ରାତିରେ ଶୋଇଥିବା ସମୟରେ ଯୁବକଙ୍କୁ କାମୁଡ଼ିଲା ଭାରତର ଏହି ବିଷଧର ସାପ, ଆଉ ତା ପରେ…ଦେଖନ୍ତୁ ଏହି ଭୟଙ୍କର ଦୃଶ୍ୟ

0

ବନ୍ଧୁଗଣ ସାପ କାମୁଡ଼ାରେ ପ୍ରତିବର୍ଷ ଅନେକ ସଂଖ୍ୟକ ଲୋକ ମୃତ୍ୟୁ ବରଣ କରୁଛନ୍ତି। ଆମ ଦେଶରେ ସାପ କାମୁଡାରେ ମୃତ୍ୟୁ ସଂଖ୍ୟା ବହୁତ୍ ଅଧିକ।ବିଭିନ୍ନ କାରଣରୁ ବିଭିନ୍ନ ସମୟରେ ସାପ କାମୁଡ଼ାରେ ଲୋକଙ୍କ ଜୀବନ ଯାଉ ଥିବାର କରୁଣ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥାଏ। ଏଥିପାଇଁ କିଛି ବି ପୂର୍ବରୁ କହିବା ପ୍ରାୟତଃ ସମ୍ଭବ ନୁହଁ। କାରଣ ଏହା ଏକ ଦୁର୍ଘଟଣା ସଦୃଶ ହୋଇଥାଏ। ଯାହା କେତେବେଳେ କାହା ସହ ଘଟିବ ଜଣା ନଥାଏ। ବେଳେବେଳେ ସେହିପରି ପାରିପାର୍ଶ୍ବିକ ଅବସ୍ଥା କାରଣରୁ ମଧ୍ୟ ଆମକୁ କିଛି ବିପଦଜନକ ପରିସ୍ଥିତି ର ସାମ୍ନା କରିବାକୁ ପଡ଼ିଥାଏ। ଯେଉଁ ଅଞ୍ଚଳ ମାନଙ୍କରେ ସାପ ମାନଂକର ବିଚରଣ ଏବଂ ଅବସ୍ଥାନ ଅଧିକ ରହିଥାଏ।

ତେବେ ସେ ଯାହାବି ହେଉନା କାହିଁକି ସର୍ପଘାତ ରେ ମୃତ୍ୟୁ ନିଶ୍ଚିତ ଏକ ବଡ ଦୁଃଖ ପାଲଟି ଯାଏ ପରବର୍ତ୍ତୀ ସମୟରେ। ଆପଣ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଦେଖିବାକୁ ପାଇଥିବେ ସୋସିଆଲ ମିଡିଆରେ। ସାପ କେତେବେଳେ କାହାକୁ ଦଂଶନ କରିବ ତାହା କହିହେବ ନାହିଁ। ତା ଉପରେ ଆଘାତ ଆସିଲେ ହିଁ ସେ ଆକ୍ରମଣ କରିଥାଏ। ଅନେକ ସମୟରେ ଆପଣ ବିଷଧର ସାପ ସବୁ ଉଦ୍ଧାର ହେଉଥିବାର ଭିଡିଓ ଦେଖିବାକୁ ପାଉଥିବେ।ସାପ ଏକ ଏମିତି ଜୀବ ଅଟେ ଯାହାକୁ ମଣିଷ ବହୁତ୍ ଭୟ କରିଥାଏ।ସାପ ଦେଖିଲେ କିମ୍ବା ସାପ ନାମ ଶୁଣିଲେ ସମସ୍ତଙ୍କୁ ପ୍ରାୟତଃ ଡର ଲାଗିବା ସ୍ୱାଭାବିକ।

ସ୍ୱାଭାବିକ ଭାବରେ ସାପର ଦଂଶନ କାରଣରୁ ଘଟୁଥିବା ମୃତ୍ୟୁ ଆମ ମନରେ ସାପ ପ୍ରତି ଏକ ବଡ଼ ଭୟ ସୃଷ୍ଟି କରିଥାଏ। ତେବେ ଆପଣ ଜାଣିଛନ୍ତି ଦୁନିଆରେ ସାପର ବହୁତ ପ୍ରକାର ପ୍ରଜାତି ରହିଛି, ଯେଉଁଥିରେ କିଛି ବହୁତ ଖତରନାକ ଥିବାବେଳେ ଆଉ କିଛି ବହୁତ ବିଶାକ୍ତ ମଧ୍ୟ ଅଛି।ସାପ ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ଭୟ ଲାଗେ।ଅନେକ ସାପ ଖାଦ୍ୟ ସନ୍ଧାନରେ ଘର ଭିତରକୁ ପଶି ଆସି ଥାଆନ୍ତି ଏବଂ ସେମାନଂକୁ ଧରିବା ପାଇଁ ସାପ ଧରାଳି ମାନେ ଆବଶ୍ୟକ ହୋଇଥାଆନ୍ତି।ତେବେ ଆମେ ଅଜି ଆପଣଙ୍କୁ ଏମିତି ଏକ ଘଟଣା ବିସୟରେ କହିବାକୁ ଯାଉଛୁ ଯାହାକୁ ଜାଣିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ୟ୍ଯ ହୋଇଯିବେ।

କାରଣ ଏଠାରେ ଘଟିଛି ଏକ ଭିନ୍ନ ଘଟଣା।ଏହି ଭିଡିଓ ରେ ଦେଖିବାକୁ ମିଳିଛି ଏକ ବିଷଧର ନାଗ ସାପ କାମୁଡ଼ାରେ ଜଣେ ଯୁବକ ଆହତ ହୋଇ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି। ସାପଟି ଯୁବକଙ୍କୁ ଶୋଇବା ସମୟରେ ହିଁ ଆଘାତ କରିଥିଲା।ପରେ ତାଙ୍କୁ ହସ୍ପିଟାଲ୍ ନିଆଯାଇ ତୁରନ୍ତ ଚିକିତ୍ସା ଯୋଗାଇ ଦିଆ ଯାଇଥିଲା। ଏହାପରେ ସାପ ଧରାଳି ଙ୍କୁ ଡାକି ଉପଯୁକ୍ତ କୌଶଳ ର ସହ ଘର ଭିତରେ ଲୁଚି ରହିଥିବା ଏହି ସାପଟିକୁ ଘରୁ ବାହାର କରା ଯାଇଛି। ଆପଣ ଏହି ଭିଡିଓ ରେ ସମ୍ପୂର୍ଣ୍ଣ ଘଟଣାକୁ ଦେଖି ପାରିବେ। ତେବେ ଏହି ଘଟଣାଟି ହେଉଛି ଉତ୍ତରପ୍ରଦେଶ ର ଏକ ଗ୍ରାମର।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।