ବ୍ଲକବଷ୍ଟର ଫିଲ୍ମ RRR କୁ ପଛରେ ପକାଇ ଇତିହାସ ରଚିଲା ଓଡ଼ିଆ ଫିଲ୍ମ “ଦମନ”… ଦେଖନ୍ତୁ video

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଘଟଣା ଭାଇରାଲ ହେବାର ଦେଖିବାକୁ ପାଉଥିବେ ନିଶ୍ଚିତ, ମୁଁ ଆଜି ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବି ଯାହା ଶୁଣିଲେ ଆପଣ ବହୁତ ଖୁସି ହୋଇଯିବେ |ଏଇ କିଛି ଦିନ ହେବ ଓଡ଼ିଆ ଚଳଚ୍ଚିତ୍ରରେ ରିଲିଜ ହୋଇଥିବା ଫିଲ୍ମି ତ ଆପଣ ଦେଖିଥିବେ ନିଶ୍ଚିତ |ଏଇ ଫିଲ୍ମି କେବଳ ଓଡିଶା ନୁହଁ ସାରା ଭାରତରେ ଏବେ ଚର୍ଚ୍ଚାର ବିଷୟରେ ହୋଇଯାଇଛି, ଦର୍ଶକ ମାନେ ଏହି ଫିଲ୍ମିକୁ ଦେଖି ବହୁତ ଖୁସି ମଧ୍ୟ୍ୟ ହେଉଛନ୍ତି |ଏହି ଦମନ ଫିଲ୍ମି ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି, ଏହି ଫିଲ୍ମି ସିଧା ସଳଖ ହିନ୍ଦୀ ଫିଲ୍ମି ଓ ତେଲଗୁ ଫିଲ୍ମିକୁ ଟକର ଦେଉଛି |ଦମନ ଫିଲ୍ମି ଆଜି ତାର ଦମ ଦେଖାଇଛି, ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହାର ସମ୍ପୂର୍ଣ ଘଟଣା ବିଷୟରେ ଖବର ନେବା |


ଏହି ଦମନ ଫିଲ୍ମିରେ ଆମର ଓଡ଼ିଶା ଚଳଚିତ୍ରର ସୁପର ଷ୍ଟାର ହିରୋ ବାବୁସାନ ଅଭିନୟ କରିଛନ୍ତି |ଏହି ଓଡ଼ିଆ ଦମନ ଫିଲ୍ମି ଯେ ଦିନେ ଏତେ ଆଗକୁ ଯିବ ତାହା ଦର୍ଶକମାନଙ୍କ ଆକଳନ ବାହାର ଥିଲା |ଏହି ଓଡ଼ିଆ ଦମନ ଫିଲ୍ମି ଆଜି ତେଲଗୁ ଫିଲ୍ମିରେ ସୁପରହିଟ ହୋଇଥିବା RRRକୁ ପଛରେ ପକାଇ ଟକର ଦେଇ ଆଗକୁ ଯାଇଛି,ଏହି ଦମନ ଫିଲ୍ମି ତେଲଗୁ ଫିଲ୍ମି ସହ ଟକର ଦେଇ ଆଗକୁ ଯାଇଛି ତାହା ଓଡିଶା ଦର୍ଶକ ମାନଙ୍କ ପାଇଁ ଏକ ଚମତ୍କାର ଅଟେ |

IMDB ରିପୋର୍ଟ ରୁ ଜଣା ଯାଇଛି ଯେ ତେଲଗୁ ଫିଲ୍ମି RRR ଠାରୁ ଓଡିଶା ଦମନ ଫିଲ୍ମି ବହୁତ ଆଗରେ ରହିଛି |IMDB ରିପୋର୍ଟ ହେଉଛି ବିଶ୍ୱ ସ୍ତରରେ ରିଲିଜ ହେଉଥିବା ସମସ୍ତ ଫିଲ୍ମିର ବେଟିଂ ସୋ କରିଥାଏ,ଏହି ରିପୋର୍ଟକୁ ବିଶ୍ୱ ସ୍ତରର ମାନ ଦଣ୍ଡ ହିସାବରେ ଗ୍ରହଣ କରାଯାଏ |ଫିଲ୍ମିର ଗୁଣବତା ଠାରୁ ଆରମ୍ଭ କରି ଦର୍ଶକ ମାନଙ୍କ ପସନ୍ଦକୁ ନଜରେ ରଖି ଏହି ରେଟିଙ୍ଗ ପ୍ରସ୍ତୁତ କରାଯାଇଥାଏ |ଏହି ରିପୋର୍ଟ ରେ ଦେଖିବାକୁ ମିଳିଛି ଯେ ତେଲୁଗୁ ଫିଲ୍ମରେ ସୁପରହିଟ ହୋଇଥିବା RRR ଫିଲ୍ମିକୁ 10ରୁ 8ପଏଣ୍ଟ ମିଳିଥିବା ସମୟରେ ଓଡ଼ିଆର ଏହି ଫିଲ୍ମି ଦମନକୁ ମିଳିଛି 9.4ପଏଣ୍ଟ

ଏହି ରେଟିଂଗରୁ ଜଣାଯାଇଛି ଯେ ଏହି ଦମନ ଫିଲ୍ମି କେତେ ପ୍ରଭାବ ଶାଳୀ ହୋଇପାରିଛି |ଏମିତିକି ଏହି ଫିଲ୍ମିରେ ଥିବା ଦୃଶ୍ୟ ଠାରୁ ଆରମ୍ଭ କରି ଫିଲ୍ମର କାହାଣୀ ସମସ୍ତଙ୍କୁ କେତେ ପସନ୍ଦ ଆସିଛି |ତେଣୁ ଦମନ ଫିଲ୍ମର ଏହି ସଫଳତା ଆଗକୁ ଓଡ଼ିଆ ଫିଲ୍ମର ବହୁତ ବଡ଼ ପରିବର୍ତନ ଆଣିବାକୁ ଯାଉଛି, କାରଣ ଯେଉଁ ଦର୍ଶକମାନେ ଓଡ଼ିଆ ଫିଲ୍ମରୁ ମୁହଁ ଫେରାଇ ନେଉଥିଲେ ଆଜି ସବୁ ଦର୍ଶକ ଦୌଡି ଯାଉଛନ୍ତି ଏହି ଓଡ଼ିଆ ଫିଲ୍ମି ଦମନ ଦେଖିବା ପାଇଁ |ଏହାଠାରୁ ଓଡ଼ିଆ ଚଳଚିତ୍ର ଜଗତପାଇଁ ଖୁସିର ଖବର ଆଉ କଣ ହୋଇପାରେ,ଦମନ ଫିଲ୍ମିର ଡବଲିଙ୍ଗ ହିନ୍ଦୀରେ ହେବାକୁ ଯାଉଛି ତାହା ଆହୁରି ଏକ ବଡ଼ ଖୁସି ଖବର |ବର୍ତମାନ ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ଗଣମାଧ୍ୟ୍ୟମ ଯାଏଁ ସମସ୍ତେ ଏହି ଓଡ଼ିଆ ଫିଲ୍ମିର ପ୍ରସଂଶା କରିଛନ୍ତି, ଏବେ ତେଲଗୁ ଫିଲ୍ମି RRRକୁ ପଛରେ ପକାଇବା ଘଟଣା ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment