ଦେଖନ୍ତୁ Shocking ଭିଡ଼ିଓ : ରାସ୍ତା ମଝିରେ ଯୁବତୀଙ୍କ ହାଇ-ଭୋଲଟେଜ୍ କାରନାମା…ଏ ଜାଣିଶୁଣି ମୋ ପ୍ରାଇଭେଟ୍ ପାର୍ଟରେ ହାତ ମାରୁଥିଲା…ଆଉ ତା ପରେ….

0

ବନ୍ଧୁଗଣ ଆଜିର ଦୁନିଆର କିଛି ଲୋକେ ଅନେକାଂଶରେ କିଛି ଏମିତି ଅପ୍ରୀତିକର କାମ କରି ବସୁଛନ୍ତି ଯାହା ଦ୍ଵାରା ସେମାନେ ପରବର୍ତ୍ତୀ ସମୟରେ ନିଜେ ଲଜ୍ଜିତ ହେବା ସହିତ ନିଜର ପରିବାର ପାଇଁ ମଧ୍ଯ ଲଜ୍ୟା ଆଣୁଛନ୍ତି। ସେମାନଙ୍କ ପାଇଁ ସମାଜରେ ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେଉଛି।କିଛି ଏପରି ନିନ୍ଦନୀୟ କାର୍ଯ୍ୟ କରିବା ପୂର୍ବରୁ ସେମାନେ ଥରେ ନିଜ ବିବେକକୁ ପଚାରୁ ନାହାଁନ୍ତି। ଯେତେବେଳେ ସେମାନେ କିଛି ଏପରି ନିନ୍ଦନୀୟ କାର୍ଯ୍ୟ କରି ସମାଜରେ ଅପମାନିତ ହେଉଛନ୍ତି ସେତେବେଳ ସେମାନଙ୍କ ପାଖରେ କହିବା ପାଇଁ କିଛି ନଥାଏ। ଯେତେ ଯାହା ଅନୁତାପ କଲେ ବି ଏଭଳି କିଛି ଭୁଲ୍ ସେମାନଂକୁ ବହୁତ୍ ଲଜ୍ଜିତ କରି ଦେଇଥାଏ।

ଏପରି ଅନେକ ଘଟଣା ସଂପର୍କରେ ଆପଣମାନେ ଆସୁଥିବେ। ଯେଉଁଠି କିଛି ଉଲ୍ଲେଖନୀୟ ଭୁଲ୍ ପାଇଁ ସେମାନଙ୍କୁ ଦଣ୍ଡ ବି ମିଳିଥାଏ। ସେହିପରି ଏବେ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
ଆଉ ଆପଣ ଏହା ଭାବିବାକୁ ବାଧ୍ୟ ହେବେ ଯେ କଣ ଏମିତି ବି ହେଇପାରେ। ବାସ୍ତବରେ କଣ ହେଉଛନ୍ତି ଆଜିର ଏହି ଯୁବପିଢି। କଣ ସେମାନେ ମାନ ସମ୍ମାନ କୁ ହରାଇ ସାରିଲେଣି। ତେବେ ଏପରି ଭାବରେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଘଟଣା ବିଷୟରେ ଜାଣିବାକୁ ପାଉଥିବେ। ତା ମଧ୍ୟରୁ କିଛି ଘଟଣା ବେଶ୍ ଭାଇରାଲ ହୋଇଥାଏ।

ତେବେ ଅନେକ ପ୍ରକାର ଏମିତି ଘଟଣା ଅଛି ଯାହା ଆମ ସମ୍ମୁଖକୁ ଆସିଥାଏ ଯାହା ଦେଖିବା ପରେ ଆମେ ତାଜୁବ୍ ହୋଇ ଯାଇଥାଉ ଏବଂ ଏହା ସହଜରେ ବିଶ୍ବାସ ର ବିଷୟ ହୋଇ ନଥାଏ। ସେହିପରି ଏବେ ସୋସିଆଲ ମିଡିଆରେ ସେୟାର ହେବାରେ ଲାଗିଛି ଏକ ଅଜିବ ଘଟଣା। ଯେଉଁ ଘଟଣାରେ ଜଣେ ଯୁବତୀ ରାସ୍ତା ମଝିରେ ଜଣେ ବ୍ୟକ୍ତିଙ୍କୁ ଗାଳି ଗୁଲଜ କରୁଛନ୍ତି କାରଣ ସେ ବ୍ୟକ୍ତି ଜଣଙ୍କ ଯୁବତୀଙ୍କ ପ୍ରାଇଭେଟ୍ ପାର୍ଟ୍ କୁ ହାତ ମାରିଛନ୍ତି ବୋଲି ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି।ସେ ବସ୍ ରୁ ଉଲ୍ହାଇବା ସମୟରେ ଏହି ବ୍ୟକ୍ତି ଜଣଙ୍କ ଏମିତି କରିଥିବା ସେ କହିଛନ୍ତି।

ଏହାକୁ ନେଇ ଉକ୍ତ ବ୍ୟକ୍ତିଙ୍କୁ ପଚାରିବାରୁ ସେ କହୁଛନ୍ତି ଯେ ସେ ଜାଣିଶୁଣି କରି ନାହାଁନ୍ତି ବରଂ ତାଙ୍କ ହାତ ବାଜି ଯାଇଛି। ଉକ୍ତ ବ୍ୟକ୍ତି ଜଣଙ୍କ ତାଙ୍କ ନାମ ରମେଶ ନାୟକ ଏବଂ ସେ କଟକର ବୋଲି କହିଛନ୍ତି। ଯୁବତୀ ଜଣଙ୍କ ତାଙ୍କୁ ପୋଲିସ୍ ଥାନାକୁ ନେବେ ବୋଲି ପୋଲିସ୍ କୁ ଫୋନ୍ କରିବା ସମୟରେ ସେହି ରାସ୍ତାରେ ଯାଉଥିବା ପୋଲିସ୍ ଗାଡ଼ି ସେଠାରେ ଅଟକି ଥିଲା ଏବଂ ସେ ପୋଲିସ୍ ମାଡାମଙ୍କୁ ସବୁକଥା ଜଣାଇ ଥିଲେ।ପରେ ପୋଲିସ୍ ମାଡାମଙ୍କ କହିବା ଅନୁସାରେ ସେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉକ୍ତ ବ୍ୟକ୍ତିଙ୍କୁ ନିକଟସ୍ଥ ଥାନାକୁ ନେଇ ଯାଇଥିବା ଦେଖିବାକୁ ମିଳିଛି ଏହି ଭିଡ଼ିଓରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।