ରକ୍ତ ଜୁଡୁବୁଡୁ ହୋଇ ପଡିଛି ଯୁବକଙ୍କ ଶବ, ଦେଖିଲେ ଆପଣଙ୍କ ହୋସ ଉଡିଯିବ…ଦେଖନ୍ତୁ ଭିଡ଼ିଓ

0

ଆଜିକାଲି ସମାଜ ଯେତେ ଆଧୁନିକତାର ନିକଟବର୍ତ୍ତୀ ହେଉଛି। ଧୀରେ ଧୀରେ ଅନ୍ୟାୟ ଅନୀତି ବଢ଼ିବାରେ ଲାଗିଛି। ପ୍ରତିଦିନ ଚୋରି, ଡ଼କାୟତି, ହତ୍ୟା, ଦୁଷ୍କର୍ମ ଭଳି ଘଟଣା ବଢ଼ିବାରେ ଲାଗିଛି। ଯଦି ଆମ ଓଡ଼ିଶା କଥା ଦେଖିବା ତେବେ ପ୍ରତିଦିନ ବିଭିନ୍ନ ପ୍ରକାର ଅପରାଧ ଦେଖିବା ପାଇଁ ମିଳୁଛି। ସମାଜରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଆଇନ କାନୁନ ପୋଲିସ ଥିଲେ ମଧ୍ୟ ଅପରାଧି ମାନେ ନିର୍ଭୟରେ ନିଜର ଅପରାଧିକ ସାମ୍ରାଜ୍ୟ ବିସ୍ତାର କରିଚାଲିଛନ୍ତି। ଓଡିଶା ବର୍ତ୍ତମାନ ୧ ନମ୍ବର କ୍ରାଇମ ସିଟି ହୋଇ ସାରିଛି। ନିଉଜ ପେପର, ଟିଭି ଏବଂ ସୋସିଆଲ ମିଡ଼ିଆ ଇତ୍ୟାଦିରେ ଏଭଳି ଅନେକ ଅପରାଧ ଦେଖିବା ପାଇଁ ମିଳୁଛି।

ତେବେ ବନ୍ଧୁଗଣ ବର୍ତ୍ତମାନ ପୁଣି ଆଉ ଏକ ଅପରାଧିକ ଘଟଣା ଦେଖିବା ପାଇଁ ମିଳିଛି। ଜଣେ ଅଜଣା ବ୍ୟକ୍ତିକୁ ଅତି ନିର୍ମମ ଭାବରେ ହତ୍ୟା କରି ରାସ୍ତାରେ ଫୋପାଡି ଦେଇ ଚାଲିଯାଇଥିବାର ଦେଖିବା ପାଇଁ ମିଳିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା କଣରହିଛି। ଆମ ଓଡିଶାରେ ପ୍ରତିଦିନ ସିରିଏଲ ଭାବରେ ହତ୍ୟା ହେଉଛି। ଏମିତି କେଉଁ ଦିନ ନାହିଁ ଯେ ହତ୍ୟା ହେଉନାହିଁ ପ୍ରାୟତଃ ଅଧିକାଂଶ ଦିନ ହତ୍ୟା ଦେଖିବା ପାଇଁ ମିଳୁଛି।

ଏଭଳି ଏକ ଘଟଣା ବୌଦ୍ଧ ଜିଲ୍ଲାର ମନମୁଣ୍ଡା କଂଟାମାଳ ରାସ୍ତାର ଗୋପାଳମାଳ ପେଟ୍ରୋଲ ପମ୍ପ ନିକଟରେ ଦେଖିବା ପାଇଁ ମିଳିଛି। ବର୍ତ୍ତମାନ ସମସୟରେ ଶୀତ ଧୀରେ ଧୀରେ ରହିଛି। ତେବେ ସକାଳର ଶୀତୁଆ ପାଗରେ ରାସ୍ତାରେ ଗୋଟିଏ ଅଜଣା ଯୁବକର ମୃତ ଦେହ ପଡିଥିବାର ବାଟରେ ଯାଉଥିବା ଲୋକ ଦେଖିବା ପାଇଁ ପାଇଥିଲେ। ତେବେ ଯୁବକ ଜଣଙ୍କୁ ଏପରି ଭାବରେ ନିର୍ମମ ଭାବରେ ହଣା ଯାଇଥିଲା ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ସକାଳରେ ରାସ୍ତା କଡରେ ପଡିରହିଛି ରକ୍ତ ଜୁଡୁବୁଡୁ ଶରୀର । ଦେହସାରା କଟାଦାଗ। ତେବେ କିଏ ଏହି ବ୍ୟକ୍ତି ଏବଂ କିଭଳି ତାଙ୍କର ମୃତ୍ୟୁ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିଲେ ମଧ୍ୟ ପାରିପାଶ୍ୱିର୍କ ସ୍ଥିତିକୁ ଦେଖିଲେ ଲାଗୁଛି କେହି ଅତି ନିର୍ମମ ଭାବେ ଯୁବକ ଜଣଙ୍କୁ ହତ୍ୟା କରାଥିବା ସନ୍ଦେହ କରାଯାଉଛି। ଏହାପରେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ ପୋଲିସ ମୃତ ଦେହ ପଡିଥିବା ଖବର ପାଇ ତୁରନ୍ତ ଘଟଣା ପହଞ୍ଚିଥିଲେ। ତଦନ୍ତ ଆରମ୍ଭ କରିଥିଲେ ପୋଲିସ କହିବା କଥା ଏହା କୌଣସି ହତ୍ୟା ନୁହେଁ ପାରିପାର୍ଶ୍ବିକ ସ୍ଥିତିରୁ ସ୍ପଷ୍ଟ ରୂପେ ବାରି ହୋଇପଡୁଛି ଯେ ଏହା ଏକ ହତ୍ୟା କରାଯାଇଛି। ତେବେ କିଏ ହତ୍ୟା କରିଛି କାହିଁକି କରିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ। ତଦନ୍ତ ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ଓଡିଶା ରେ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାର ହତ୍ୟା ଦେଖିବା ପାଇଁ ମିଳୁଛି, ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ଅପରାଧିକ ରିପୋର୍ଟ ବହୁତ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।