ଦେଖନ୍ତୁ Shocking ଭିଡ଼ିଓ : ରାସ୍ତା ବନ୍ଦ କରି ସମସ୍ତ ଗାଡ଼ିକୁ ଅଟକାଇ ରାସ୍ତା ମଝିରେ ବସିଲେ (Lion Pride) ଆଉ ତା ପରେ ଦେଖନ୍ତୁ ଭୟଙ୍କର ଦୃଶ୍ୟ….

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଦୃଶ୍ୟ ଦେଖିବା ପାଇଁ ମିଳୁଛି। ବର୍ତ୍ତମାନ ହେଉଛି ଟେକ୍ନୋଲୋଜିର ଯୁଗ ଏହାର ଏକ ବଡ଼ ଦାନ ହେଉଛି ଆଜିକାଲିର ସୋସିଆଲ ମିଡ଼ିଆ। ତେବେ ସୋସିଆଲ ମିଡ଼ିଆ ସମାଜରେ ଏକ ବଳିଷ୍ଠ ମାଧ୍ୟମ ଭାବରେ ସ୍ଥାନ ଗ୍ରହଣ କରିଛି। ବେଳେ ବେଳେ ସୋସିଆଲ ମିଡିଆରେ ଏଭଳି ଦୃଶ୍ୟ ଦେଖିବା ପାଇଁ ମିଳିଥାଏ, ଯାହାକୁ ଦେଖିବା ମାତ୍ରେ ଆଶ୍ଚର୍ଯ୍ୟ ଲାଗିବା ସହିତ ଭୟ ଭୀତ ମଧ୍ୟ ଲାଗି ଥାଏ। ରାଜ୍ୟର ବିଭିନ୍ନ ସ୍ଥାନରେ ବଣ ଓ ଜଙ୍ଗଲ ମାନ ରହିଛି ଓ ସେଠାରେ ଭିନ୍ନ ଭିନ୍ନ ପ୍ରକାରର ପଶୁ, ପକ୍ଷୀ ଓ ଜୀବ ଜନ୍ତୁ ମାନଙ୍କୁ ଦେଖି ବାକୁ ମିଳିଥାଏ। ଏମିତିକି ସେମାନଙ୍କ ନିକଟକୁ ଯିବା ପାଇଁ ମଧ୍ୟ ବହୁତ ଡର ଲାଗି ଥାଏ ଓ ସେମାନେ ବହୁତ ମାରାତ୍ମକ ମଧ୍ୟ ହୋଇ ଥାଆନ୍ତି। କିନ୍ତୁ ସମୟ ସମୟ ସେମାନଙ୍କୁ ଦେଖିଲେ ବହୁତ ଖୁସି ମଧ୍ୟ ଲାଗି ଥାଏ। କିନ୍ତୁ ବର୍ତ୍ତମାନ ଏଭଳି ଏକ ଦୃଶ୍ୟ ସମ୍ନାକୁ ଆସିଛି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଝଟକା ଅନୁଭବ କରିବେ। ତେବେ ଘଟଣାଟି ହେଉଛି ଅନେକ ସିଂହ ମାନେ ରାସ୍ତା ବନ୍ଦ କରି ଗାଡି ଗୁଡିକି ଅଟକାଇ ଦେଉଛନ୍ତି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା;

ସୂଚନା ଅନୁସାରେ, ଗୋଟିଏ ରାସ୍ତା ଉପରେ ଅନେକ ସିଂହ ମାନେ ରାସ୍ତା ଉପରେ ଶୋଇ ଥିବାର ଦେଖିବା ପାଇଁ ମିଳିଛି। ରାସ୍ତା ଉପରେ ସିଂହ ଗୁଡିକ ଏଭଳି ଭାବରେ ଶୋଉଛନ୍ତି ଯେମିତି କୌଣସି ଗାଡି ମଟର ବା ଲୋକ ମାନେ ଯିବା ଆସିବା କରି ପାରିବେ ନାହିଁ। ସେହି ରାସ୍ତା ଉପରେ ଅନେକ ଗୁଡିଏ ଗାଡି ଗୁଡିକ ସବୁ ପଛକୁ ପଛ ଆସି ଧାଡି ହୋଇ ଠିଆ ହୋଇଛନ୍ତି। ଯାହା ଫଳରେ ସିଂହ ମାନଙ୍କ ଯୋଗୁଁ ଯାଇ ପାରୁ ନାହାଁନ୍ତି। ସେହି କାରରେ ଆସୁ ଥିବା ଲୋକ ମାନେ ସିଂହ ଗୁଡିକର ଫୋଟୋ ମଧ୍ୟ ଉଠାଉଛନ୍ତି ଓ ଏଭଳି ଦୃଶ୍ୟ ଲୋକ ମାନଙ୍କୁ ବହୁତ ସୁନ୍ଦର ମଧ୍ୟ ଦିଶୁଛି।

ତେବେ ଏମିତିକି ସିଂହ ମାନେ କାର ଗୁଡିକୁ ଯିବା ପାଇଁ ବାଟ ଛାଡୁ ନାହାଁନ୍ତି। ଲୋକ ମାନେ ଏଭଳି ଦୃଶ୍ୟକୁ ଭିଡ଼ିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ବର୍ତ୍ତମାନ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏହି ଭିଡ଼ିଓଟି ଭାଇରଲ ହେବା ପରେ ଏହାକୁ ଅନେକ ଲୋକ ମାନେ ଦେଖି ସାରିଲେଣି ଓ ଏଥି ସହିତ ଲୋକ ମାନେ ମଧ୍ୟ ଏଭଳି ଭିଡ଼ିଓକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇ ଯାଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।