ଦେଖନ୍ତୁ Socking ଭିଡ଼ିଓ-ରାତି ଅଧାରେ ରାସ୍ତାରେ ମଝିରେ ଘାଗରା ପିନ୍ଧି ବୁଲେଟ୍ ଚଢ଼ିଲେ ଭାଉଜ ! ଭିଡ଼ିଓ ଦେଖିଲେ ଆପଣବି ହୋଇଯିବେ ଆଶ୍ଚର୍ଯ୍ୟ….

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ସବୁବେଳେ କିଛି ନା କିଛି ନୂଆ ନୂଆ ଭିଡ଼ିଓ ମାନ ସବୁବେଳେ ଭାଇରାଲ ହେବାକୁ ଲାଗିଥାଏ | ତେବେ ସେହି ଭିଡ଼ିଓ ଗୁଡିକ ଭିତରେ କେତେକ ଏଭଳି ଭିଡିଓ ଅଛି ଯାହାକୁ ଦେଖିଲେ ଲୋକ ମାନେ ଖୁସି ହେଉଥିବା ବେଳେ ଆଉ କେତେକ ଭିଡ଼ିଓ ଏଭଳି ରହିଛି ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ବୋଲି କୁହାଯାଇଥାଏ | ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ମଧ୍ୟ ଠିକ ସେହିଭଳି ହୋଇଛି | ଆଉ ଯେଉଁଠି କୁହାଯାଉଛି କି ଟ୍ରେଡିସନାଲ ଭାବରେ ମହିଳା ଜଣଙ୍କ ଘାଗରି,ଚୁଡ଼ି ପିନ୍ଧି ଚଳେଇ ବାକୁ ଲାଗିଛନ୍ତି ବାଇଲ| ଆଉ ଯାହା କୁ ଦେଖିବା ପରେ ଲୋକ ମାନେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଆପଣ ମାନେ ଦେଖିବାକୁ ପାଉଥିବେ ଆଜି କାଲି ପୁରୁଷ ଆଉ ନାରୀ ଭିତରେ କିଛି ବି ଫରକ ନାହିଁ | ପୁରୁଷ ମାନେ ଯେଉଁ କାର୍ଯ୍ୟ କୁ କରିପାରୁଛନ୍ତି ନାରୀ ମାନେ ମଧ୍ୟ ସେହି କାର୍ଯ୍ୟ କୁ ଅତି ସହଜରେ କରି ପାରୁଛନ୍ତି ବୋଲି କୁହାଯାଉଛି | ତେବେ ଏହି ଭିଡ଼ିଓ ରେ ମଧ୍ୟ ସେହି ଭଳି ଏକ ଘଟଣା ଟି ଦେଖିବାକୁ ମିଳିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ମହିଳା ଜଣକ ପିନ୍ଧିଛନ୍ତି ଘାଗରା,ଆଉ ତାହା ସାଙ୍ଗକୁ ହାତରେ ଚୁଡ଼ି ଓ ସିନ୍ଦୁର ମଧ୍ୟ ପିନ୍ଧିଛନ୍ତି ଆଉ ଜଣେ ଭାରତୀୟ ନାରୀ ଭଳି ବେଶ ପୋଷାକ ଦେଖିବାକୁ ମିଳିଛି

ଆଉ ଏଭଳି ବେଶ ପୋଷାକ ସାଙ୍ଗକୁ ସେ ମହିଳା ଜଣକ ଚଡିବାକୁ ଲାଗିଛନ୍ତି ବୁଲେଟ | ଆଉ ତାହା ସହିତ ପଛରେ ମଧ୍ୟ ଜଣେ ମହିଳା ଙ୍କୁ ବସେଇଛନ୍ତି ଓ ବୁଲେଟ କୁ ମଧ୍ୟ ସଠିକ ବେଗ ରେ ନିଜର ଆୟତ୍ତ ଭିତରେ ଚଳେଇବାକୁ ଲାଗିଛନ୍ତି ବୁଲେଟ ବୋଲି କୁହାଯାଉଛି | ଆଉ ତାହା ସହିତ ତାଙ୍କର ପଛରେ ଆଉ ଜଣେ ମହିଳା ଙ୍କୁ ମଧ୍ୟ ବସେଇକି ନେଇ ଯାଉଛନ୍ତି | ଆଉ ଯେଉଁ ଦୃଶ୍ୟ କୁ ଯିଏ ବି ଦେଖୁଛି କିଛି ସମୟ ପାଇଁକି ଆଶ୍ଚର୍ଯ୍ୟ ହୋଇକି ରହି ଯାଉଛି ବୋଲି କୁହାଯାଉଛି |

ଆଉ ମହିଳା ଜଣଙ୍କର ଏହି ଭଳି ବୁଲେଟ ଚଳେଇବାକୁ ଦେଖି ଲୋକ ମାନେ ତାହାକୁ କେମେରା ରେ କୋଏଦ ମଧ୍ୟ କରିବା ସହିତ ସୋସିଆଲ ମିଡ଼ିଆରେ ତାହାକୁ ଭାଇରାଲ କରେଇବାକୁ ଲାଗିଛନ୍ତି | ଆଉ ଏହି ଭଳି ଭିଡ଼ିଓ କୁ ଲକ୍ଷେ ରୁ ଅଧିକ ଭି୍ୱାରସ ଦେଖିବା ସହିତ 50 ହଜାର ରୁ ଅଧିକ ଲୋକ ତାହାକୁ ପସନ୍ଦ ମଧ୍ୟ କରିଛନ୍ତି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment