ଦେଖନ୍ତୁ Socking Video.. ରାସ୍ତା ମଝିରେ ଝଗଡା ଲାଗିଲେ olywod ଅଭିନେତା ରାଜ ରେଜଶ ଓ ରିୟା …ଦେଖନ୍ତୁ ପୁରା video…

ନିକଟରେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ଦର୍ଶକ ଖୁବ୍ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଭିଡିଓ ରେ ଦେଖିବାକୁ ମିଳିଛି ରାସ୍ତା ମଝିରେ ଓଲିଉଡ଼ ର ଜବରଦସ୍ତ ନାୟିକା ରିୟା ଦେ ଏବଂ ଅଭିନେତା ରାଜ ରାଜେଶ୍ ରାସ୍ତା ମଝିରେ ଖୁବ୍ ଝଗଡ଼ା କରୁଛନ୍ତି। ଏହାପରେ ସେଠାକୁ କିଛି ଲୋକ ଆସି ସେମାନଙ୍କୁ ବୁଝାଇ ସେମାନଙ୍କ ନିଜ ନିଜ ଘରକୁ ଯିବା ପାଇଁ କହିଥିଲେ। ତେବେ ଅଭିନେତ୍ରୀ ରିୟା ଦେ ଏବଂ ଅଭିନେତା ରାଜ ରାଜେଶ୍ ରାସ୍ତା ମଝିରେ ଏପରି କାହିଁକି ଝଗଡ଼ା କରୁଛନ୍ତି ତାହାର କାରଣ କଣ ରହିଛି ଆସନ୍ତୁ ଜାଣିବା।

ତେବେ ଆପଣ ମାନେ ଅଭିନେତ୍ରୀ ରିୟା ଦେଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ। ନିଜର ଜବରଦସ୍ତ ଡାନ୍ସ ଓ ଏକ୍ଟିଂ ମାଧ୍ୟମରେ ସମଙ୍କୁ ନିଜର ଦିୱାନା କରି ପାରିଛନ୍ତି।ତାଙ୍କର ଦମଦାର ଅଭିନୟ ଆପଣ ମାନେ ପରଦା ଉପରେ ନିଶ୍ଚିତ ଭାବେ ଦେଖିବାକୁ ପାଇଥିବେ। ଆଉ ତାଙ୍କ ଅଭିନୟ ଖୁବ୍ ପସନ୍ଦ ମଧ୍ୟ କରନ୍ତି ଦର୍ଶକ। ଖୁବ୍ ଅଳ୍ପ ଦିନ ମଧ୍ୟରେ ନିଜର ଆକ୍ଟିଙ୍ଗ ଏବଂ ଡାନ୍ସ ମାଧ୍ୟମରେ ଦର୍ଶକଙ୍କ ଭଲ ପାଇବା ଜିତି ପାରିଥିଲେ ରିୟା।

ରାଜ ରାଜେଶ୍ ମଧ୍ୟ କିଛି କମ୍ ନୁହଁନ୍ତି। ଇଣ୍ଡଷ୍ଟ୍ରି କୁ ଆସିବାର ମାତ୍ର କେଇ ସିନ ମଧ୍ୟରେ ନିଜର ଅଭିନୟର ଯାଦୁ ଦେଖାଇ ଥିଲେ ରାଜ୍ ରାଜେଶ୍। ରାଜ୍ ରାଜେଶ୍ ଙ୍କ ନେଚୁରାଲ ଅଭିନୟ କୁ ଦର୍ଶକ ମାନଙ୍କ ବହୁ ମାତ୍ରାରେ ଭଲ ପାଇବା ମିଳି ସାରିଛି। ଅନେକ ମେଗା ଧାରାବାହିକରେ ଅଭିନୟ କରି ବେଶ୍ ଲୋକପ୍ରିୟତା ସାଉଁଟି ପାରିଛନ୍ତି ରାଜ୍ ରାଜେଶ୍। ଏହା ସହିତ ବର୍ତ୍ତମାନ ସମୟରେ ରାଜ୍ ରାଜେଶ୍ ଏକାଧିକ ସିନେମା ରେ ମଧ୍ୟ ଖୁବ୍ ସୁନ୍ଦର୍ ଅଭିନୟ କରୁଥିବାର ନଜର ଆସିଛନ୍ତି। ଯାହାକୁ ଦର୍ଶକ ମାନେ ବହୁ ମାତ୍ରାରେ ପସନ୍ଦ ମଧ୍ୟ କରୁଛନ୍ତି।

ତେବେ ବର୍ତ୍ତମାନ ସମୟରେ ଭାଇରାଲ ହେଉଥିବା ଭିଡିଓ ରେ ରିୟା ଏବଂ ରାଜ୍ ରାଜେଶ୍ ଙ୍କ ମଧ୍ୟରେ ଖୁବ୍ ଝଗଡ଼ା ଚାଲିଛି। ଉଭୟ ପରସ୍ପର ସହିତ ଝଗଡ଼ା କରୁଛନ୍ତି ସତ କିନ୍ତୁ ଏହା ରିଅଲ ଲାଇଫ ରେ ନୁହେଁ ଏହା ସୁଟିଂ ସେଟ୍ ର ଦୃଶ୍ୟ ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ତେବେ ଆଗକୁ ଏକ ନୂଆଁ ସିନେମା ରେ ଅଭିନେତ୍ରୀ ରିୟା ଦେ ଏବଂ ରାଜ୍ ରାଜେଶ୍ ଏକାଠି ଆସିବାକୁ ଯାଉଛନ୍ତି। ଆଉ ଯାହାର ସୁଟିଂ ମଧ୍ୟ ଆରମ୍ଭ ହୋଇ ସାରିଛି।

ଆଉ ଏହି ଭାଇରାଲ ହେଉଥିବା ଭିଡିଓ ଟି ସୁଟିଂ ସମୟର ଏକ ସିନ୍। ତେବେ ଦର୍ଶକ ମାନେ ପ୍ରଥମ ଥର ପାଇଁ ପରଦା ଉପରେ ରିୟା ଏବଂ ରାଜ୍ ରାଜେଶ୍ ଙ୍କୁ ଏକାଠି ଦେଖିବାକୁ ପାଇବେ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment