ରାତି ୮ ଟାରେ ଖୋଲିବ ଦେଶଦ୍ରୋହୀଙ୍କ ଗୁମର, ଏମିତି ଖୋଲା ଚେଲେଞ୍ଜ ଦେଲେ NCB ଅଫିସର Sameer Wankhede ଦେଖନ୍ତୁ….

ଯେକୌଣସି ମନ୍ଦ କାର୍ଯ୍ୟରେ ଅନେକ ମନ୍ଦ ଲୋକମାନଙ୍କର ହାତ ରହିଥାଏ , ପରିଶେଷରେ କୁକାର୍ଯ୍ୟରେ ଲିପ୍ତ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନାଁ ଧୀରେ ଧୀରେ ସାମ୍ନକୁ ଆସିଥାଏ । ଘଟଣାଟି ଯାହା ବି ହେଉନା କାହିଁକି , ମିଛ କେବେ ଲୁଚି ରହି ନଥାଏ ପରିଶେଷରେ ତାହା ସାମ୍ନାକୁ ହିଁ ଆସିଥାଏ । ବର୍ତ୍ତମାନ ସମୟରେ ପ୍ରତ୍ୟେକ ଘଟଣା ସମ୍ପର୍କରେ ସୋସିଆଲ ମିଡିଆ ଜରିଆରେ ସମସ୍ତେ ଜାଣି ପାରୁଛନ୍ତି । ତେବେ ବର୍ତ୍ତମାନ ସେମିତି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଟୁଇଟ ସାମ୍ନାକୁ ଆସିଛି , ଯାହା ଆପଣ ମାନେ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

ତେବେ ସମୀର ଏମିତି କିଛି ଖୋଲଦାର ଟୁଇଟର ବାଣ ପୋଷ୍ଟ କରିଛନ୍ତି , ସେ କହିଥନ୍ତି ରାତି 8 ଟାରେ ଖୋଲିବ ଦେଶଦ୍ରୋହୀଙ୍କ ଗୁମର । ପୁଣି ସାମ୍ନାକୁ ଆସିବ ଜଣାଶୁଣା ମୁହଁ , ମୁମ୍ୱାଇ ଏମସିବି ଜର୍ନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ବଲିଉଡ୍ କୁ କରିବେ ନିଶାମୁକ୍ତ । ଏଭଳି ଶପଥ୍ ଟ୍ୟାଗରେ କମ୍ପଉଛନ୍ତି ଟୁଇଟର କୁ , ତେବେ ପୂର୍ବରୁ ସେ ଜୁନିଅର ବଲିଉଡ୍ ସୁପରଷ୍ଟାର ଆର୍ୟିନ ଙ୍କୁ ଗିରଫ୍ କରି ଦେଶ ବାସୀଙ୍କୁ ଦେଖାଇଛନ୍ତି ତାଙ୍କର ସାହସୀ ପଣିଆ । ଗୋଟିଏ ପଟେ ତାଙ୍କ ଉପରେ ଅଭିଯୋର ପଟି ପଡିଥିବା ବେଳେ , ପ୍ରତ୍ୟେକ୍ଷ ଭାବରେ ମନ୍ତ୍ରୀଙ୍କ ବ୍ଲାକଲିଷ୍ଟରେ ଅଛନ୍ତି ସମୀର ।

ତେବେ ଏତେ ବାଦ ବିବାଦ ମଧ୍ୟରେ ପଛଘୁଞ୍ଚା ନଦେଇ ଦେଶ ବାସୀଙ୍କୁ ସାଥିରେ ରହିବା ପାଇଁ କହିଛନ୍ତି ଏନସିପି ଅଫିସର ସମୀର ୱାଙ୍ଖଡେ । ସମୀର ଟ୍ୟୁଟର ରେ ଲେଖିଛନ୍ତି ” ଯୋ ଲୋକ ପାକିସ୍ତାନ ଜିନ୍ଦାବାଦ କେ ନାରା ଲଗାତାହେ ଓ ଗରଦର ମେରି ଇମାନଦାରି ଉପର ସବାଲ ଉଠାଏଙ୍ଗେ । ମେ ଆଜ୍ ରାତ୍ 8 ବଜେ ଏସେ ଲୋକକି ପରଦାଫାସ୍ କରୁଙ୍ଗା , ଆପ ଲୋକ୍ ମେରା ସାଥ୍ ଦୋଗେ “।

ବର୍ତ୍ତମାନ ସାରା ବଲିଉଡ୍ ରେ ଏନସିପି ସମୀର ୱାଙ୍ଖଡେ ଙ୍କ ଏହି ଟ୍ୟୁଇଟ୍ ସମସ୍ତ ଷ୍ଟାର ମାନଙ୍କୁ ଚକିତ କରାଇଛି । କାରଣ ସେ କିଛି ଦିନ ତଳେ ବଲିଉଡ୍ ସୁପରଷ୍ଟାର ସାହାରୁଖ ଖାନଙ୍କ ପୁଅ ଆର୍ୟନ୍ ଖାନଙ୍କୁ ଡ୍ରକ୍ସ କେସରେ ଗିରଫ୍ କରିଥିଲେ । ଖାଲି ସେତିକି ନୁହଁ ସେ ସୁଶାନ୍ତ ସିଂ ରାଜପୁତ୍ ଙ୍କ ମୃତ୍ୟୁ ମାମଲାରେ ମଧ୍ୟ ବଲିଉଡ୍ ର ଜଣା ଶୁଣା କଳାକାରଙ୍କ ନା ସାମ୍ନାକୁ ଆଣିଥିଲେ ।

କିନ୍ତୁ ବର୍ତ୍ତମାନ ସମୀରଙ୍କ ଏହି ଟୁଇଟର ଶୁଣିବା ପରେ ସମସ୍ତ ବଲିଉଡ୍ ଷ୍ଟାରଙ୍କ ନିଦ ହଜିଯାଇଛି । ସେ କହିଛନ୍ତି ପୁଣି ସାମ୍ନାକୁ ଆସିବ ଜଣାଶୁଣା ମୁହଁ ଏବଂ ବଲିଉଡ କୁ ସମ୍ପୂର୍ଣ୍ଣ ଭାବରେ କରିବେ ନିଶାମୁକ୍ତ । ଏତେ ବାଦ ବିବାଦ ପରେ ମଧ୍ୟ ସମୀର ପଛଘୁଞ୍ଚା ଦେଇ ନାହାନ୍ତି ଏବଂ ସମସ୍ତ ଦେଶ ବାସୀଙ୍କୁ ତାଙ୍କ ସାଥୀରେ ରହିବା ପାଇଁ କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment