ରସିକିଆ ଅଫିସରଙ୍କ ରାସଲୀଳା ! ପାଗଳ କରିଥିଲା ଏହି ଯୁବତୀଙ୍କ ପ୍ରେମ, ଯୁବତୀଙ୍କ ପଛରେ ଉଡୁଥିଲା କଲା ଟଙ୍କା…ଦେଖନ୍ତୁ Video

ବର୍ତ୍ତମାନ ଏବେ ବିଭିନ୍ନ ସମୟରେ ଏମିତି କିଛି ଘଟଣା ନଜରକୁ ଆସିଥାଏ ଯାହା ସମସ୍ତେ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ। ତେବେ ଏହିଠାରେ ଏକ କୁବେର ସରକାରୀ ଇଞ୍ଜିନିୟର ବାବୁଙ୍କର ରହସ୍ୟ ସାମ୍ନାକୁ ଆସିଛି। ଆଉ ସେ ଲୋକଙ୍କ ଟଙ୍କାରେ ଯୁବତୀ ମାନଙ୍କ ସହିତ ଯାହା କରୁଥିଲେ ତାହା ଆପଣ ଜାଣିଲେ ମୁଣ୍ଡରେ ହାତ ଦେବେ। ଅନେକ ଯୁବତୀ ପଇସା ଦେଇ ଏମିତି ସମ୍ପର୍କ ରଖିବା ପରେ ସେହିମାନେ ମଧ୍ୟ ଟଙ୍କା ନେଇ ପଳେଇଥିଲେ।

ଏହିଠାରେ ପୁଣି ଏକ ସରକାରୀ ବାବୁଙ୍କର ଚୋରାକ୍ରିୟା ପ୍ରୀତି ବାହାରକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି ଏହିଠାରେ ଆପଣ ମାନେ ମଧ୍ୟ ଦେଖିଥିବେ। ଏହିଭଳି ଘଟଣା ଏବେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି । ଜଣେ ସରକାରୀ ବାବୁ ଏମିତି କିଛି କରିଛନ୍ତି ତାହା ସମାଜ ପାଇଁ ବହୁତ ନିନ୍ଦନୀୟ। ଏହି ସମୟରେ ଜଣେ ସରକାରୀ ବାବୁ ସେ ଏକ ଜାଗାରେ ଇଞ୍ଜିନିୟର ରହିଛନ୍ତି ଯାହା ର ରହସ୍ୟ ଏବେ ସୋସିଆଲ ମିଡ଼ିଆରେ ନଜରକୁ ଆସିଛି। ଆଉ ସେ ସାଧାରଣ ଲୋକ ଙ୍କ ପାଖରୁ ଯାହା ଶୋଷଣ କରିଛନ୍ତି ତାହା କୁ ଜାଣିବା ପରେ ଏବେ ସବୁ ଧରା ପଡିଛନ୍ତି।ଏହି ଘଟଣା ରେ ଏବେ ସେ ଅନେକ ଜଣଙ୍କ ସହିତ ବାହାଘର ହୋଇଥିବା ନେଇ ସୂଚନା ମଧ୍ୟ ମିଳିଛି।

ଆଉ ଏବେ ତାଙ୍କର ଯେଉଁ ସରକାରୀ ବାବୁ ହିସାବରେ ଲୋକଙ୍କ ପାଖରୁ ସବୁ ଟଙ୍କା ନେଇଛନ୍ତି ତାହା ଏବେ ଭିଜିଲାନ୍ସ ହାତରେ ଧରା ପଡିଛି ଏବଂ ତାଙ୍କର ଏତେ ମାତ୍ରାରେ ସମ୍ପତ୍ତି ଦେଖିବା ପରେ ଭିଜିଲାନ୍ସ ଅଫିସର ମାନେ ଆବକ ହୋଇ ଯାଇଛନ୍ତି। ଏହି ସମୟରେ ଏକ ଭିଡ଼ିଓ ରେ ତାଙ୍କ ପାଖରୁ ଅନେକ ଟଙ୍କା ଜବତ ହୋଇଥିବା ନେଇ ନଜରକୁ ଆସିଛି ଯାହା ସାରା ରାଜ୍ୟର ଲୋକ ମାନେ ମଧ୍ୟ ଏହାକୁ ଦେଖୁଛନ୍ତି। ଏଠାରେ ଜଣା ପଡ଼ିଛି ଯେ ସେ ବୟସ୍କ ଅବସ୍ଥାରେ ବାବୁଙ୍କର ପ୍ରେମ କରିବାକୁ ବହୁତ ଇଚ୍ଛା ଥିଲା ଯାହା ତାଙ୍କର ପ୍ରଥମ ସ୍ତ୍ରୀ ସବୁ ବିଷୟରେ ଏହିଠାରେ ଜଣେଇଛନ୍ତି। ଆଉ ତାଙ୍କର ମଧ୍ୟ ଅନେକ ମହିଳା ସହିତ ସମ୍ପର୍କ ରହିଥିଲା ଯାହା ସୂଚନା ମିଳିଛି। ସେ ଲୋକଙ୍କ ପାଖରୁ ବିଭିନ୍ନ କାର୍ଯ୍ୟ ପାଇଁ ପିସି ବା ଲାଞ୍ଚ ଆକାରରର ବହୁତ ବହୁତ ଟଙ୍କା ଆଣି ସୁନ୍ଦରୀ ଝିଅ ମାନଙ୍କ ସହିତ ସମ୍ପର୍କ ରଖିବା ନେଇ ଟଙ୍କା ଖର୍ଚ୍ଚ କରିଥିଲେ।

ଆଉ ସେହି ଝିଅ ମାନଙ୍କ ସହିତ ପ୍ରେମ କରିବାକୁ ବୃଦ୍ଧା ଅବସ୍ଥାରେ ବହୁତ ଇଛୁକ ଥିଲେ। ଆଉ ସେ ପ୍ରେମ କରିବାକୁ ବହୁତ ଇଚ୍ଛା ରହିଥିଲେ ମଧ୍ୟ ଅନେକ ଟଙ୍କା ର ଲୋଭ ଦେଖାଇ ମଧ୍ୟ ସୁନ୍ଦରୀ ,ତରୁଣ ଝିଅ ମାନଙ୍କୁ ପାଇ ପାରି ନଥିଲେ କାରଣ ସେଥିଲେ ବୟସ୍କ ବ୍ୟକ୍ତି। ହେଲେ ଏବେ ଜାଣିବାକୁ ମିଳିଛି ଯେ ଏକ ଶ୍ରମିକ ଶ୍ରେଣୀ ର ଯୁବତୀ ଙ୍କୁ କିଛି ତାଙ୍କର ଲୋଭ ଦେଖାଇ ବିବାହ କରିଥିଲେ। ଆଉ ସେ ଏବେ କୋଟି କୋଟି ଟଙ୍କା ଲୋକଙ୍କ ପାଖରୁ ଆଣି ନିଜେ ଅୟେସ କରୁଥିଲେ ଯାହା ଏଠାରେ ସବୁ ଜଣା ପଡ଼ିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment