ଦେଖନ୍ତୁ ଭିଡ଼ିଓ : ରାସ୍ତା ମଝିରେ ମହିଳାଙ୍କ ହାଇଡ୍ରାମା ! ଘଟଣାର ସମାଧାନ ନହେଲେ ମୁଁ ଏଇଠି ବସିବି…ମୋର କିଏ କ’ଣ କରିବା କର….

0

ଦୈନନ୍ଦିନ ଜୀବନରେ ଆମେ ଅନେକ ଘଟଣା ସଂସ୍ପର୍ଶରେ ଆସିଥାଉ। କେଉଁଠି ନା କେଉଁଠି ପ୍ରତିଦିନ କିଛି ଭଲ ଘଟଣା ଆଉ କେଉଁଠି ପୁଣି ଅପ୍ରୀତିକର ଘଟଣା ମାନ ଘଟୁ ଥିବାର ଦେଖିବା ପାଇଁ ମିଳୁଛି। ସେହିପରି ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା।ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।ଆଜି ଆମେ ଜାଣିବା କିଛି ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।

କାରଣ ଏଭଳି ଘଟଣା ଅନେକାଂଶରେ ସାମ୍ନାକୁ ଆସିଥାଏ ଏବଂ ଏହା ଏକ ବଡ କାରଣ ହୋଇ ଉଭା ହୋଇଥାଏ। ତେବେ ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ। ମଣିଷ କିପରି ଏମିତି ପ୍ରତିକ୍ରିୟା ଶିଳ ହୋଇ ଯାଇପାରେ ଏବଂ ଏହାର ପ୍ରକୃତ କାରଣ କଣ ରହିଛି। ଆପଣ ଅନେକ ସମୟ ରେ ରାସ୍ତା ଘାଟରେ କିଛି ଲୋକ ପାଟି ତୁଣ୍ଡ କରିବା ଏବଂ ଝଗଡ଼ା ଲାଗୁଥିବାର ଦେଖିବାକୁ ପାଉଥିବେ।

ଏହାଦ୍ବାରା ସେଠାରେ ଏକ ଅପ୍ରିକିତର ପରିସ୍ଥିତି ସୃଷ୍ଟି ହୋଇଥାଏ। ବ୍ରହ୍ମପୁର ରେ ସେହିପରି ଏକ ଘଟଣା ନିକଟରେ ଘଟିଛି ଏବଂ ତାପରେ ସେଠାରେ ଆରମ୍ଭ ହୋଇଛି ହାଇ ଡ୍ରାମା। ଜଣେ ମହିଳା ଏଠାରେ ବଡ ପାଟିରେ ତାଙ୍କର ଅଭିଯୋଗ ରଖିଛନ୍ତି କଣ ତାଙ୍କ ସହ ଘଟିଛି। ତାଙ୍କ କହିବା ଅନୁସାରେ ସେ କାର ରେ ଫେରୁଥିବା ସମୟରେ କେହି ତାଙ୍କ ଗାଡ଼ିକୁ ଅଟକାଇ ଥିଲା ଆଉ ପରେ ଆସି ତାଙ୍କ ଗାଡ଼ିର କାଚକୁ ବାଡ଼େଇ ଦେଲା। ମହିଳା ଜଣଙ୍କ କହୁଛନ୍ତି କି ତାକୁ କଣ ଦେଖା ଗଲାନି ଯେ ଆଗରେ ମୋ ଛୋଟ ଛୁଆଟା ବସିଛି ବୋଲି। ଯଦି ଛୁଆର କିଛି ହୋଇଥାନ୍ତା ତେବେ ଦାୟି କିଏ ହୁଅନ୍ତା?

ତେବେ କାଚ ଭାଙ୍ଗିଥିବା ଲୋକଟିକୁ ସେ ଜାଣି ନାହାନ୍ତି।ତାଙ୍କର କହିବା କଥା ହେଉଛି ଯେ ସେହି କାଚ ଭାଙ୍ଗିଥିବା ବ୍ୟକ୍ତି ଜଣଙ୍କ ଏଠାକୁ ନ ଆସିବା ଯାଏଁ ସେମାନେ ସେଠାରୁ ଯିବେ ନାହିଁ ବୋଲି ସେ କହିଛନ୍ତି। ଗାଡ଼ି ରଖିବା ପାଇଁ କହି, ଗାଡ଼ି ରଖିବା ପରେ କିଛି ନପଚାରି ଗାଡ଼ିର ଏମିତି କାଚ ଭାଙ୍ଗିବା ପଛର କାରଣ ତାଙ୍କୁ ମଧ୍ୟ ଜଣା ନାହିଁ। ତେଣୁ ଏହାର ସମାଧାନ ନହେଲେ ସେ ସେଠାରୁ ଯିବେ ନାହିଁ ବୋଲି ଦୃଢ ସ୍ଵରରେ କହୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।