ରଶ୍ମୀରେଖା ମତେ ଛାଡ଼ି ଚାଲିଗଲା….ମୁଁ ବି ଚାଲିଯିବି ବାପା, ଏମିତି କିଛି କଥା ସନ୍ତୋଷ ତାଙ୍କ ଘରେ କହୁଥିଲେ… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡିଆରେ ଭାଇରାଲ ହେଇଥିବା ରଶ୍ମିରେଖା ଙ୍କ ମୃତ୍ୟୁ କୁ ନେଇକି ଘଟଣା ଟି ଜୋର ଧରିଥିବା ବେଳେ , ରଶ୍ମିରେଖା ଙ୍କର ଏହିପରି ଷଡଯନ୍ତ୍ର ଜନିତ ଆତ୍ମହତ୍ୟା ସମସ୍ତଙ୍କୁ ସନ୍ଦେହ ର ଘେର ଭିତରେ ରଖିଥିଲା | ଆଉ ଯାହା ପାଇଁ ପୋଲିସ ମଧ୍ୟ ସମସ୍ତ ଘଟଣା ର ତଦନ୍ତ ଚଳେଇବା ସହିତ ରଶ୍ମିରେଖା ଙ୍କୁ ବିବାହ କରିଥିବା ସନ୍ତୋଷ ଉପରେ ମଧ୍ୟ ତନାଘନା ଚଳେଇ ଥିଲା | ତେବେ ଏହି ସମସ୍ତ ଘଟଣା ଭିତରେ ମିଡ଼ିଆ ଵାଲା ମାନେ ସନ୍ତୋଷ ଙ୍କ ଘରେ ପହଞ୍ଚିଥିଲେ ଓ ସମସ୍ତ ଘଟଣା ବିଷୟରେ ପଚାରିଥିଲେ | ତାହେଲେ ଆସନ୍ତୁ ଜାଣିବା ସନ୍ତୋଷ ଙ୍କ ଘର ଲୋକ ଏହି ଘଟଣା କୁ ନେଇକି କଣ ପ୍ରତିକ୍ରିୟା ରଖିଥିଲେ |

ତେବେ ଯାହା ସୂଚନା ମିଳିଥିଲା କି ରଶ୍ମିରେଖା ବିବାହ କରିଥିଲେ ସନ୍ତୋଷ ନାମକ ଜଣେ ପୁଅଙ୍କୁ ଆଉ ତାଙ୍କ ସହିତ ସେ ରହୁ ମଧ୍ୟ ଥିଲେ | କିନ୍ତୁ ସେ ସନ୍ତୋଷ ଙ୍କୁ ବିବାହ କରିବା ଆଗରୁ ପରେ ରାଜା ନାମ କ ଜଣେ ପୁଅ କୁ ଭଲ ପାଉଥିଲେ ଓ ସେମାନଙ୍କ ଭିତରେ ସମ୍ପର୍କ ଆଗକୁ ଥିଲା ବୋଲି ତାଙ୍କର ସ୍ୱାମୀ ଜାଣିଥିଲେ | କାରଣ ରାଜା ନାମରେ ଗୋଟିଏ ଟାଟୁ ତାଙ୍କ ହାତରେ ଥିଲା ଯାହା ରଶ୍ମିରେଖା ଙ୍କ ସ୍ୱାମୀ ସନ୍ତୋଷଙ୍କୁ ସେହି ଟାଟୁ ପସନ୍ଦ ନଥିଲା ଓ ତାଙ୍କ ସ୍ତ୍ରୀ ଙ୍କୁ ଏମିତି କରିବା ପାଇଁ ବାରଣ ମଧ୍ୟ କରିଥିଲେ |

ତେବେ ରଶ୍ମିରେଖା ତାହା କରିନଥିଲେ ଯାହା ଫଳ ରଶ୍ମିରେଖା ଯେହେତୁ ସେ ଜଣେ ଅଭିନେତ୍ରୀ ଅଧିକ ସମୟ ସେ ବାହାରେ ରହିଥାନ୍ତି, ସେଥିପାଇଁ ସେ ଭୁବନେଶ୍ୱର ସ୍ଥିତି ନୂଆପଲ୍ଲୀ ରେ ଘର ଭଡା ନେଇ ରହୁଥିଲେ |ଆଉ ରାଜାଙ୍କ ପରେ ରଶ୍ମିରେଖା ସନ୍ତୋଷ ଙ୍କ ସହିତ ରହୁଥିଲେ ମଧ୍ୟ ସନ୍ତୋଷ ଯେହେତୁ ରଶ୍ମିଙ୍କର ସ୍ତ୍ରୀ ତେଣୁ ତାଙ୍କର ସ୍ତ୍ରୀଙ୍କର ହାତରେ ଏଭଳି ଟାଟୁକୁ ଦେଖି ସାହିପାରୁନଥିଲେ ତାଙ୍କର ସ୍ୱାମୀ ସନ୍ତୋଷ | ତେବେ ସେହି ସବୁ ଘଟଣା ବିଷୟରେ ଜାଣିବା ପାଇଁ ମିଡ଼ିଆ ଵାଲା ମାନେ ଯାଇକି ପହଞ୍ଚିଥିଲେ ସନ୍ତୋଷ ଙ୍କ ଘର ଆଗରେ |

ଆଉ ମିଡ଼ିଆ ଵାଲା ସନ୍ତୋଷ ଙ୍କ ବାପା ଙ୍କୁ ପଚାରୁଥିଲେ ରଶ୍ମିରେଖା ଙ୍କ ବିଷୟରେ , ଆଉ ସେ କହିଥିଲେ କି ସନ୍ତୋଷ ଗୋଟିଏ ମାସ ଚାକିରୀ କରିବା ପାଇଁ ମାସେ ହେଲା ଯାଇକି ଭୁବନେଶ୍ୱର ଯାଇକି ଚାକିରୀ କରୁଥିଲେ | ଆଉ ସେଠି ମଧ୍ୟ କୋଉ ଝିଅକୁ ଭଲ ପାଉଥିଲେ ବୋଲି ସେ ଶୁଣିଥିଲେ , କିନ୍ତୁ ସେ ଝିଅ ଜଣେ ଅଭିନେତ୍ରୀ ଓ ତାଙ୍କ ନାଁ ରଶ୍ମିରେଖା ବୋଲି ସେ ଜାଣି ନ ଥିଲେ | ଆଉ ପରେ ସନ୍ତୋଷ ଏବେ ଘରକୁ ଆସିଥିଲେ ଓ ତାଙ୍କ ପାଇଁ ଝିଅଟି ମରିଥିବାରୁ ସେ ନିଜକୁ ଦାୟୀ କରି ଆତ୍ମହତ୍ୟା କରିବେ ବୋଲି କହିଛନ୍ତି |ତେବେ ସନ୍ତୋଷ ର ମା ତାଙ୍କୁ 7 ଦିନ ହେଲା ନ ଖାଇ ନ ପିଇ ତାଙ୍କ ପୁଅକୁ ବୁଝାଉଛନ୍ତି | ଯାହା ଏବେ ସେସିଆଲ ମିଡିଆରେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment