Jyotisha Shastra – ରଥଯାତ୍ରା ଆଗରୁ ଏହି ୫ ରାଶି ହେବେ କୋଟିପତି , ଘରକୁ ଆସିବ ପୁଳା ପୁଳା ଟଙ୍କା

ହଁ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଜାଣିଥିବେ କି ପ୍ରତେକ ମଣିଷ ଜନ୍ମ ହେବା ପରେ ତାଙ୍କ ସହିତ ସଂଯୋଗ ହୋଇଯାଇଥାଏ ରାଶି, ସେଥିପାଇଁ ପିଲାଟି ଜନ୍ମ ହେବା ପରେ ପିଲାଙ୍କର ନାଁ ସହିତ ରାଶିକୁ ଯୋଡି ଦିଆଯାଇଥାଏ | ଆଉ ସେହି ରାଶି ଫଳ ଅନୁସାରେ ଅର୍ଥାତ ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନ ଅନୁସାରେ ମଧ୍ୟ ରାଶିଫଳର ପ୍ରଭାବ ଆମ ଉପରେ ପଡିଥାଏ , ତେବେ ଏହି ରଥଯାତ୍ରା ସମୟରେ ଆସିଛି ଗୋଟିଏ ଏପପରି ପରିବର୍ତନ ଯାହା ଆପଣମାନଙ୍କର ଭାଗ୍ୟକୁ କରି ଦେଇଥାଏ ପରିବର୍ତ୍ତନ | ତାହା ସହିତ ଜଗନ୍ନାଥ ଙ୍କର ମାଧ୍ୟ୍ ଆର୍ଶୀବାଦ ରହିଛି ଯାହା ଆପଣଙ୍କର ଲାଇଫ ରେ ବଡ଼ ଧରଣର ପରିବର୍ତ୍ତନ ଆଣିବ | ଆସନ୍ତୁ ତାହେଲେ ସେହି 7 ଟି ରାଶି ବିଷୟରେ ଜାଣିବା |

1- ବୃଷ ରାଶି :-

ଏହି ରାଶିର ବ୍ୟକ୍ତି ମାନଙ୍କର ରଥଯାତ୍ରା ଦିନ ପାଖରୁ ବହୁତ ଭଲ ରହିବ ଓ ଆପଣ ମଧ୍ୟ ଧନ ସମ୍ବଦ୍ଧରେ ଅଧିକ ଲାଭବାନ ହେବେ ବୋଲି କୁହାଯାଇଛି,ଆପଣଙ୍କର ଆୟ ବୃଦ୍ଧି ପାଇବ ଓ ବ୍ୟବସାୟିକ କ୍ଷେତ୍ରରେ ମଧ୍ୟ ଅଧିକ ଲାଭବାନ ହେବେ ବୋଲି ମଧ୍ୟ କୁହାଯାଉଛି | ସମସ୍ତ କ୍ଷେତ୍ରରେ ଆଶାତୀତ ସଫଳତା ଲାଭ କରିପାରିବେ ଏହି ରଥଯାତ୍ରା ପାଖରୁ ବୃଷ ରାଶିର ବ୍ୟକ୍ତି ଉପରେ |

2-ତୁଳା ରାଶି :-

ଏହି ରାଶିର ବ୍ୟକ୍ତି ମାନଙ୍କ ଠାରେ ମଧ୍ୟ ମହାପ୍ରଭୁ ଙ୍କର ବିଶେଷ କୃପା ରହିବ ଯାହା ଫଳରେ ସବୁ କ୍ଷେତ୍ରରେ ସେମାନେ ଲାଭବାନ ହେଇପାରିବେ ବିଦ୍ୟାର୍ଥୀ ମାନେ ମଧ୍ୟ ଫଳ ଲାଭ କରିବେ |

3-ମିଥୁନ ରାଶି :-

ଏହି ରାଶିର ବ୍ୟକ୍ତି ମାନେ ଜୁଲାଇ ମାସରେ ହେଇଯିବେ ମାଲାମାଲ, ବହୁତ ଜାଗାରୁ ଅର୍ଥ ଆସିବାର ସୁଯୋଗ ରହିଛି ଏହି ମିଥୁନ ରାଶିର ବ୍ୟକ୍ତି ମାନଙ୍କ ଠାରେ , ଆପଣ ମାନେ ଯାହା ବି କରିବେ ସେଥିରେ ଲାଭ ଵାନ ହେବେ | ଧନ ଜନିତ ସମସ୍ୟା ଆପଣଙ୍କର ରହିବ ନାହିଁ, ଯାହାବି ଅସୁବିଧା ଦେଖା ଯିବ ସବୁ ଦୂରେଇଯିବ |

4-କନ୍ୟା ରାଶି :-

ଏହି ରାଶିର ବ୍ୟକ୍ତି ମାନେ ଯୋଉ କାର୍ଯ୍ୟରେ ହାତ ଦେବେ ସଫଳତା ପାଇବେ, ସବୁ କାର୍ଯ୍ୟ ମନର ସହିତ କରିବା ଫଳରେ ବିଫଳ ହେଇଥିବା କାର୍ଯ୍ୟ ମଧ୍ୟ ସଫଳ ହୋଇଯିବ |

5-ସିଂହ ରାଶି :-

ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଜୁଲାଇ ମାସଟି ବହୁତ ଶୁଭକାର ରହିବ , ଅଟକି ଥିବା ଆପଣଙ୍କର ସମସ୍ତ ଧନ ଆପଣଙ୍କୁ ପ୍ରାପ୍ତ ହେବ, ଆପଣ ପୌତ୍ରିକ ସମ୍ପତି ରୁ ମଧ୍ୟ ଅନେକ ଧନ ପାଇବେ |ଧନ ଜଣିତ ସମସ୍ୟା ଆପଣଙ୍କ ସମ୍ପୂର୍ଣ୍ଣ ଭାବରେ ଦୂରେଇଯିବ |

4-ବିଛା ରାଶି :-

ଏହି ରାଶିର ବ୍ୟକ୍ତି ମାନେ ଜୁଲାଇ ମାସରେ ସବୁପ୍ରକାର ଦୁଃଖ କଷ୍ଟ ତାଙ୍କର ଦୂର ହେଇଯିବ, ଅପଣଙ୍କର ଅଟକି ଥିବା ଧନ ମଧ୍ୟ ଆପଣଙ୍କୁ ମିଳିବ, ଧନ ବର୍ଷା ହେବାର ସମ୍ଭାବନା ଅଛି ଏହି ରାଶିର ବ୍ୟକ୍ତିଙ୍କ ଠାରେ |

7-କୁମ୍ଭ ରାଶି :-

ଏହି ରାଶିର ବିଦ୍ୟାର୍ଥୀ ହୁଅନ୍ତୁ କି ସେ ବ୍ୟବସାୟୀ ସମସ୍ତଙ୍କ ଉପରେ ମହା ପ୍ରଭୁଙ୍କର କୃପା ରହିବ , ଆଉ ଶୁଭଫଳ ମଧ୍ୟ ପ୍ରାପ୍ତ କରିବେ ଏହି ରାଶି ମାନେ |

ଏହି ପରି ରଥଯାତ୍ରା ରେ ଏହି ସାତୋଟି ରାଶିରେ ବହୁତ ଲାଭ ହେବ | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment