ଯୁବତୀ ଦେଲେ କଡା ମନ୍ତବ୍ୟ ! ଫ୍ରି ସେ -କ୍ସ ମାନେ ନୁହଁ ,ଯେଉଁଠି ନାହିଁ ସେଇଠି ..କିଛି ପିଲା ଯେଉଁଠି ନାହିଁ ସେଇଠି ଷ୍ଟାର୍ଟ ହେଇଯାଉଛନ୍ତି-ଦେଖନ୍ତୁ video

ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ |ତେବେ ବେଳେ ବେଳେ ଏଭଳି କିଛି ଘଟଣା ସାମ୍ନା କୁ ଆସିଥାଏ ଯାହା ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥାଏ | ତେବେ ସେହିଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଆଉ ତାହା ହେଉଛି ଶ୍ରଦ୍ଧା ର ଘରଣା କୁ ନେଇକି | ଆଉ ଯେଉଁଠି ଲିଭିଙ୍ଗ ରିଲେସନ ରେ ରହିବା କଥା ଆଉ କିଛି ଭୁଲ ଡିସିସନ ନେବା ଫଳରେ ଆଜିର ସମାଜ ର ଯୁବ ପିଢ଼ି ମାନଙ୍କର କଣ ସବୁ ଅସୁବିଧା ହେଉଛି ସେ ବିଷୟରେ କହିଛନ୍ତି ଝିଅ ଜଣଙ୍କ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଝିଅ ଜଣଙ୍କର କହିବା କଥା କି ଆଜି କାଲି ଯୁବ ପିଢ଼ି ମାନେ ଆଉ କାହାର କଥା କୁ ମାନୁ ନାହାନ୍ତି କି ଆଗ ପଛ କଣ ହେବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେଉ ନାହାନ୍ତି | ଆଉ ଯେଉଁଠି ସୁପ୍ରିମକୋଟ ନିର୍ଦେଶ ଦେଇଛି କି ବିବାହ ପୂର୍ବରୁ ଜଣେ ପୁଅ ଆଉ ଝିଅ ଚାହିଁଲେ ଲିଭିଙ୍ଗ ରେ ରହି ପାରିବେ ଆଉ ସେମାନଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ସୃଷ୍ଟି ହୋଇ ପାରିବ ବୋଲି | ଆଉ ତାହା ସହିତ ଆହୁରି ମଧ୍ୟ କହିଛନ୍ତି କି ଏହି ଭଳି ଲିଭିଙ୍ଗ ରେ ରହି କିଛି ଭୁଲ କରିବା ପରେ ପିଲା କୁ ଆବର୍ଶନ କରିବା ପାଇଁ ମଧ୍ୟ ଅନୁମତି ରହିଛି |


ଆଉ ଯେଉଁଥିପାଇଁ ଆଜିର ଯୁବ ସମାଜ ଖରାପ ହେବା ସହିତ ତାହାର କୁ ପ୍ରଭାବ ମଧ୍ୟ ପଡିବ କଥା କୁହାଯାଉଛି | ଏହା ବ୍ୟତୀତ ଆହୁରି ମଧ୍ୟ ଆଜିର ପିଲା ମାନେ ସେକ୍ସ କରିବା ପାଇଁ ସ୍ଥାନ କୁ ନଜର କରୁ ନାହାନ୍ତି ଯେଉଁଠି ସେଇଠି ପାରୁଛନ୍ତି ସେକ୍ସ କରୁଛନ୍ତି | ଆଉ ଯେମିତି ଶିକ୍ଷାନୁଷ୍ଠାନ ଆଗରେ ଖରାପ କାମ କିଛି କରୁଛନ୍ତି ଆଉ ଯାହାର ସିଧା ପ୍ରଭାବ ପଡୁଛି ପିଲା ମାନଙ୍କ ଉପରେ ବୋଲି କୁହାଯାଉଛି , ଆଉ ଯେଉଁଥିପାଇଁ ଆଜିର ସମାଜର ପରିସ୍ଥିତି ଏମିତି ବୋଲି କୁହାଯାଉଛି |

ଏହା ବ୍ୟତୀତ ଆଜି ଯେଉଁ ଶ୍ରଦ୍ଧା ଙ୍କ କଥା ଭାଇରାଲ ହେଉଛି କି ତାଙ୍କୁ 36 ଖଣ୍ଡ କରିକି ପକେଇଛନ୍ତି ତାଙ୍କର ପ୍ରେମିକ ଆଉ ଯିଏକି ଲିଭିଙ୍ଗ ରେ ରହୁଥିଲେ, ଏମିତି ଆଉ କିଛି ହୋଇ ନ ଥାଆନ୍ତା ବୋଲି କହିଛନ୍ତି ଝିଅ ଜଣକ | ତେବେ ତାଙ୍କର କହିବା କଥା କି ଯାହା ବି ଡିସିସନ ନେଉଛ ପରିବାର କୁ ପଚାରିକି ପରିବାର ର ସାହାଯ୍ୟ ରେ ନିଅନ୍ତୁ ଯାହା ଦ୍ୱାରା କିଛି ଅସୁବିଧା ହେବ ନାହିଁ | ଆଉ ତ୍ରେତୟା ଯୁଗରେ ଦଶ ମୁଣ୍ଡ ଥିଲା ରାବଣ ର ପାପ ଠାରୁ ଆଜିର ଏକ ମୁଣ୍ଡ ଥିବା ମଣିଷ ର ପାପ ବଢ଼ିବାରେ ଲାଗିଛି ବୋଲି ଝିଅ ଟି କହିଛି | ଯାହା ବର୍ତମାନ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment