ରସିକିଆ ଟ୍ୟୁସନ ସାର ପିଲା କୁ ପଢ଼ାଇବାକୁ ଆସି ମାଆ କୁ ପଢାଇଲେ ପ୍ରେମ ପାଠ… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଇଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ଏଭଳି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମ ଆଖିରୁ ପାଣି ଆସିଯିବ | ଆଉ ଆପଣ ମାନେ ମଧ୍ୟ ଦୁଃଖରେ ଭାଙ୍ଗି ପଡିବେ | ତେବେ ଏଠାରେ ଦେଖିବାକୁ ମିଳିଛି କି ପିଲାମାନଙ୍କୁ ପାଠ ପଢାଇବା ସହିତ ସେମାନଙ୍କର ଭବିଷ୍ୟତ ର ଉନ୍ନତି ପାଇଁ ବାହାରେ ରହି ପାଠ ପଢ଼େଇବାକୁ ଯାଇଥିଲେ ମହିଳା ପିଲାଙ୍କୁ ନେଇକି | ଆଉ ସେମାନଙ୍କ ମଧ୍ୟରେ ବାଧକ ସାଜିଥିଲା 3 ବର୍ଷୀୟ ପୁଅ ଜଣଙ୍କ | ଆଉ ଯେଉଁଥିପାଇଁ ଛୋଟ ପିଲାଟିକୁ ମାରି ଦେଇଛନ୍ତି ପିଲାଟିର ମା ଆଉ ଟ୍ୟୁସନ ମାଷ୍ଟର | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାର ପଟାମୁଣ୍ଡାଇ ଥାନା ଅନ୍ତର୍ଗତ ମାଟିଆପଡା ଗ୍ରାମ ରେ ଦେଖିବାକୁ ମିଳିଛି ସେଭଳି ଏକ ଅଭାବନୀୟ ଘଟଣା | ଆଉ ଯେଉଁଠି ଦେଖିବାକୁ ମିଳିଛି କି ସେହି ଗ୍ରାମର ସୁକାନ୍ତ ବିବାହ କରିଥିଲେ ଦୁହୁଡ଼ିପଡ଼ା ଗାଁ ର ରଶ୍ମିତା ଙ୍କୁ | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ଯୁବକ ଜଣଙ୍କ ବାହାରେ ରହିକି କାମ କରୁଥିଲେ ଆଉ ରଶ୍ମିତା 3 ଜଣ ଛୁଆଁ ଙ୍କୁ ନେଇକି ତାଙ୍କର ରହୁଥିଲେ |ଆଉ ଯେଉଁଠି କୁହାଯାଉଛି କି ପିଲାମାନଙ୍କୁ ଭଲ ପାଠ ପଢାଇବା ସହିତ ଗୀତ ଆଉ ନାଚ ଶିଖାଇବେ ବୋଲି କହି ପଟାମୁଣ୍ଡାଇ ରେ ଘର ଭଡା ନେଇକି ରହୁଥିଲେ ଯୁବକ ମହିଳା ଜଣକ |

ଆଉ ସେଠାରେ ପିଲାମାନଙ୍କୁ ପାଠ ପଢାଇବା ପାଇଁ ଆସୁଥିଲେ ଜଣେ ମାଷ୍ଟର, ଆଉ ପିଲାଙ୍କୁ କମ ପାଠ ପଢ଼ାଉଥିଲେ କିନ୍ତୁ ସାର ଜଣଙ୍କ ପିଲାଙ୍କ ମା ଙ୍କୁ ଅଧିକ ପାଠ ପଢ଼ାଉଥିଲେ ତାହା ପୁଣି ପ୍ରେମ ପାଠ | ଆଉ ତାଙ୍କର ପୁଅ ଝିଅ ମାନଙ୍କୁ ମଧ୍ୟ ଏହି କଥା କାହା ପାଖରେ ନ କରିବାକୁ କହୁଥିଲେ ମା ଜଣଙ୍କ | ଆଉ ଯାହା କୁହାଯାଉଛି କି ରବିବାର ହେଲେ ଝିଅ ଆଉ ପୁଅ ଙ୍କୁ ତାଙ୍କର ମାମୁ ଘରକୁ ପଠେଇ ଟ୍ୟୁସନ ମାଷ୍ଟର ଙ୍କ ସହିତ ରୋମାନ୍ସ କିରୁଥିଲେ ମହିଳା ଜଣଙ୍କ |

ଆଉ ସେହି ସମୟରେ ବାଧକ ସାଜିଥିଲା ତାଙ୍କର 3 ବର୍ଷ ର ପୁଅ | ଆଉ ଯେଉଁଥିପାଇଁ ପ୍ରେମିକ ମାଷ୍ଟର ଆଉ ଛୁଆଁ ର ମା ମିଶିକି ଛୋଟ ଛୁଆଁ ଟିକୁ ମାରି ଦେଇଥିଲେ | ଆଉ ଏହି ଘଟଣା ଟି ବଡ଼ ଝିଅ ଦେଖିବା ପରେ ଘରେ କହିଥିଲା | ଆଉ ପୋଲିସ ସେମାନଙ୍କୁ ବାନ୍ଧି ନେଇଯିବା ପରେ ସତ ଜଣା ପଡିଛି ଓ ସେମାନେ ମିଶିକି ଛୁଆଁ ଟିକୁ ମାରି ପୋତି ଦେବା କଥା ମଧ୍ୟ କହିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment