ରାମାୟଣରେ ସୀତାଙ୍କ ବାପାଙ୍କ ନାମ ଆଧୁନିକ ଯୁବକମାନେ କହୁଛନ୍ତି କଣ ଶୁଣିଲେ ମୁଣ୍ଡରେ ହାତ ଦେବେ….ଦେଖନ୍ତୁ ଭିଡ଼ିଓ

0

ଆଜିକାଲି ଆଧୁନିକ ଯୁଗର ଯୁବପିଢି ଙ୍କୁ ପୌରାଣିକ ଜ୍ଞାନର କୌଣସି ଅଭାବ ନାହିଁ। ସେମାନଂକୁ ଯାହା ବି ଆପଣ ପଚାରିବେ ସେମାନେ ଏହାର ସୁନ୍ଦର୍ ଭାବରେ ଉତ୍ତର ଦେବେ ପୁଣି ସ୍ମାର୍ଟ ଉତ୍ତର। ତେବେ କଣ ଭାବୁଛନ୍ତି ଏହା ସତ କି ନାହିଁ ବୋଲି। ଅନେକ ସମୟରେ ଆମେ ମଜାଳିଆ ବା କୌତୁକିଆ ଘଟଣା ସମ୍ପର୍କରେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ।ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ। କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହିଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି।

ଏହାଦ୍ୱାରା ସେମାନଂକୁ ହସିବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ। ସେହିପରି ଆଜିର ଏହି ଭିଡିଓ ଦେଖିଲେ ଆପଣ ନିଶ୍ଚିତ ହସିବେ। ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ଖୁସି, ମଜା, ଦୁଃଖ ବେଦନା ଏବଂ ଭୟଭୀତ କଲାଭଳି ଖବର ମଧ୍ୟ ଆପଣ ଏଠାରେ ନିୟମିତ ଭାବରେ ଦେଖିବାକୁ ପାଉଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ବହୁତ ମଜାଳିଆ ବା କୌତୁକିଆ ହୋଇଥାଏ।ଏହାକୁ ଦେଖି ଆମ ଖୁସିର ହିସାବ ରହି ନଥାଏ। ତେବେ ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।

କିନ୍ତୁ ଆଜି ଆମେ ଜାଣିବା ଏକ ଏମିତି ଭିଡିଓ ବିଷୟରେ ଯାହା ଆପଣଙ୍କୁ ଚକିତ କରିବା ସହିତ ଖୁସି ମଧ୍ୟ କରାଇବ। କାରଣ ଏଥିରେ ପିଲା ମାନଂକର ପୌରାଣିକ ଜ୍ଞାନର ପରୀକ୍ଷା ହେଉଛି। ତେବେ ଏହି ଭାଇରାଲ ଭିଡିଓ ଟି ଆପଣ ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର। ନ୍ୟୁଜ ଫ୍ୟୁଜ୍ ର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଜିର ଯୁବପିଢି ଙ୍କୁ କିଛି ପୌରାଣିକ ପ୍ରଶ୍ନ ପଚରା ଯାଇଥିଲା, ଯାହାର ଉତ୍ତର ସେମାନେ କଣ ଦେଉଛନ୍ତି ଥରେ ଶୁଣନ୍ତୁ। ଏହାକୁ ଶୁଣିଲେ ଆପଣ ବି ଭାବିବେ ହଁ ସତରେ ଏହି ପିଲା ମାନଙ୍କ ର ପୌରାଣିକ ଜ୍ଞାନ କିଛି କମ୍ ନୁହେଁ। ଜଣେ ଯୁବକକୁ ଯେତେବେଳେ ପଚରାଗଲା କି ଦଶରଥ କିଏ?

ସେ ଯୁବକ ଜଣଙ୍କ ଷ୍ଟାଇଲ ରେ ଉତ୍ତରରେ କହିଲେ ଦଶରଥ ସୀତାଙ୍କ ବାପା।ସେହିପରି ଆଉ ଜଣଙ୍କୁ ଯେତେବେଳ ରାମାୟଣ, ମହାଭାରତ ବିଷୟରେ ପଚରାଗଲା ସେ ଏହାର ଓଲଟା ଜବାବ ଦେବା ସହିତ ପୌରାଣିକ ଘଟଣାରୁ ସାମାଜିକ ଘଟଣାକୁ ପଳାଇ ଆସିଲେ ଏବଂ ଏମିତି ଉତ୍ତର ଦେଲେ ଯାହାକୁ ଶୁଣିଲେ ଆପଣ ହସି ହସି ଗଡି ଯିବେ। ତେବେ ଜଣେ ଭଉଣୀ କିନ୍ତୁ ରାମାୟଣ ଏବଂ ମହାଭାରତ ବିଷୟରେ ପ୍ରଶ୍ନରେ ଠିକ୍ ଉତ୍ତର ଦେଉଥିବାର ଦେଖିବାକୁ ମିଳୁଛି। ଆପଣ ଏହି ଭିଡିଓ କୁ ଦେଖନ୍ତୁ ନିଶ୍ଚୟ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।