ଦେଖନ୍ତୁ Shocking ଭିଡ଼ିଓ : ରାସ୍ତାରେ ଯାଉଥିବା ବାଇକ ଵାଲା କୁ ବାଘ କଲା ଏମିତି…

ବନ୍ଧୁଗଣ ସୋସିଆଲ ମିଡିଆରେ ଆପଣ ଅନେକ ପ୍ରକାର ଘଟଣା ପ୍ରତ୍ୟେକ ଦିନ ଭାଇରାଲ ହେବାର ଦେଖୁବାକୁ ପାଉଥିବେ ନିଶ୍ଚିତ, ହେଲେ ମୁଁ ଆଜି ଆପଣକୁ ଏକ ଘଟଣା ବିଷୟରେ କହିବି ଯାହା ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ |ଆପଣ ଜୀବନରେ ଅନେକ ଜୀବ ଜନ୍ତୁ ଦେଖିଥିବେ, ସବୁ ଜୀବ ଜନ୍ତୁକୁ ଦେଖିଲେ ଭୟ ଲାଗେ ହେଲେ ବାଘକୁ ଦେଖିଲେ ଅଧିକ ଭୟ ଲାଗେ |ସେ ସବୁ ପଶୁମାନଙ୍କ ଠାରୁ ଅଧିକ ହିଂସ୍ର ଅଟେ, ମଣିଷ ତା ସାମ୍ନାକୁ ଥରେ ଆସିଲେ ସେ ଏତେ ସହଜରେ ଛାଡେ ନାହିଁ |ସେ ମଣିଷକୁ ଅତି ନୁସଂଶା ଭାବରେ ମାରିଦିଏ, ମଣିଷର ବଳ ବାଘର ବଳ ସାମ୍ନାରେ ତୁଚ୍ଛ ହୋଇଯାଏ |ମୁଁ ଆଜି ଆପଣକୁ ଗୋଟିଏ ବାଘ କେମିତି ଜଙ୍ଗଲରୁ ବାହାରି ଆସି ସହର ଭିତରେ ମଣିଷ ମାନଙ୍କୁ ହଇରାଣ କରୁଛି ସେ ବିଷୟରେ ଜଣେଇବି |ତେବେ ଆସନ୍ତୁ ଜାଣିବା ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ |

ଏହି ଦୁନିଆରେ ଅନେକ ଜୀବଜନ୍ତୁ ଠାରୁ ବାଘ ବହୁତ ହିଂସ୍ର ଅଟେ,ଲୋକେ ବାଘକୁ ଦେଖିଲେ ଅଧିକ ଡରି ଯାଆନ୍ତି |ଏକ କଲରା ପତ୍ରିଆ ବାଘ କେମିତି ଜଙ୍ଗଲ ଭିତରୁ ଖସି ଆସି ସହର ପହଁଚିଛି, ସେ ଲୋକମାନଙ୍କୁ ବହୁତ ଆତଙ୍କିତ କରିଛି |ଘଟଣାଟି ଘଟିଛି କର୍ଣ୍ଣାଟକ ମୌସୁମରେ, ଜଙ୍ଗଲରୁ ଏକ କାଳରପତ୍ରିଆ ବାଘ ସହରକୁ ଆସିଛି |ଯାହାକୁ ଦେଖି ଲୋକେ ଆତଙ୍କିତ ହୋଇ ଯାଇଛନ୍ତି, ବାଘ ସହରରେ ଲୋକ ମାନଙ୍କୁ ରାସ୍ତାରେ ଚଲା ବୁଲା କରିବା ପାଇଁ ଦେଉନାହିଁ |ଲୋକଙ୍କୁ ଦେଖିଲେ ବାଘ ଗୋଡ଼େଇବାକୁ ଲାଗୁଛି ଯାହା ଦ୍ଵାରା ଲୋକେ ରାସ୍ତାକୁ ବାହାରି ପାରୁ ନାହାନ୍ତି |

ଏହି କଲରା ପତ୍ରିଆ ବାଘ ସହର ସାରା ଦୌଡୁଛି, ଲୋକଙ୍କୁ ଦୌଡ଼ାଉଛି ଏବଂ ଆକ୍ରମଣ କରୁଛି ମଧ୍ୟ୍ୟ |ଏହି ଭିଡିଓର ଦୃଶ୍ୟରୁ ଦେଖା ଯାଇଛି ଯେ ଜଣେ ଲୋକ ବାଇକରେ ରାସ୍ତାରେ ଯାଉଥିବା ସମୟରେ ଏହି ବାଘ କଉଠି ଥିଲା କେଜାଣି ଦୌଡ଼ି ଆସି ଏହି ବ୍ୟକ୍ତି ଜଣଙ୍କୁ ଆକ୍ରମଣ କରିଥିଲା ଏବଂ ବ୍ୟକ୍ତି ଜଣଙ୍କ ବାଇକ ସହ ତଳେ ପଡିଗଲେ |ଅନ୍ୟ ଲୋକ ମାନେ ଏହି ବାଘକୁ ଘୋଡିବା ପାଇଁ ବହୁତ ଚେଷ୍ଟା କରୁଛନ୍ତି ମାତ୍ର ତାହା ଫଳପ୍ରଦ ହେଉନାହିଁ |

ଲୋକେ ବାଘକୁ ତଡିବା ପାଇଁ ଚେଷ୍ଟା କରିବାରୁ ବାଘଟି ଲୋକଙ୍କୁ ଆକ୍ରମଣ କରି ଖଣ୍ଡିଆ ଖାବର କରିଦେଉଛି |ବାଘ ଭୟରେ ପୁରା ସହର ଆତଙ୍କିତ ହୋଇ ଅଛନ୍ତି, ଏହି ବାଘକୁ କିପରି ତଡା ଯିବା ସେ ନେଇ ଏପ୍ରଯ୍ୟନ୍ତ କୌଣସି ସ୍ଥିର କରାଯାଇ ନାହିଁ |ଏ ନେଇ ଜଙ୍ଗଲ ପ୍ରଶାସକଙ୍କୁ ଖବର ଦେବା ଉଚିତ,ଏହି କଲରା ପତ୍ରିଆ ବାଘର ମୌସମ ସହର ଭିତରେ ତାଣ୍ଡବର ଦୃଶ୍ୟ ବର୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment