ରାସନ କାର୍ଡ ଧାରୀ ଙ୍କ ପାଇଁ ଖୁସି ଖବର ଆଣିଲେ ସରକାର… ରାସନ କାର୍ଡ ଥିଲେ ନିଶ୍ଚୟ ଦେଖନ୍ତୁ..

ଭାରତ ସରକାରଙ୍କ ଦ୍ୱାରା ପ୍ରଚାଳିତ ବିଭିନ୍ନ ଯୋଜନା ମଧ୍ୟରୁ ରାସନ କାର୍ଡ ଯୋଜନା ଦ୍ୱାରା ବହୁତ ଲୋକ ଉପକୃତ ହେଉଛନ୍ତି | ଏହା ପାଇଁ ଆମ ଦେଶର ବହୁତ ଜନତା ନିଜର ଗୁଜୁରାଣ ମେଣ୍ଟାଇ ପାରୁଛନ୍ତି | ବିଶେଷତଃ ଏହି ଯୋଜନା ଦ୍ୱାରା ଗରିବ ଶ୍ରେଣୀର ଲୋକ ମାନେ ଭଲ ରେ ଜୀବନ ଯାପନ କରି ପାରୁଛନ୍ତି |ଏହି କାର୍ଡ ପାଇଁ ଜନତା ଶସ୍ତା ମୂଲ୍ୟ ରେ ଭଲ ଜିନିଷ ପାଇଁ ପାରୁଛନ୍ତି | ଏହା ଛଡା ବିଭିନ୍ନ ବାତ୍ୟା ଓ ଦୈବ ଦୁର୍ବିପାକ ସମୟରେ ସରକାରଙ୍କ ଦ୍ୱାରା ବହୁତ ଉପକାର ପାଇଥାନ୍ତି | ଯଦି ଆପଣଙ୍କ ବି ରାସନ କାର୍ଡ ଧରି ତ ଚାଲନ୍ତୁ ଆପଣଙ୍କୁ ଜଣେଇବୁ ଏକ ନୂଆ ଯୋଜନା ବିଷୟରେ |

ରାସନ କାର୍ଡ ଧାରୀଙ୍କ ପାଇଁ ଖୁସି ର ଖବର ଆଣିଲେ କେନ୍ଦ୍ର ସରକାର |”ୱାନ ନେସନ ୱାନ ରାସନ ” ପ୍ରକଳ୍ପ ଦ୍ୱାରା ଆମ ଦେଶର ଜନତା ବହୁତ ଉପକୃତ ହେଉଛନ୍ତି | କିନ୍ତୁ ଏବେ ଉତ୍ତରାଖଣ୍ଡର ସରକାର ଡିଜିଟାଲ ରାସନ କାର୍ଡ ପାଇଁ ଘୋଷଣା କରିଛନ୍ତି | ଘଣ୍ଟା ଘଣ୍ଟା ଧରି ଧାଡି ରେ ଛିଡା ହେବାକୁ ପଡ଼ିବନି ରାସନ କାର୍ଡ ହିତାଧିକାରୀ ମାନଙ୍କୁ | ଯଦି ଆପଣ ବି ରାସନ କାର୍ଡ ଧାରକ ଯଦି ଆପଣଙ୍କ ବି ପ୍ରତି ମାସ ସରକାରଙ୍କ ଲାଭ ଉଠାଉଛନ୍ତି ତେବେ ଏଇ ଖବର ଆପଣଙ୍କ ପାଇଁ ଜରୁରୀ ଅଟେ |

ସରକାର ହିତାଧିକାରୀଙ୍କ ପାଇଁ ଏକ ଆଶ୍ବସ୍ତିକର ଘୋଷଣା କରିଛନ୍ତି |ଯାହା ଦ୍ୱାରା ଆପଣଙ୍କୁ ରାସନ ପାଇଁ ଆଉ ଧାଡି ରେ ଛିଡା ହେବାକୁ ପଡ଼ିବନି |ଉତ୍ତରାଖଣ୍ଡର ସରକାର ଘାସନ କରିଛନ୍ତି ଯେ ଜୁଲାଇ 2022 ସୁଦ୍ଧା ରାସନ କାର୍ଡ ଧାରକ ଙ୍କର କାର୍ଡ ଡିଜିଟାଲ ହେଇଯିବ |ଡିଜିଟାଲ ରାସନ କାର୍ଡ ଜୁଲାଇ ଶେଷ ଭିତରେ ପ୍ରଦେଶର ସମସ୍ତଙ୍କୁ ବିତରଣ କର ଯିବ | ଯାହା ଦ୍ୱାରା ଏହି କାର୍ଡ ର ଲାଭାର୍ଥୀ ଅନେକ ପ୍ରକାରର ଲାଭ ଉଠାଇ ପାରିବେ | କହି ରଖୁଛୁ ରାସନ କାର୍ଡକୁ ଡିଜିଟାଲ କରିବାର ଘୋଷଣା 2020 ରେ ସରକାରଙ୍କ ତରଫରୁ କରା ଯାଇଥିଲା | ଗତ ବର୍ଷ କୋଭିଡ ପାଇଁ ଯୋଜନା ସମ୍ପୂର୍ଣ୍ଣ ହୋଇ ପାରି ନ ଥିଲା |

ଏମିତି ରେ ଏ ଯୋଜନା କୁ ପ୍ରସ୍ଥାହନା ଦିଅ ଯାଉଛି | ସରକାରଙ୍କ ପାଖରୁ କୁହା ଯାଇଛି ଜୟ ଜୁଲାଇ 2022 ସୁଦ୍ଧା ସମସ୍ତଙ୍କୁ ଡିଜିଟାଲ ରାସନ କାର୍ଡ ଦିଆ ଯିବ | ଉଲ୍ଲେଖ ଯୋଗ୍ୟ ଯେ 2022ଯାଏଁ ପ୍ରଦେଶରେ 12,58,544 ଜଣ ରାସନ କାର୍ଡ ଧାରୀଙ୍କୁ ଡିଜିଟାଲ ରାସନ କାର୍ଡ ଦିଆ ସରିଛି | ଏତିକି ନୁହେଁ, ସରକାରଙ୍କର ଏହି ପଦକ୍ଷେପ ଦ୍ୱାରା ଲୋକ ମାନେ ଲାଭ ଉଠାଇବା ଆରମ୍ଭ କଲେଣି | ଯଦି ଆପଣ ବି ମଧ୍ୟ ଏକ ରାସନ ହିତାଧିକାରୀ ତ ଶୀଘ୍ର ଯାଇ ଡିଜିଟାଲ ରାସନ କାର୍ଡ ପାଇଁ ଆପଲାଇ କରନ୍ତୁ | ଏହାକୁ ଆପଣଙ୍କ ଅନଲାଇନ ରେ ଆପଲାଇ କରି ପାରିବେ |ଶୀଘ୍ର ଏହାକୁ ଆପଲାଇ କରନ୍ତୁ ଓ ସରକାରଙ୍କ ଯୋଜନା ର ଲାଭ ଉଠାନ୍ତୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment