ରଶ୍ମିରେଖାଙ୍କ ପ୍ରେମିକ ସନ୍ତୋଷଙ୍କ ଶେଷ ଚିଠି ଖୋଲିଲା ଗୁମର, ସେଦିନ ରାତିରେ ଘଟିଥିଲା ଏମିତି… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଏ ଘଟଣା ଆଉ କାହାର ନୁହଁ କିଛି ଦିନ ପୂର୍ବରୁ ଆତ୍ମହତ୍ୟା କରିଥିବା ରଶ୍ମିରେଖା ଓ ସେ ଭଲ ପାଉଥିବା ସନ୍ତୋଷ ଙ୍କ ର | ରଶ୍ମିରେଖା ଙ୍କ ମୃତ୍ୟୁ ପରେ ବିଭିନ୍ନ କଥା ପ୍ରଶ୍ନ ଉଠୁଥିଲେ ମଧ୍ୟ ଏବେ ସେ ସବୁ ପ୍ରଶ୍ନ ର ଉତ୍ତର ମିଳିସାରିଛି ବୋଲି କୁହାଯାଉଛି |ତେବେ ରଶ୍ମିରେଖା ଙ୍କ ଏହି ମୃତ୍ୟୁ ପଛରେ ପୋଲିସ ରଶ୍ମିରେଖା ଙ୍କ ସମ୍ପକୀୟ ସନ୍ତୋଷ କୁ ଦାୟୀ କରୁଥିବା ବେଳେ ଏହା ଏବେ ସମସ୍ତେ ବୁଝିସାରିଛନ୍ତି ଯେ ଏହା ଏହି ମୃତ୍ୟୁ ପାଇଁ କେବେଳ ପ୍ରେମ ହିଁ ଦାୟୀ |ଯାହା ପାଇଁ ରଶ୍ମିରେଖା ଓ କିଛି ଦିନ ଦିନ ପରେ ସନ୍ତୋଷ ମଧ୍ୟ ଚିର ଦିନ ପାଇଁ ରଶ୍ମିରେଖା ଙ୍କ ପାଖକୁ ଚାଲିଯାଇଥିଲେ | ତେବେ ଆସନ୍ତୁ ପୁରା ଘଟଣା ବିଷୟରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁଯାୟୀ କିଛି ଦିନ ପୂର୍ବରୁ ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା କରିଥିବା କଥା ସାରା ଓଡିଶା ରେ ଚର୍ଚ୍ଚା ର ବିଷୟ ପାଲଟି ଥିଲା | ହେଲେ ମୃତ୍ୟୁ ଦିନ ର 16 ଦିନ ଯାଇନାହିଁ ରଶ୍ମିରେଖା ଙ୍କ ମୃତ୍ୟୁ ପାଇଁ ଦାୟୀ କରାଯାଉଥିବା | ସନ୍ତୋଷ ମଧ୍ୟ ଆତ୍ମହତ୍ୟା କରିଥିବା ଘଟଣା ଏବେ ସାମ୍ନା କୁ ଆସିଛି,ହେଲେ ସନ୍ତୋଷ ଙ୍କ ମୃତ୍ୟୁ ପଛରେ କାରଣ ଖୋଜିବାକୁ ଯାଇ ରାଉଳକେଲା ଅନ୍ତର୍ଗତ ଉଦିତନଗର ପୋଲିସ ଯେତେବେଳେ ଶବ ବ୍ୟବଚ୍ଛେଦ ଗ୍ରହରେ ପହଞ୍ଚିଥିଲେ ସେତେବେଳେ ସନ୍ତୋଷ ଙ୍କ ପାଖରୁ ମୃତ୍ୟୁ ର କାରଣ ଖୋଜି ପାଇଥିଲେ | ସନ୍ତୋଷ ମୃତ୍ୟୁ ପୂର୍ବ ରୁ ସୁଇସାଇଡ ନୋଟ ରେ ରଶ୍ମିଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହେଁ ଲେଖିଥିଲେ ଓ ସେହିପରି ଯେମିତି ରଶ୍ମିରେଖା ଙ୍କ ମୃତ୍ୟୁ ପାଇଁ ମୋତେ ଟଣା ଯାଇଥିଲା ଏବେ ମୋ ମୃତ୍ୟୁ ପାଇଁ ମୋ ବାପା ମା ଙ୍କ ଟଣା ନ ଯାଉ ବୋଲି ଲେଖିଥିଲେ ସନ୍ତୋଷ |

ତେବେ ଏହି ମୃତ୍ୟୁ ପଛରେ କାରଣ ଖୋଜିବାକୁ ଯାଇ ପୋଲିସ ରଶ୍ମିରେଖା ଙ୍କ ଛାଡିଯାଇଥିବା ନୋଟ କୁ ମଧ୍ୟ ଅନୁଧ୍ୟାନ କରିଥିଲେ ଓ ଜଣା ପୋଡି ଥିଲା ଏହି ଦୁଇଜଣ ପ୍ରେମ ପାଇଁ ଆତ୍ମହତ୍ୟା କରିଥିଲେ ବୋଲି | ତାହାଲେ ଏଥିରୁ ଜଣା ପଡୁଛି ଦୁହେଁ ଦୁଇଜଣଙ୍କୁ କେତେ ଗଭୀର ଭାବରେ ଭଲ ପାଉଥିଲେ | ହେଲେ ଦୋଇବ ସହିଲେ ନାହିଁ ତାଙ୍କର ଏହି ନିବିଡ଼ ଭଲ ପାଇବା ସବୁଦିନ ପାଇଁ ଆଖି ବୁଜିଦେଇ ଆରପାରି କୁ ଚାଲିଯାଇଥିଲା ଭଲ ପାଇବା ର ଏହି ମଧୁର ସମ୍ପର୍କ ରେ କାହାର ନଜର ପୋଡ଼ି ଯାଇଥିଲା |ଯାହା ପାଇଁ ଜଣଙ୍କ ପରେ ଜଣେ ଆତ୍ମହତ୍ୟା କରିବା ପାଇଁ ମଧ୍ୟ ଟିକେ ହେଲେ ଚିନ୍ତା କରି ନଥିଲେ |

ରଶ୍ମିରେଖା ଙ୍କ ମୃତ୍ୟୁ ପରେ ଯେମିତି ସନ୍ତୋଷ ଙ୍କୁ ରଶ୍ମିରେଖା ଉପରେ ରହି ଡାକୁଥିଲା ଆଉ ସନ୍ତୋଷ ସବୁଦିନ ପାଇଁ ରଶ୍ମିରେଖା ଙ୍କ ପାଖକୁ ଚାଲିଯାଇଥିଲା | ଏହି ଦୁଇଜଣ ଙ୍କ ମୃତ୍ୟୁ ପରେ ଏବେ ଲୋକମାନେ କହୁଛନ୍ତି ମର୍ତ୍ୟ ରେ ନ ହେଲା ନାହିଁ ସେମାନେ ସ୍ୱର୍ଗ ରେ ଶାନ୍ତି ରେ ରହିବେ | ତାହାଲେ ଏହା ଥିଲା ସେଇ ଘଟଣା ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରଲ ହେବାରେ ଲାଗିଛି ଓ ଲୋକଙ୍କ ବିଭିନ୍ନ ମତ ଦେଖିବାକୁ ମିଳିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment