omg ! ରାସ୍ତା ଉପରେ ଦୁଇଟି ମାଙ୍କଡ଼ ( monkey ) କଲେ ଏମିତି ଡ୍ୟାନ୍ସ… . ମାତ୍ର 4 ଘଣ୍ଟାରେ 611k ରୁ ଅଧିକ ଲୋକ ଦେଖି ସାରିଲେଣି…

ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର |ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ସାମ୍ନା କୁ ଅସିଥାଏ ଯାହାକୁ ଦେଖିଲେ ଆମକୁ ବେଶ ଖୁସି ଲାଗିଥାଏ ଓ ବାରମ୍ବାର ଦେଖିବାକୁ ଇଚ୍ଛା ହୋଇଥାଏ ବୋଲି ମଧ୍ୟ କୁହାଯାଉଛି | ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ସୁନ୍ଦର ଭାବରେ ଡାନ୍ସ କରିବାକୁ ଲାଗିଛନ୍ତି ମାଲିକ ର ଇସାରା ରେ ମାଙ୍କଡ଼ ଟି | ଆଉ ଡାନ୍ସ ସହିତ ବିଭିନ୍ନ ପ୍ରକାରର ଏକ୍ସନ ମଧ୍ୟ ଦେଖାଇବାକୁ ଲାଗୁଛି ବୋଲି କୁହାଯାଉଛି ଏହି ମାଙ୍କଡ଼ ମାନେ | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣନ୍ତି କି ମଣିଷ ହେଉଛି ଦୁନିଆରେ ଶ୍ରେଷ୍ଠ ଜୀବ, ଆଉ ତାହା ପାଖରେ ବୁଦ୍ଧି ଓ ବିବେକ ସବୁ କିଛି ରହିଛି | ତେବେ ବାର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଠାରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ମାଙ୍କଡ଼ ଟି ମଣିଷ ଭଳି ମାଲିକ ର ସମସ୍ତ କଥା କୁ ବୁଝି ପାରୁଛି ଆଉ ସବୁ କଥା କୁ ମଧ୍ୟ ମାନିକି କାମ କରିବାକୁ ଲାଗୁଛି |ଆଉ ଦେଖିବାକୁ ମିଳିଛି କି ମାଙ୍କଡ଼ ଖେଳାଳି ଜଣଙ୍କ ହାତରେ ଡମ୍ବୁରୁ କୁ ଧରିଛି ଆଉ ଗୀତ ମାଧ୍ୟମରେ କଥା କହିବାକୁ ଲାଗିଛି ଆଉ ମାଙ୍କଡ଼ ମାନେ ମଧ୍ୟ ମାଲିକ ର ଇସାରା କୁ ବୁଝି ପାରି କରିବାକୁ ଲାଗିଛି ଡାନ୍ସ |

ତାହା ସହିତ ସେହି ମାଙ୍କଡ଼ ମାନଙ୍କ ଭିତରେ ଜଣେ ପୁରୁଷ ମାଙ୍କଡ଼ ଥିଲା ବେଳେ ଆଉ ଜଣେ ଝିଅ ମାନଙ୍କ ରହିଛି ଆଉ ଯାହାର ନାଁ ହେଉଛି ରାଣୀ ମୁଖାର୍ଜୀ |ଆଉ ସେ ବହୁତ ସୁନ୍ଦର ଭାବରେ ନାଗୀନ ଡାନ୍ସ କରିବା ମଧ୍ୟ ଜାଣିଛି ଆଉ ସେହି ଅନୁସାରେ ଡାନ୍ସ ମଧ୍ୟ କରିବାକୁ ଲାଗୁଛି | ଆଉ ସେପରେ ଆର ମାଙ୍କଡ଼ ଟି ମାଲିକ ର ସମସ୍ତ କଥା କୁ ମାନୁଛି ଆଉ ଅଣ୍ଟା ରେ ଖୁଙ୍ଗୁର ଲଗାଇ କରିବାକୁ ଲାଗୁଛି ଡାନ୍ସ | ଆଉ ଯାହା କୁ ଲୋକ ମାନେ ଆନନ୍ଦ ର ସହିତ ଉପଭୋଗ ମଧ୍ୟ କରୁଥିବାର ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ବୋଲି କୁହାଯାଇଛି | ପୁଷ୍କର ମେଳା ରେ ଦେଖିବାକୁ ମିଳିଛି ଏହି ଭଳି କିଛି ଦୃଶ୍ୟ |

ତାହା ସହିତ ମାଙ୍କଡ଼ ଟି ଶଶୂର ଘରକୁ ଗଲା ବେଳେ କେଉଁ ଭଳି ଭାବରେ ହାତ ରେ ଠେଙ୍ଗା କୁ ଧରିକି ନଇଁ ନଇଁ ଚାଲିବାକୁ ଲାଗିଛି ତାହା ଏହି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି |ଆଉ ତାଳି ମାରିବା ରୁ ମାଙ୍କଡ଼ ମାନେ ଡାନ୍ସ କରିବାକୁ ଲାଗୁଛନ୍ତି ବୋଲି କୁହାଯାଉଛି | ଆଉ ଯେଉଁ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment