ବଡ ବୋହୂର ଅନ୍ୟ ଜଣେ ଯୁବକ ସହିତ ରାସଲୀଳା କରୁଥିବା ବେଳେ ଶ୍ବଶୁର ଦେଖି ନେବାରୁ, ଶେଷରେ ବୋହୂ କରିଦେଲା ଏମିତି କାଣ୍ଡ… ଦେଖନ୍ତୁ Video

ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ସ୍ୱାମୀ ଏବଂ ସ୍ତ୍ରୀ ସମ୍ପର୍କକୁ ଏକ ପବିତ୍ର ସମ୍ପର୍କ ବୋଲି କୁହାଯାଏ। କିନ୍ତୁ ବର୍ତ୍ତମାନର ଆଧୁନିକ ସମାଜରେ ସ୍ୱାମୀ ସ୍ତ୍ରୀ ସମ୍ପର୍କର ମୂଲ୍ୟ ବୁଝୁନାହାନ୍ତି। ନିଜର କଳୁଷିତ ମନଭାଵ ନେଇ, ଅନ୍ୟ ମହିଳା କିମ୍ବା ପୁରୁଷ ସହିତ ଅବୈଧ ସମ୍ପର୍କ ରଖିଥାନ୍ତି। ତେବେ ଏପରି କରିବା ଫଳରେ ସମ୍ପର୍କରେ ଆରମ୍ଭ ହୋଇଯାଏ, ଫାଟ। ପ୍ରତିଦିନ ପରିବାର ମଧ୍ୟରେ ଝଗଡ଼ା ଆଶାନ୍ତି ଲାଗିରହେ। ଶେଷରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପାରିବାରିକ ଝଗଡ଼ା ଉଗ୍ରରୂପ ନେଇ ବିଭିନ୍ନ ପ୍ରକାର ଅଘଟଣ ଘଟିଯାଏ, ଏପରି କି ଛାଡ଼ ପତ୍ର ମଧ୍ୟ ହୋଇଯାଇଥାଏ।

ଏହା ବ୍ୟତୀତ ମଣିଷ ବେଳେ ରାକ୍ଷାସ ପାଲଟିଯାଇଥାଏ। ଏଭଳି ଅନେକ ଭିଡ଼ିଓ ଆପଣ ମାନେ ଖବର ରେ ଦେଖିବା ପାଇଁ ପାଇଥିବେ। ହେଲେ ବର୍ତ୍ତମାନ ସମୟରେ ଏଭଳି କିଛି ଖବର ଶୁଣିବା ପାଇଁ ମିଳିଛି ଯାହାକୁ ଦେଖିବା ପାଇଁ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ବୋହୂର ଅନୈତିକ ସମ୍ପର୍କ ବିଷୟରେ ଶ୍ୱଶୁର ଜାଣି ପାରିବାରୁ ଶଶୁରକୁ ହତ୍ୟା କଲା ବୋହୂ, ପୂରା ଘଟଣା ଜାଣି ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।

ସୂଚନା ଅନୁସାରେ ଜଣେ ବୋହୁ ନିଜ ଶ୍ୱଶୁରଙ୍କୁ ହତ୍ୟା କରିବା ଘଟଣା ସମଗ୍ର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବୋହୂର ଅନ୍ୟ ପୁରୁଷ ସହିତ ଖରାପ ସମ୍ପର୍କ ବିଷୟରେ ଜାଣି ପାରିଥିଲେ। ଏହାପରେ ବୋହୂକୁ ମଧ୍ୟ ବାରଣ କରିଥିଲେ। ଏହାପରେ ମଧ୍ୟ ବୋହୁ କିଛି ଶୁଣିନଥିଲେ। ଏହାପରେ ବାପା କହିଥିଲେ ପୁଅରେ ସମୟ ହେଲେ ତତେ ଗୋଟେ କଥା କହିବି। ଏମିତି କି କଥା ଥୁଲା କି ? କିଛି କହିବା ପୂର୍ବରୁ ଶ୍ବଶୁରଙ୍କ ମୁହଁ ସବୁଦିନ ଚୁପ କରି ଦେଲା ବଡ଼ ବୋହୂ । ଭୟ ଥିଲା, ବଡ଼ ପୁଅ କାନରେ କାଳେ କଥା ପଡିଯିବ। ଏଭଳି ଘଟଣା ବାଲେଶ୍ବର ରେମୁଣା ବଡ଼ପାଳ ପଞ୍ଚାୟତର କାକବୋରାଇ ଗାଁର ରଘୁନାଥ ଜେନାଙ୍କ ହତ୍ୟା ପରେ, ଏବେ ପୁରା ଗାଁର ଚହଳ ପଡିଛି।

ତେବେ ଏପଟେ ତାଙ୍କର ଅନ୍ୟ ଜାଆ ମଧ୍ୟ ସେ ବିଷୟରେ କହିଥିଲେ। ତାଙ୍କର କହିବା କଥା ଯେ ସେ ଏଭଳି ଖରାପ ସମ୍ପର୍କ ରଖୁଥିଲେ। ତାଙ୍କ ଘରକୁ ସବୁବେଳେ ଅନ୍ୟ ଜଣେ ଯୁବକ ଯାଅ ଆସ କରୁଥିଲେ। ହେଲେ ଏହାପରେ ମଧ୍ୟ ତାଙ୍କ ସ୍ୱାମୀଙ୍କ ପଛରେ ସେ ଅନ୍ୟ ଜଣେ ପୁରୁଷ ସହିତ ସମ୍ପର୍କ ରଖୁଥିଲେ। ଯାହାକି ବାପା ତାଙ୍କ ପୁଅକୁ କହିବା ପାଇଁ ଚେଷ୍ଟା କରିଥିଲେ। ହେଲେ ଧରା ପଡିଯିବା ଭୟରେ ସେ ମାରି ଦେଇଥିଲେ। ତେବେ ବନ୍ଧୁଗଣ ଆପଣ ମାନେ ହିଁ ନିଜେ ବିଚାର କରନ୍ତୁ ଏଭଳି ନାରୀକୁ କେଉଁ ପ୍ରକାର ଦଣ୍ଡ ଦିଆଯିବା ଉଚିତ। ଯାହାବି ହେଉ ଘଟଣାଟି ସମଗ୍ର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment