ଦେଖନ୍ତୁ cctv ଭିଡ଼ିଓ : ରାତିରେ ଝିଅ ଉପରକୁ ଭୂତ ପ୍ରେତ (ghost) ଆକ୍ରମଣର ରିଏଲ ଭିଜୁଆଲ, ନଦେଖିଲେ ବିଶ୍ୱାସ ହେବ ନାହିଁ…ଦୟାକରି ଛୋଟ ପିଲା ଦେଖନ୍ତୁ ନାହିଁ…

ବନ୍ଧୁଗଣ ଭୂତ ପ୍ରେତ ଆଦିକୁ ନେଇ ଆପଣ ଅନେକ ସମୟରେ କିଛି ଘଟଣା ସଂପର୍କରେ ନିଶ୍ଚିତ ଆସୁଥିବେ। ଯେତେବେଳ ଏହି ସମ୍ପର୍କୀୟ କିଛି ଖବର ସାମ୍ନାକୁ ଆସେ ସେତେବେଳ ଆମକୁ ଭୟ ଲାଗିବା ସ୍ବାଭାବିକ କଥା। କିନ୍ତୁ କେହି କେହି ଏହାକୁ ମାନୁଥିବା ବେଳେ ଅନେକ ଏହାକୁ ଅସ୍ୱୀକାର କରିବା ସହିତ ହେୟଜ୍ଞାନ କରିଥାନ୍ତି। ତେବେ ବେଳେବେଳେ ସମାଜର କିଛି ଏମିତି ଭିନ୍ନ ଚିତ୍ର ଆମ ସାମ୍ନାକୁ ଆସିଥାଏ ଯାହା ଏକ ଭିନ୍ନ ଦିଗକୁ ଇଙ୍ଗିତ କରିଥାଏ। ସହଜରେ ଏଭଳି ଘଟଣା କୁ ଗ୍ରହଣ କରି ହୁଏ ନାହିଁ।ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ।

ଏସବୁ ଘଟଣା ଯାହା ସାଧାରଣରେ ଗ୍ରହଣୀୟ ନୁହେଁ। ସଭ୍ୟ ଶିକ୍ଷିତ ସମାଜରେ, ବିଜ୍ଞାନ ଯୁଗରେ ସେସବୁ କୁ ପ୍ରାୟତଃ ଲୋକେ ବିଶ୍ୱାସ କରି ପାରୁ ନାହାଁନ୍ତି।ଆଜି ଆମେ ପୁଣି ଥରେ ସେହି ସବୁ ଜିନିଷ ବିଷୟରେ ଆଲୋଚନା କରିବା ଯାହା ସାଧାରଣରେ ବିଶ୍ୱାସ କରିବା କଷ୍ଟକର ହୋଇଥାଏ କିନ୍ତୁ ସେହି ଘଟଣା ସତ। ଯାହା କ୍ୟାମେରା ରେ ରେକର୍ଡ ହେଲା ପରେ ଆମେ ସେହି ବିଷୟରେ ଜାଣି ପାରୁ।ତେବେ ଆସନ୍ତୁ ଜାଣିବା କିଛି ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ।

ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ଏବଂ ଏହାର ପ୍ରକୃତ ରହସ୍ୟ କଣ ଅଟେ? ସେହିଭଳି କିଛି ଘଟଣା ଯେତେବେଳେ କ୍ୟାମେରା ରେ ରେକର୍ଡ ହୋଇଥାଏ ତାହା ପରେ ଦେଖିବା ପରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ ଲାଗିଥାଏ। ଯେମିତି ଏବେ ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ଜଣେ ଯୁବତୀ ଭୂତ ପ୍ରେତ ର ସାମ୍ନା କରୁଥିବା କ୍ୟାମେରା ରେ ଦେଖିବାକୁ ମିଳୁଛି।

ଯଦିଓ ସେ ପ୍ରତ୍ୟକ୍ଷ ଭାବରେ ଏହାକୁ ଦେଖି ପାରୁ ନାହାଁନ୍ତି କିନ୍ତୁ ପରୋକ୍ଷ ଭାବରେ ସେ ଅସ୍ବାଭାବିକ ଶବ୍ଦ କୁ ଶୁଣି ବାରମ୍ଵାର ଉଠି ଦେଖିବାକୁ ସେଠାକୁ ଯାଉଛନ୍ତି।ଏକ ଚେୟାର କିପରି ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଚାଲି ଯାଉଛି ତାହା ଦେଖିବା ପରେ ଏବଂ ବାରମ୍ବାର କେହି ନଥାଇ ବି ସେଠାରେ ଏପରି ଶବ୍ଦ ହେବାର ଶୁଣି ସେ ସମ୍ପୂର୍ଣ ଡରି ଯାଇଛନ୍ତି। ଆଉ ପରେ ତାଙ୍କ ସହ କଣ ଘଟୁଛି ତାହା ଆପଣ ଏହି ଭିଡିଓ ରୁ ଜାଣି ପାରିବେ। ତେବେ ଏହି ଘଟଣା ସାଧାରଣରେ ବୟାନ କରୁଛି ଯେ କିପରି ଭାବରେ ଭୂତ ପ୍ରେତ ଭଳି ଅଦୃଶ୍ୟ ଶକ୍ତି ଆମ ଚତୁଃପାର୍ଶ୍ଵରେ ଘୁରି ବୁଲୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment