ପ୍ରତିଦିନ ଆମ ସମାଜରେ ଅନେକ ଘଟଣା ଘଟି ଥାଏ। ତେବେ ସେହି ସବୁ ଘଟଣା ବିଷୟରେ ଆମେ ଅବଗତ ହୋଇପାରୁ ଆଜି କାଲି ସୋସିଆଲ ମିଡିଆ ରେ , ସେଥିପାଇଁ ବର୍ତ୍ତମାନ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ନିଜ ଘରେ ବସି ସକାଳଠୁ ସନ୍ଧ୍ୟା ପର୍ଯ୍ୟନ୍ତ ହେଉଥିବା ଘଟଣା ବିଷୟରେ ଟିକିନିକ ଖବର ବିଷୟରେ ଶୁଣିଥାଉ। କିନ୍ତୁ ବେଳେ ବେଳେ ସୋସିଆଲ ମିଡିଆରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଯାହା ଜାଣିଲା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଖବର ବିଷୟରେ ଶୁଣିବା ପାଇଁ ମିଳିଛି ଯାହାକୁ ଦେଖିଲା ପରେ ଆଶ୍ଚର୍ଯ୍ୟ ହୋଇଯିବେ, ତେବେ ଘଟଣାଟି ହେଉଛି କପୁଲ କାରରେ ଯାଉଥିବା ସମୟରେ ହଠାତ ତାଙ୍କ କାର ଉପରକୁ ଅନବରତ ଭାବରେ ଗୁଳି ଚାଳନା କରାଯାଇଥିଲା, ପୂରା ଘଟଣା ଜାଣି ହେବେ ଦୁଃଖିତ, ତେବେ ଏଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।
ରାଜସ୍ତାନର ଭରତ ପୁରରେ ନିଜ କାରରେ ଦୁଇ ଜଣ ଦମ୍ପତି କୌଣସି ଏକ କାର୍ଯ୍ୟରେ ଯାଉଥିଲେ। ସୂଚନା ଅନୁସାରେ ସେ ଦୁଇ ଦମ୍ପତି ହେଉଛନ୍ତି ଡାକ୍ତର ସୁଦିପ ଗୁପ୍ତା ଓ ତାଙ୍କ ପତ୍ନୀ ସୀମା ଗୁପ୍ତା। ହଠାତ ତାଙ୍କ କାର ସାମ୍ନାକୁ ଦ୍ରୁତ ବେଗରେ ଏକ ବାଇକ ଆସି ତାଙ୍କ ଗାଡିକୁ ଅଟକାଇ ରଖି ଅତର୍କିତ ଭାବରେ ଗୁଳି ଚଳାଇ ଫେରାର ହୋଇଯାଇଛି, ଏହି ଦୃଶ୍ୟଟି ସିସିଟିଭି ଫୁଟେଜରେ କଏଦ ହେଇଛି। ଘଟଣା ସ୍ଥଳରେ ଆସି ପୋଲିସ ପହଂଚିଲା,ଏହି ଘଟଣାକୁ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଲା।
Doctor couple shot dead in Bharatpur district of Rajasthan by unidentified assailants. #crime #Doctor @PoliceRajasthan #Rajasthan @RajCMO @VasundharaBJP @aloketikku pic.twitter.com/NAHDYcnBd4
— ⭐️Sachin Saini⭐️ (@sachinsaini14) May 28, 2021
ପୋଲିସ କହିବା ଅନୁସାରେ ଏହି ହତ୍ୟା କାଣ୍ଡ ଦ୍ୱାରା ଅଭିଯୁକ୍ତ ପ୍ରତିଶୋଧ ନେଇଛି। ଏକ ହତ୍ୟା କାଣ୍ଡରେ 2019 ମସିହା ନଭେମ୍ବର ମାସରେ ଡାକ୍ତର ଦମ୍ପତି ଓ ତାଙ୍କ ମା ଜେଲ ଯାଇଥିଲେ, ଘଟଣାଟି ହେଉଛି ଦୀପା ଗୁଜର ନାମକ ଜଣେ ମହିଳା ଓ ତାର ୫ ବର୍ଷର ଶିଶୁ ପୁତ୍ରକୁ ହତ୍ୟା କରି ଦୁହେଁ ଜେଲ ଯାଇଥିଲେ। ଏହି କାରଣରୁ ଦୁଇ ଜଣ ଦମ୍ପତିଙ୍କୁ ସେମାନେ ହତ୍ୟା କରିଥିଲେ। ହତ୍ୟାକାରୀଙ୍କୁ ଗିରଫ କରିବା ପାଇଁ ପୋଲିସ ଏକ ଟିମ ଗଠନ କରିଛି ଏବଂ ଏହି ହତ୍ୟା କାରୀଙ୍କୁ ଶୀଘ୍ର ଗିରଫ କରାଯାଉ ବୋଲି ପୋଲିସ ଏସପି କହିଛନ୍ତି।
ଉଭୟଙ୍କ ମୃତ ଦେହକୁ ପୋଷ୍ଟମଟମ ପାଇଁ ପୋଲିସ ଅରବିଏମ ହସ୍ପିଟାଲକୁ ପଠାଇ ଦେଇଛି। ତେବେ ବନ୍ଧୁଗଣ ଆପଣ ମାନେ ନିଜେ ହିଁ ବିଚାର କରନ୍ତୁ, ବର୍ତ୍ତମାନ ସମାଜରେ ଲୋକ ମାନଙ୍କ ମନ ମଧ୍ୟରେ କେଉଁ ଭଳି ହୋଇଯାଇଛି। ତେବେ ଆମର ଅନୁରୋଧ ଏଭଳି ଅପରାଧ ଘଟାଉଥିବା ଲୋକ ନିଶ୍ଚିତ ଭାବରେ ଦଣ୍ଡ ଦିଆଯିବା ଉଚିତ। ଅନ୍ୟ ମାନେ ଏଭଳି ଦୁଃସାହସିକ କାର୍ଯ୍ୟ କରିବା ପାଇଁ ପଛ ଘୁଞ୍ଚା ଦେବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।