ଦେଖନ୍ତୁ ଭିଡ଼ିଓ : ରାସ୍ତା ମଝିରେ ୪ ଫୁଟ ଲମ୍ବର Anaconda ସୋସିଆଲ ମିଡିଆରେ ନିଆଁଭଳି Viral ହେବାରେ ଲାଗିଛି…ନ ଦେଖିଲେ ଆପଣ ବିଶ୍ୱାସ କରି ପାରିବେନି….

ଆପଣ ମାନେ ପ୍ରତିଦିନ ଆମ ସମାଜରେ ଅନେକ ଘଟଣା ମାନ ଦେଖିଥିବେ କିମ୍ୱା ଶୁଣିଥାନ୍ତି। ଆଜିକାଲି ର ସୋସିଆଲ ମିଡିଆରେ ଆମେ ସେହି ସବୁ ଘଟଣା ବିଷୟରେ ଅବଗତ ହୋଇପାରୁ, ସେଥିପାଇଁ ସମାଜରେ ବର୍ତ୍ତମାନ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ନିଜ ମୋବାଇଲରେ ଘରେ ବସି ସକାଳଠୁ ସନ୍ଧ୍ୟା ପର୍ଯ୍ୟନ୍ତ ହେଉଥିବା ଘଟଣା ବିଷୟରେ ଟିକିନିକ ଖବର ବିଷୟରେ ଜାଣିପାରିଥାଉ। କିନ୍ତୁ ବେଳେ ବେଳେ ସୋସିଆଲ ମିଡିଆରେ ଏଭଳି କିଛି ଭିଡ଼ିଓ କିମ୍ବା ଘଟଣା ଦେଖିବା ପାଇଁ ମିଳିଥାଏ, ଯାହା ଆମକୁ ବିଶ୍ଵାସ ହୋଇ ନଥାଏ, ବିଶ୍ୱାସ ନହେଲେ ମଧ୍ୟ କଥାଟି ସତ୍ୟ ହୋଇଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହା ବିଷୟରେ ଯାହାକୁ ଦେଖିଲା ପରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ବନ୍ଧୁଗଣ ଘଟଣାଟି ହେଉଛି, ଗୋଟିଏ ୧୨ ଫୁଟ ଲମ୍ବର ସାପ ଦେଖିବା ପାଇଁ ମିଳିଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ତେବେ ଏଭଳି ଘଟଣା ବ୍ରାଜିଲର ରାଜ ରାସ୍ତାରେ ଦେଖିବା ପାଇଁ ମିଳିଥିଲା। ତେବେ ଏଭଳି ବିଶାଳକାୟ ଆନାକୋଣ୍ଡା ସାପଟିକୁ ଦେଖିବା ପାଇଁ ପାଇଥିଲେ ଲୋକମାନେ, ଏହାକୁ ଦେଖିବା ପରେ ଯାତାୟାତ ବନ୍ଦ ହୋଇଯାଇଥିଲା। ତେବେ ଏହି ସାପଟିକୁ ପୋର୍ଟୋ ଭେଲହୋ ସହର ନିକଟରେ ଦେଖିଥିଲେ। ଗ୍ଲୋବାଲ୍ ନ୍ୟୁଜ୍ ର ସୂଚନା ଅନୁଯାୟୀ, ଏହି ଭିଡିଓଟି ସେୟାର କରାଯାଇଥିଲା, ସୂଚନା ଅନୁସାରେ ସାପଟିକୁ ରାସ୍ତା ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ଦେଖାଯାଇଛି। ଅନେକ ଲୋକ ନିଜ କାରରୁ ଓହ୍ଲାଇ ଦେଖିଥିଲେ, ଆସୁଥିବା ଯାନଗୁଡ଼ିକୁ ମଧ୍ୟ ଅଟକା ଯାଇଥିଲା। ଏହି ସାପର ଲମ୍ବ ପ୍ରାୟ ଚାରି ମିଟର ଏବଂ ଓଜନ ପ୍ରାୟ 30 କିଲୋଗ୍ରାମ ବୋଲି ଯାହା ଜଣା ପଡ଼ିଛି।

କିଛି ଲୋକ ଏହାକୁ ଦେଖିବା ମାତ୍ରେ ଭୟଭୀତ ହୋଇଯାଇଥିଲେ। ତେବେ ଏହା ପରେ ବନବିଭାଗ ଅଧିକାରୀଙ୍କୁ ଖବର ଦିଆଯାଇଥିଲା। ଏହା ପରେ ବନ ଅଧିକାରୀ ସାପଟିକୁ ଉଦ୍ଧାର କରିଥିବାର ସୂଚନା ମିଳିଛି। ତେବେ ସେଠାକାର ଲୋକଙ୍କ କହିବା କଥା ଏତେ ବଡ଼ ସାପ କେବେ ଆଗରୁ ଦେଖିବା ପାଇଁ ମିଳିନଥିଲା। ତେବେ ସାପଟି ବହୁତ ଛୋଟ ବୋଲି ଜଣାପଡିଛି। କାରଣ ସାପଟିର ଲମ୍ବ ପ୍ରାୟ ୪ ମିଟର ବୋଲି ଜଣାପଡିଥିଲା। ଲୋକମାନେ ଏହାକୁ ଦେଖି ଭୟଭୀତ ହୋଇଯାଇଥିଲା। କିନ୍ତୁ କିଛି ଲୋକ ମୋବାଇଲ ରେ ଏହାର ଫୋଟୋ ଏବଂ ଭିଡ଼ିଓ ଉଠାଇଥିଲେ। ତେବେ ଏହି ବିଡ଼ିଓଟିକୁ ସୋସିଆଲ ମିଡିଆରେଛାଡିଥିଲେ, ତେବେ ଏହି ବିଡ଼ିଓଟି ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ବିଡ଼ିଓଟିକୁ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment