ରାତି ଅଧରେ ଦୁଇ ଜମାଟୋ ବଏ କଲେ ଏପରି କାମ ,ଯାହା ଏବେ ସୋସିଆଲ ମିଡିଆରେ ଜୋରସୋରରେ ହେଉଛି ଭାଇରାଲ -ଦେଖନ୍ତୁ ଏହି viral ଭିଡ଼ିଓ …

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ବର୍ତ୍ତମାନ ଅନେକ ପ୍ରକାରର ଭିଡ଼ିଅ ମାନ ଭାଇରାଲ ଗେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ସାମ୍ନା କୁ ଆସିଥାଏ ଯାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥାଏ | ତେବେ ଏଠାରେ ଦେଖିବାକୁ ମିଳିଛି କିଛି ସେହି ଭଳି ଏକ ଦୃଶ୍ୟ ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଏଠାରେ ଦେଖିବାକୁ ମିଳିଛି କି ଜମାଟ ବୟ ଦୁଇଜଣ ରାସ୍ତା ଉପରେ ଡାନ୍ସ କରିବାକୁ ଲାଗିଛନ୍ତି | ଆଉ ଏହି ଡାନ୍ସ ଏତେ ମନ ଲୋଭ ହୋଇଛି ତାହାକୁ ଦେଖିଲେ ଆପଣ ମାନେ ଖୁସି ହୋଇଯିବେ |ଆଉ ମନରେ ଦୁଃଖକୁ ଚାପି ରଖି ଉପରେ ହସିବାକୁ ଲାଗିଛନ୍ତି ଜମାଟ ବୟ ଦୁଇଜଣ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖୁବାକୁ ମିଳିଛି କି ରାସ୍ତା ଉପରେ ଜମାଟ ବୟ ଦୁଇଜଣ ଡାନ୍ସ କରିବାକୁ ଲାଗିଛନ୍ତି | ତେବେ ଆପଣ ମାନେ ତ ବେଶ ଭଲ ଭାବରେ ଜାଣିଥିବେ କି ଜମାଟ ବୟ ମାନେ କେତେ କଷ୍ଟ କରିଥାନ୍ତି ଲୋକ ମାନଙ୍କ ପାଇଁକି ଖାଇବା ଯୋଗାଇବା ପାଇଁ | ତେବେ ଆମେ ସିନା ଖରା, ବର୍ଷା, ଶୀତ ରେ ଘରେ ରହି ଖାଇବା ଅଡର କରି ଦେଇଥାଉ, କିନ୍ତୁ ସେମାନେ ଖରା ବର୍ଷା କୁ ନ ଡରିକି ଲୋକଙ୍କ ପାଇଁକି ଖାଇବା ନେଇକି ଆସିଥାନ୍ତି |

ତେବେ ଏତେ କଷ୍ଟ କରିବା ପରେ ମଧ୍ୟ ତାଙ୍କର ଯଦି ଖାଇବା ଆଣିବାରେ ଟିକିଏ ଲେଟ ହେଇଯାଏ ତାହେଲେ ସେମାନେ ପାଟି କରିଥାନ୍ତି ଲୋକଙ୍କ ଉପରେ | ଆଉ ଦେଖିବାକୁ ମିଳେ କି ବେଳେ ବେଳେ ସେମାନେ ଏହିଭଳି କାମ କରିକି ଥକି ପଡନ୍ତି | ଆଉ ଲୋକ ମାନଙ୍କର ଗାଳି ମଧ୍ୟ ଶୁଣିକି ନିଜ ପରିବାର ପାଇଁ କଷ୍ଟ କରି ରୋଜଗାର କରୁଥିବା ଟଙ୍କା କୁ ମଧ୍ୟ ଦେଇଥାନ୍ତି | ତେବେ ଏଠାରେ ସେହି ଜମାଟ ବୟ ମାନଙ୍କ କଥା କୁହାଯାଇଛି | ଆଉ ଯେଉଁଠି ଆପଣ ମାନେ ଦେଖିଥିବେ କି ଅନେକ ସମୟରେ ଜମାଟ ବୟ ମାନଙ୍କର ଦୁଃଖଭରା କାହାଣୀ ଭାଇରାଲ ହେଉଥିବାର |

କିନ୍ତୁ ଏହି ଭିଡିଓ ରେ ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ଜମାଟ ବୟ ଦୁଇଜଣ କାମ କରିକି ନିଜର ଦୁଃଖକୁ ସୁଖରେ ବଦଳାଇ ଦେଇଛନ୍ତି | ଆଉ ମନ ଖୁସି ରେ ରାସ୍ତା ଉପରେ ନାଚିବାକୁ ଲାଗିଛନ୍ତି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଜମାଟ ବୟ ଦୁଇଜଣ ମନ ଖୁସି ରେ କାନ୍ଧ କୁ କାନ୍ଧ ମିଶାଇ ଡାନ୍ସ କରୁଛନ୍ତି | ଆଉ ସେହି ସମୟରେ ସେମାନଙ୍କର ଅର୍ଡର ପାଇଁ କୋଲ ଆସୁଛି ଓ ସେମାନେ ଖୁସି ରେ ବାୟ କହି ପରସ୍ପର ପାଖରୁ ବିଦାୟ ନେଇକି ଯିଏ ଯାହାର କାମ ରେ ଯାଉଛନ୍ତି | ଆଉ ଏହି ଭିଡିଓ ଟି ବର୍ତ୍ତମାନ ବେଶ ଲୋକ ପ୍ରିୟ ହେବା ସହିତ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment