Health Tips – ରସୁଣ ମାଧ୍ୟମରେ 5 ମିନିଟରେ ଜାଣିପାରିବେ ଗର୍ଭରେ ବଢୁଥିବା ପିଲା ପୁଅ ନା ଝିଅ- କେମିତି ଜାଣନ୍ତୁ

0

ବୈବାହିକ ଜୀବନ ରେ ବାନ୍ଧି ହେବା ପରେ ଜଣେ ମହିଳା ତାର ଜୀବନକୁ ସଂପୂର୍ଣ୍ଣ କରିଥାଏ ବୋଲି କୁହାଯାଏ।ଆଉ ତାପରେ ଯେତେବେଳେ ଯେ ଜନନୀ ସୁଖ ଲାଭ କରେ ସେତେବେଳେ ତାର ନାରିତ୍ୱ ଉଜ୍ଜୀବିତ ହୋଇଥାଏ।ତେବେ ମାତୃତ୍ୱ ଲାଭ ପାଇଁ ସମସ୍ତ ମହିଳା ପ୍ରାୟତଃ ଚାହିଁଥାନ୍ତି। କାରଣ ଏହା ସେମାନଙ୍କ ନାରିତ୍ଵ କୁ ପୂର୍ଣ୍ଣ କରିଥାଏ। ବିବାହ ପରେ ଜଣେ ନାରୀ ଏଥିପ୍ରତି ଅଧିକ ଆଗ୍ରହୀ ଥିବା ଦେଖାଯାଏ।

କାହିଁକି ନା ବିବାହ ପରେ ଜଣେ ମାଆ ତାର ସନ୍ତାନ କୁ ଜନ୍ମ ଦେଇ ନାରୀ ଜୀବନର ପୂର୍ଣ୍ଣତା ଆଣିବାକୁ ଚେଷ୍ଟା କରେ ଏବଂ ନିଜକୁ ସାର୍ଥକ କରିଥାଏ।ଏହା ଏକ ସୁନ୍ଦର୍ ଏବଂ ନିଆରା ଅନୁଭବ ଅଟେ। ଯାହା ଜଣେ ନାରୀ ମାଆ ହେବାପରେ ଅନୁଭବ କରିପାରେ।

ଆଉ ଯେତେବେଳେ ମାଆ ପିଲା ଜନ୍ମ କରିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇଯାଏ ସେତେବେଳେ ନିଜ ଗର୍ଭ ରେ ୧୦ ମାସ ଧରି ନିଜ ଜୀବନ ସହ ଲଢେ଼ଇ କରି ଅନେକ କଷ୍ଟ ସହି ମଧ୍ୟ ସେ ତାର ସନ୍ତାନ କୁ ଜନ୍ମ ଦେଇ ଥାଏ।ମାଆ ପାଇଁ ତ ତାର ସନ୍ତାନ ସବୁବେଳେ ମୂଲ୍ୟବାନ ଏବଂ ରତ୍ନ ହୋଇଥାଏ। ନିଜ ସନ୍ତାନର ବୃଦ୍ଧି, ଲାଳନ ପାଳନ ପାଇଁ ସେ ଦୁନିଆର ସମସ୍ତ କଷ୍ଟକୁ ବି ସହି ଯାଇ ଥାଏ।

ତା ଆଗରେ କୌଣସି ପିଲା ସୁନ୍ଦର୍, ଅସୁନ୍ଦର ନଥାଏ।କିନ୍ତୁ ଆପଣ ମାନେ ପ୍ରାୟତଃ ଆଜିର ସମୟରେ କିଛି କ୍ଷେତ୍ରରେ ଦେଖିବାକୁ ପାଉଥିବେ ଯେ ଆମ ସମାଜରେ ଗୋଟିଏ ପୁଅ ପିଲାକୁ ଲୋକମାନେ ଯେତିକି ପସନ୍ଦ କରିଥାନ୍ତି ସେହିପରି ଏକ ଝିଅ ପିଲାକୁ କରନ୍ତି ନାହିଁ।

ତେବେ ଏଥିପାଇଁ ଲୋକେ ପିଲା ଗର୍ଭରେ ଥିବା ସମୟରେ ପିଲାର ଲିଙ୍ଗ ବିଷୟରେ ଜାଣିବାକୁ ଚାହିଁଥାନ୍ତି।ଏଥିପାଇଁ ଲୋକେ ଅଲଟ୍ରାସାଉଣ୍ଡ କରି ପୂର୍ବରୁ ଝିଅ ପିଲାକୁ ନଷ୍ଟ ମଧ୍ୟ କରି ଦେଇଥାନ୍ତି। ତେଣୁ ସରକାରଙ୍କ ତରଫରୁ ଏହାକୁ ବ୍ୟାନ୍ କରି ଦିଆ ଯାଇଛି। କାରଣ ଗର୍ଭସ୍ଥ ଶିଶୁ ର ଲିଙ୍ଗ ନିରୂପଣ କରିବା ଏକ ଦଣ୍ଡନୀୟ ଅପରାଧ ଅଟେ।

ତେବେ ଏଥିପାଇଁ ଲୋକେ ଆଜିର ଅତ୍ୟାଧୁନିକ ଯୁଗରେ ଅନେକ କୌଶଳ ଆପଣାଇ ଅଛନ୍ତି। ଯାହା ଅନିତିକ ଅଟେ। ତେବେ ଆମେ ଆପଣଙ୍କୁ ଏଥିପାଇଁ ରସୁଣ ର ଏକ ଘରୋଇ ଉପଚାର ବିଷୟରେ କହିବୁ ଯାହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ହିଁ ନାହିଁ।

ଆପଣଙ୍କୁ ଏଥିପାଇଁ ଗର୍ଭବତୀ ମହିଳାଙ୍କୁ ରସୁଣ ଖାଇବାକୁ ଦେବାକୁ ପଡ଼ିବ। ରସୁଣ ଖାଇବା ପରେ ଯଦି ପାଟିରୁ ଦୁର୍ଗନ୍ଧ ବାହାରେ ତେବେ ପୁଅ ହେବାର ସମ୍ଭାବନା ଅଛି।ଆଉ ଦୁର୍ଗନ୍ଧ ନବାହାରିଲେ ଝିଅ ହୋଇପାରେ। ଏହାର କୌଣସି ଗ୍ୟାରେଣ୍ଟି ଆମେ ଆପଣଙ୍କୁ ଦେଉନାହୁଁ। କିନ୍ତୁ ଅନେକ କ୍ଷେତ୍ରରେ ଏହା ସତ ପ୍ରମାଣିତ ହୋଇ ଥିବାର ଦେଖା ଯାଇଛି। ଆପଣ ମଧ୍ୟ ଘରେ ଏହାକୁ ପରୀକ୍ଷା କରି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।