Exclusive : ରଶ୍ମି କହିଥିଲା ରାଜା ସହ ମୋର ବ୍ରେକଅପ ହୋଇଛି ,ପଛରେ ଜାଣିଲି ସେ ଲିଭ ଇନରେ ଅଛି : ରଶ୍ମିଙ୍କ ଅନସ୍କ୍ରିନ ଭାଇ… ଦେଖନ୍ତୁ Video

ଦର୍ଶକ ବନ୍ଧୁ ଧୀରେ ଧୀରେ ରଶ୍ମିରେଖା ମୃତ୍ୟୁ ଘଟଣା ଏବେ ନୂଆ ନୂଆ ମୋଡ଼ ରେ ଆଣି ଛିଡା କରାଉଛି ମୃତ୍ୟୁ ର ରୋହସ୍ୟ ଏଯାଏଁ ଜଣା ପୋଡି ନଥିବା ବେଳେ ଧୀରେ ଧୀରେ ଗୋଟିଏ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନା କୁ ଆସୁଛି |ମୃତ୍ୟୁ ପୂର୍ବରୁ ରଶ୍ମିରେଖା ଗୋଟିଏ ସିରିଏଲ ରେ କାମ କରୁଥିଲେ ଓ ସେଠାରେ ସେ ବହୁତ ଖୁସିରେ ଦିନ କାଟୁଥିଲେ, ଓ ତାଙ୍କ ସହିତ ଟିଭି ସିରିଏଲ କାମ କରୁଥିବା ଅନୁରାଗ ଙ୍କ ସହିତ ଭଲ ସମ୍ପର୍କ ସୃଷ୍ଟି ହେଇଥିଲା ଓ ତାଙ୍କ ସହିତ ସେ ସବୁ କଥା ସେଆର କରୁଥିବା କଥା ଅନୁରାଗ ଗଣମାଧ୍ୟମ ଆଗରେ କହିଛନ୍ତି| ରଶ୍ମିରେଖା ଓ ଅନୁରାଗ ଦୁହେଁ ଗୋଟାଏ ସେରିଆଲ ରେ କାମ କରୁଥିଲେ ଓ ରଶ୍ମିରେଖା ର ଭାଇ ଅଭିନୟ ଅନୁରାଗ ଥିଲେ ଯେଉଁଥି ପାଇଁ ଅନୁରାଗ ଓ ରଶ୍ମିରେଖା ଙ୍କ ଭିତରେ ଭଲ ସମ୍ପର୍କ ଥିଲା |

ମିଳିଥିବା ସୂଚନା ଅନୁଯାୟୀ ଅନୁରାଗ ଯେତେବେଳେ ଟିଭି ସିରିଏଲ ରେ ରଶ୍ମି ରେଖା ଙ୍କ ସହିତ କାମ କରୁଥିଲେ ସେତେବେଳେ ଅନୁରାଗ ଙ୍କୁ ରଶ୍ମିରେଖା ସେ ଭଲ ପାଉଥୁବା ରାଜା ଙ୍କ ବିଷୟରେ କହିଥିଲେ ଓ ତାଙ୍କ ସହିତ ବାହାଘର ହେବ ବୋଲି ସେ କହିଥିଲେ |ଅନୁରାଗ କହିବା କଥା ଅନୁଯାୟୀ ରଶ୍ମିରେଖା ସେପ୍ଟେମ୍ବର ରେ ରାଜା ଙ୍କ ସହିତ ବାହାଘର ହେବ ବୋଲି କହିଥିଲେ ଓ ସେଥିପାଇଁ ମୁଁ ସେରିଆଲ ଛାଡ଼ିଦେବି| ହେଲେ ସେପ୍ଟେମ୍ବର ରେ ଯେତେବେଳେ ରଶ୍ମିରେଖା ଙ୍କ ସହିତ ବିବାହ ବିଷୟରେ ଅନୁରାଗ କଥା ହେଇଥିଲେ ସେତେବେଳେ ରଶ୍ମିରେଖା ରାଜା ଙ୍କ ସହିତ ବ୍ରେକ ଆପ ହେଇଯାଇଛ ବୋଲି କହିଥିଲେ, ଓ ସେ ଏବେ ଠୁ ନିଜ କ୍ୟାରିଅର ପ୍ରତି ଧ୍ୟାନ ଦବା କଥା କହିଥିଲେ, କାରଣ ସେ ତାଙ୍କ ସାନ ଭାଇ ଙ୍କୁ ପାଠ ପଢାଇବା ପାଇଁ ଚାହୁଁଥିଲେ |

ଏମିତି କିଛି ଦିନ ଗଲା ପରେ ଭୁବନେଶ୍ୱର ରେ ଗୋଟିଏ ଫାଇନାନ୍ସ କମ୍ପାନୀ ରେ ସେ ଚାକରି ପାଇଛନ୍ତି ବୋଲି କହିଥିଲେ ରଶ୍ମିରେଖା ଅନୁରାଗ ଙ୍କୁ ଓ ସେଠାରେ ସେ କମ୍ପାନୀ ର ଜଣେ ସିନିଅର ଦିଦି ଙ୍କ ସହିତ ରହୁଥିଲେ ଏହିପରି ଅନୁରାଗ ଙ୍କୁ ସେ କହିଥିଲେ ହେଲେ ମିଳି ଥିବା ସୂଚନା ଅନୁଯାୟୀ ରଶ୍ମିରେଖା ସେଠାରେ ସନ୍ତୋଷ ପାତ୍ର ନାମକ ଜଣେ ବ୍ୟକ୍ତି ଙ୍କ ସହିତ ଲିଭ ଇନ ସମ୍ପର୍କ ରେ ରହୁଥିଲେ|

ରଶ୍ମିରେଖା ର ମୃତ୍ୟୁ ପରେ ସନ୍ତୋଷ ପାତ୍ର ଲୁଚିବାର ଘଟଣା ସାମ୍ନା କୁ ଆସିଥିଲା, ହେଲେ ଏବେ ଯାହା ଜଣା ପଡୁଛି ସନ୍ତୋଷ ପାତ୍ର ଙ୍କୁ ପୋଲିସ ହେପାଜତ କୁ ନେଇ ଜେରା କରିବା ଆରମ୍ଭ କରିଛି ଆଶା କରାଯାଉଛି |ରଶ୍ମିରେଖା ର ମୃତ୍ୟୁ ଘଟଣା ର କିଛି ଟା ରହସ୍ୟ ସାମ୍ନା କୁ ଆସିବ, ହେଲେ ଅନୁରାଗ କହିଛନ୍ତି ରଶ୍ମିରେଖା କେବେ ବି ଏମିତି ଆତ୍ମହତ୍ୟା କରିବା ଝିଅ ନୁହେଁ | ତାହାଲେ ଦର୍ଶକ ବନ୍ଧୁ ଏହା ସମ୍ପୂର୍ଣ ଘଟଣା ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରଲ ହେବାକୁ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment