶ ଚର୍ଚ୍ଚା ଚାଲିଛି ଏହିଭଳି ଛେଳି କୁ ନେଇକି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।