ମିଡ଼ିଆ ଆଗରେ କହୁ କହୁ ଏମିତି କଥା କହିଦେଲେ ଆଇଟମ ଗାର୍ଲ ରାଣୀ ପଣ୍ଡା ! ଦେଖନ୍ତୁ Video ..

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ନୂଆ ନୂଆ ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର |ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ତାହା ଯେଉଁଛି ଯାତ୍ରା ଜଗତର ହଟ ଆଇଟମ ଡାନ୍ସର ରାଣୀ ପଣ୍ଡା ଙ୍କ ବିଷୟରେ |ଆଉ ଯେଉଁଠି କୁହାଯାଉଛି କି ରାଣୀ ପଣ୍ଡା ବର୍ତ୍ତମାନ ନଜର ଆସିଛନ୍ତି ଏକ ନୂଆ ଗେଟଅପ ରେ ଆଉ ଯାହାକୁ ଆପଣ ମାନେ ଦେଖିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ହଟ ଆଇଟମ ଡାନ୍ସ କୁ ଛାଡି ଏକ ନାଟକ ରେ ଅଭିନୟ କରିବାକୁ ଲାଗିଛନ୍ତି ରାଣୀ ପଣ୍ଡା | ତାହେଲେ ଆସନ୍ତୁ ବନ୍ଧୁ ଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଓଡିଶା ର ଯାତ୍ରା ଜଗତର ହଟ ଆଇଟମ ଡାନ୍ସର ଯାହାଙ୍କର ଡାନ୍ସ କୁ ଦେଖିବା ପାଇଁ ଯାତ୍ରା ମଞ୍ଚ ରେ ଭିଡ଼ ଜମିଥାଏ ସେହି ଜଣା ଶୁଣା ଲୋକ ପ୍ରିୟ କଳାକାର ଜଣଙ୍କ ହେଉଛନ୍ତି ରାଣୀ ପଣ୍ଡା | ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ରାଣୀ ପଣ୍ଡା ଙ୍କୁ ଆଇଟମ ଡାନ୍ସ ନୁହଁ ଅଲଗା ଗେଟଅପ ରେ ଦେଖିବାକୁ ମିଳିଛି | ଆଉ ଖଣ୍ଡଗିରି ମେଳା ଯେଉଁଠି ରାଣୀ ପଣ୍ଡା ଙ୍କର ଡାନ୍ସ ଓ ଡ୍ରେସ କୁ ନେଇକି ବିବାଦ ହୋଇଥିଲା ସେହିଠାରେ ନଜର ଆସିଛନ୍ତି ରାଣୀ ପଣ୍ଡା କିନ୍ତୁ ଡାନ୍ସର ଭାବରେ ନୁହଁ ଜଣେ ଅଭିନେତ୍ରୀ ଭାବରେ | ଆଉ ଡାନ୍ସ ନୁହଁ ସୁନ୍ଦର ନାଟକ ରେ ଅଭିନୟ କରି ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ରାଣୀ ପଣ୍ଡା |

ଆଉ ରାଣୀ ପଣ୍ଡା କହିଛନ୍ତି କି ସେ ନିଜ ଇଚ୍ଛା ରେ ଆସି ନାହାନ୍ତି ଖଣ୍ଡଗିରି କୁ | ତାହା ସହିତ ସେ ଆଇଟମ ଡାନ୍ସ କରିବା ପାଇଁ ମଧ୍ୟ ଆସି ନାହାନ୍ତି କେବଳ ପ୍ରଯୋଜକ ଓ ଟିମ ମେମ୍ବର ର ଅନୁରୋଧ ଯୋଗୁଁ ଆସିଥିଲେ ରାଣୀ ପଣ୍ଡା ଖଣ୍ଡଗିରି କୁ ବୋଲି କୁହାଯାଉଛି | ତାହା ସହିତ ରାଣୀ ପଣ୍ଡା କହିଛନ୍ତି କି ସେ ଟେକ୍ନିସିଆନ ଙ୍କର ଜୀବିକା ପାଇଁ ଆସିଥିଲେ ବୋଲି | ତାହା ପରେ ରାଣୀ ପଣ୍ଡା କହିଛନ୍ତି କି ଦୀର୍ଘ 20 ବର୍ଷ ର ତାଙ୍କର ଅଭିଜ୍ଞଟା ରହିଛି ଅଭିନୟ ରେ |

ତାହା ସହିତ ରାଣୀ ପଣ୍ଡା ଖାଲି ଡାନ୍ସ ନୁହଁ ଅଭିନୟ ମଧ୍ୟ କରି ପାରିବେ ବୋଲି, ଆଉ ତାହାକୁ ପ୍ରମାଣ କରିକି ମଧ୍ୟ ଦେଖାଇଛନ୍ତି ରାଣୀ ପଣ୍ଡା | ଆଉ ଖଣ୍ଡଗିରି ର ଯାତ୍ରା ମଞ୍ଚରେ ରାଣୀ ପଣ୍ଡା ସୁନ୍ଦର ଭାବରେ ଏକ ସତ ଘଟଣା ଉପରେ ଆଧାରିତ ଏକ ନାଟକ ଉପରେ ଅଭିନୟ କରି ଦର୍ଶକ ମାନଙ୍କର ଭଲ ପାଇବା ସାଉଁଟିଥିଲେ | ଜାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment