Pregnancy Test – ରସୁଣ ମାଧ୍ୟମରେ ୫ ମିନିଟରେ ଜାଣିପାରିବେ ଗର୍ଭରେ ବଢୁଥିବା ପିଲା ପୁଅ ନା ଝିଅ, କେମିତି ଜାଣନ୍ତୁ…

0

ଏହି ସମାଜରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗୋଟିଏ ମା ହିଁ ଲିଭାଇଥାଏ , ବିବାହ ପରେ ପ୍ରତ୍ୟେକ ଝିଅ ମାନଙ୍କର ମା ବନିବା ଏକ ପ୍ରକାର ସୌଭାଗ୍ୟ ଅର୍ଜନ କରିବା ସହ ସମାନ ହୋଇଥାଏ । ଗୋଟିଏ ଝିଅ ମା ବନିବା ଦୁନିଆଁର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ ଏବଂ ଏହାକୁ ନିଜ ଗର୍ଭରେ 9 ମାସ ଧରି ନିଜ ଜୀବନ ସହିତ ଲଢେଇ କରି ଜନ୍ମ ଦେବା ସେମାନଙ୍କ ପାଇଁ ଏକ ପ୍ରକାର ସ୍ୱପ୍ନ ହୋଇଥାଏ । ଗୋଟିଏ ଝିଅ ମା ହେବା ପରେ ତାର ପ୍ରକୃତ ଜୀବନର ମୂଲ୍ୟ ସାର୍ଥକ ହୋଇଥାଏ ।

ଗୋଟିଏ ମା ପାଇଁ କୌଣସି ପ୍ରକାର କାରଣ ରହିନଥାଏ କି ତା ଗର୍ଭରେ ବଢୁଥିବା ପିଲାଟି ପୁଅ ହେବା ନା ଝିଅ । କିନ୍ତୁ ଆମ ସମାଜରେ ଏପରି କିଛି ପରିବାର ବା ଲୋକମାନେ ରହିଛନ୍ତି , ଯେଉଁ ମାନଙ୍କ ଉପରେ ବହୁତ ପ୍ରଭାବ ପଡେ କି ପିଲାଟି ପୁଅ ହେବ ନା ଝିଅ । ଆପଣ ମାନେ ଜାଣିଛନ୍ତି କି ପ୍ରାୟ ସମସ୍ତ ଲୋକମାନେ ପୁଅ ପିଲାକୁ ଅଧିକ ପସନ୍ଦ କରନ୍ତି , ସେହି ତୁଳନାରେ ଝିଅ ପିଲାଙ୍କୁ ପସନ୍ଦ କରନ୍ତି ନାହିଁ । ଯଦିଓ ପୁଅ ଏବଂ ଝିଅ ମଧ୍ୟରେ ସେମିତି କୌଣସି ତାରତମ୍ୟ କି ପାର୍ଥକ୍ୟ ନାହିଁ ତଥାପି ଲୋକମାନେ ଏହି ବିଶ୍ୱାସକୁ ନେଇ ବଞ୍ଚୁଛନ୍ତି ।

ଲୋକମାନଙ୍କ ମନ ଏବଂ ମସ୍ତିଷ୍କରୁ ଏହି ଭୁଲ ଧାରଣକୁ ଦୂର କରିବା ପାଇଁ ସରକାର କେତେ ପ୍ରକାର ଯୋଜନା କରୁଛନ୍ତି , କିନ୍ତୁ କଣ ହେବ ସବୁ ଅସଫଳ ହୋଇଯାଉଛି । ବର୍ତ୍ତମାନ ର ଅତ୍ୟାଧୁନିକ ବିଜ୍ଞାନର ଯନ୍ତ୍ରପାତି ସାହାର୍ଯ୍ୟରେ ଡାକ୍ତର ମାନେ ଅତି ସହଜରେ ଜାଣି ପାରିଥାନ୍ତି କି ମା ର ଗର୍ଭରେ ବଢୁଥିବା ପିଲାଟି ପୁଅ ନା ଝିଅ ସେମାନେ ଜେଣେଇ ଦେଇଥାନ୍ତି । କିନ୍ତୁ ସରକାର ଏହା ଉପରେ ରକଠକ ମନା କରିବା ପରେ ଏହା ବହୁତ କମ କେଶରେ ହେଉଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେଇବୁ ଏକ ଘରୋଇ ଉପାୟ , ଯାହା ସାହାର୍ଯ୍ୟରେ ଆପଣ ଜାଣିପାରିବେ କି ଆପଣଙ୍କ ଗର୍ଭରେ ପୁଅ ଅଛି ନା ଝିଅ ।

ତେବେ ଏହି ଉପାୟଟି କରିବାକୁ ହେଲେ ଆପଣ କିଛି ରସୁଣ ଗୋଲି ନିଅନ୍ତୁ , ଏବଂ ଏହାକୁ ଗର୍ଭବତୀ ଥିବା ମହିଳା ତଥା 6 ମାସ ରୁ ଅଧିକ ଦିନ ଗର୍ଭବତୀ ମହିଳାଙ୍କୁ ଖାଇବାକୁ ଦିଅନ୍ତୁ । ସେ ଏହି ରସୁଣ ଗୋଲା କୁ ଖାଇବା ପରେ , ଯଦି ତାଙ୍କ ପାଟିରୁ ଗନ୍ଧ ବାହାରେ ତେବେ ତାଙ୍କର ପୁଅ ହେବ । ଆଉ ଯଦି ଗନ୍ଧ ବାହାରେ ନାହିଁ ତେବେ ଝିଅ ହେବ , ଏହା ଅନେକଙ୍କ କେସ ରେ ସତ ବୋଲି ପ୍ରମାଣିତ ହୋଇଛି କିନ୍ତୁ ଏହା ଭୁଲ ବି ହୋଇପାରେ । ଏହା କେବଳ ଗୋଟିଏ ଅନୁମାନ ମାତ୍ର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।