ରାତିରେ ଶୋଇବା ପୂର୍ବରୁ କରନ୍ତୁ ଏହି ଉପାୟ, ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଦି ହେବା ସହ ମୁଖ ମଣ୍ଡଳ ଉଜ୍ଜ୍ୱଳ ଦେଖାଯିବ ଏବଂ ଜାଣନ୍ତୁ ଆଜିର କିଛି ଖାସ ଅନୁଚିନ୍ତା ବିଷୟରେ

0

ସମାଜରେ ଚଳିବା ପାଇଁ ହେଲେ କେତେକ ନୀତି ନିୟମ ମାନି ଚଳିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଯାହା ଆମ ଦୌନନ୍ଦିନ ଜୀବନ ଶୈଳୀ ଉପରେ ଅନେକ ପ୍ରକାର ପ୍ରଭାବ ମଧ୍ୟ ପକାଇ ଥାଏ । ଜୀବନ କୁ ସରସ ସୁନ୍ଦର ଭାବରେ ଗଢି ତୋଳିବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ଉପଦେଶ କୁ ମାନି ଚଳିବାକୁ ପଡିଥାଏ । ଯାହା ଆମ ଆଗାମୀ ଦିନ ମାନଙ୍କରେ ଆମକୁ ଅନେକ ପ୍ରକାର ସାହାର୍ଯ୍ୟ ମଧ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ସେହିପରି କେତେକ ଶିକ୍ଷଣୀୟ ଓ ଆବଶ୍ୟକୀୟ ନିତିବାଣୀ ବିଷୟରେ । ଯାହା ଆମ ଜୀବନଶୈଳୀ କୁ ସରସ ସୁନ୍ଦର କରିବା ପାଇଁ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ ।

1. ରାତିରେ ଶୋଇବା ପୂର୍ବରୁ ଗୋଡରେ ଘିଅ ଘଷନ୍ତୁ , ଦେଖିବେ ଗୋଡରେ ଥିବା ସମସ୍ତ ଦାଗ ପଳେଇବ ଏବଂ ଶରୀରର କ୍ଲାନ୍ତି ଦୂରୀଭୂତ ହେବ ।

2. ରାତିରେ ଶୋଇବା ପୂର୍ବରୁ କମଳା ଲେମ୍ୱୁର ଚୋପାକୁ ଶୁଖାଇ ତାକୁ ଗୁଣ୍ଡ କରି , ସେଥିରେ ହଳଦୀ ମିଶାଇ ତ୍ୱତାରେ ଲଗାଇଲେ ତ୍ୱଚା ଅତ୍ୟନ୍ତ ଉଜ୍ଜ୍ୱଳ ହେବ ।

3. ରାତିରେ ଶୋଇବା ପୂର୍ବରୁ ମୁହଁରେ ଲେମ୍ୱୁ କୁ ଘୋଷି ତାକୁ ଉଷମ ପାଣିରେ 21 ଥର କୁଳୁମୁଞ୍ଚା ପାଣି କରି ଛାଟିଲେ ରାତ୍ରୀରେ ଶୁଖନିଦ୍ରା ହୋଇଥାଏ । ତା ସହିତ ମୁଖରେ ଏକ ପ୍ରାକର ଉଜ୍ଜ୍ୱଳ ଦେଖାଯାଏ ।

4. ସୂର୍ଯ୍ୟାସ୍ତ ପରେ କୌଣସି ବାହାର ଲୋକ ଆସି ଆପଣଙ୍କୁ କ୍ଷୀର କିମ୍ୱା ଦହୀ ମାଗନ୍ତି ଭୁଲରେ ମଧ୍ୟ ଦିଅନ୍ତୁ ନାହିଁ , ଏମିତି କରିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ।

5. ପୂଜା କରିବା ସମୟରେ ଯଦି ଆପଣ ଯାଆଁଳା କଦଳୀ ପାଉଛନ୍ତି , ତେବେ ତାହାକୁ ପୂଜା କରନ୍ତୁ । ବିଶେଷ କରି ଶିବଙ୍କ ପୂଜା ଯାଆଁଳା କଦଳୀରେ କରୁଛନ୍ତି , ତେବେ ବହୁତ ଲାଭ ମିଳିଥାଏ ।

6. ପୂଜା କରିବା ସମୟରେ କେବେହେଲେ ତଳେ ବସି ପୂଜା କରନ୍ତୁ ନାହିଁ , ତଳେ ବସି ଠାକୁର ପୂଜା କଲେ ମନୁଷ୍ୟ ଅନେକ ପ୍ରକାର ଦୁଃଖକଷ୍ଟ ସହିଥାଏ । ତେଣୁ ଯେତେବେଳେ ଠାକୁର ପୂଜା କରୁଛନ୍ତି କୁଶର ଆସନରେ ବସି ପୂଜା କରନ୍ତୁ ।

7. ଗଡରେଜ ର ମୁହଁ ଖୋଲିଲା ବେଳେ , ଧ୍ୟାନ ରଖିବେ ଯେମିତି ଦକ୍ଷିଣ ଦିଗକୁ ନହୁଏ , ଯଦି ଗଡରେଜ ର ମୁହଁ ଦକ୍ଷିଣ ଦିଗକୁ ଥିବ ତେବେ ଘରେ କାହାର ନା କାହାର ଦେହ ଅସୁସ୍ଥ ରହିବ । ତେଣୁ ଟଙ୍କା ପଇସା ରଖିବା ଗ଼ଡରେଜ୍ ର ମୁହଁ ଭୁଲରେ ମଧ୍ୟ ଦକ୍ଷିଣ ଦିଗକୁ କରନ୍ତୁ ନାହିଁ ।

8. ପ୍ରତ୍ୟେକ ବିଦ୍ୟାର୍ଥୀ ମାନେ ଗଣେଷ ପୂଜା ଦିନ କିଛି ଅଳେଇଚ ଆଣି ତାକୁ ଗରମ ପାଣିରେ ପକାଇ ସେହି ପାଣିରେ ସ୍ନାନ କରନ୍ତୁ , ଦେଖିବେ ସେହି ବର୍ଷ ଆପଣଙ୍କ ବିଦ୍ୟା କେତେ ବଢୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।