ଦେଖନ୍ତୁ Viral ଭିଡ଼ିଓ : ରେଳ କର୍ମଚାରୀ ସରକାରୀ କ୍ୱାଟରରେ ଅନ୍ୟ ଜଣେ ଯୁବତୀ ସହିତ ରାସଲୀଳା କରୁଥିଲେ,ହଠାତ ଦେଖିନେଲେ ନିଜ ସ୍ତ୍ରୀ…ଆଉ ତାପରେ ଯାହା ହେଲା….

0

ସାଧାରଣତଃ ଭଲ ପାଇବାର ଅନ୍ୟ ନାମ ହେଉଛି ବିଶ୍ୱାସ , ସେଥିପାଇଁ ବିବାହ ପରେ ସ୍ୱାମୀ ସ୍ତ୍ରୀ ଉଭୟ ଙ୍କ ମଧ୍ୟରେ ଅସୀମ ବିଶ୍ୱାସ ରହିଥାଏ। ଯଦି ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିଶ୍ୱାସ ରହିବ ନାହିଁ ତାହାଲେ ସମ୍ପର୍କର କୌଣସି ମାନେ ନଥାଏ। ତେଣୁ ବିବାହ ପରେ ଉଭୟ ସ୍ୱାମୀ ସ୍ତ୍ରୀ ର ସମ୍ପର୍କ ବିଶ୍ୱାସ ଉପରେ ତିଷ୍ଠି ରହିଥାଏ। କିନ୍ତୁ ବର୍ତ୍ତମାନ ସମାଜରେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ବିଶ୍ୱାସ ରହୁନାହିଁ, ସମ୍ପର୍କ ଖୁବ ଶୀଘ୍ର ଭାଙ୍ଗି ଯାଇଛି। ବେଳେ ବେଳେ ଏପରି କିଛି ଖବର ଶୁଣିବା ପାଇଁ ମିଳିଥାଏ , ଯାହା ଶୁଣିଲା ପରେ ନିଜ ଉପରେ ଭରସା ଉଠି ଯାଇଥାଏ। ଅଧିକାଂଶ ସମୟରେ ଦେଖିଥିବେ କେଉଁଠି ସ୍ୱାମୀ ନିଜ ସ୍ତ୍ରୀ କୁ ଧୋକା ଦେଇ ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ରଖିଥିବାର ଏବଂ ଆଉ ସ୍ତ୍ରୀ ମଧ୍ୟ ନିଜ ସ୍ୱାମୀକୁ ଧୋକା ଦେଇ ପର ପୁରୁଷ ସହିତ ଶାରୀରିକ ସମ୍ପର୍କ ରଖିଥାନ୍ତି।

ତେବେ ବନ୍ଧୁଗଣ ବର୍ତ୍ତମାନ ମାନ ଏଭଳି ଏକ ଘଟଣା ସୋସିଆଲ ମିଡିଆରେ ଘୁରିବୁଲୁଛି। ଏହି ଘଟଣାଟି ହେଉଛି, ଜଣେ ବରିଷ୍ଠ ରେଳ କର୍ମଚାରୀ ସରକାରୀ କ୍ୱାଟର ସୋଇଥିବାର, ତାଙ୍କ ପତ୍ନୀ ଦେଖି ଭିଡ଼ିଓ ଭାଇରାଲ କରିଥିଲେ। ତେବେ ଏଭଳି ସମ୍ବେଦନଶୀଳ ଘଟଣା ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କଣ ରହିଛି ସମ୍ପୁର୍ଣ୍ଣ ଘଟଣା ବିଷୟରେ;

ସୂଚନା ଅନୁସାରେ, ଡାଲଟଙ୍ଗଞ୍ଜ ରେଳବାଇରେ କାର୍ଯ୍ୟ କରୁଥିବା ବରିଷ୍ଠ ପିଡବ୍ଲ୍ୟୁଡି ସରକାରୀ ଅଧିକାରୀ ଅଭୟ କୁମାର ସିହ୍ନା ନିଜ ସରକାରୀ କ୍ୱାର୍ଟରରେ ଜଣେ ମହିଳା ବନ୍ଧୁଙ୍କ ସାଙ୍ଗରେ ରହୁଥିଲେ। ତାଙ୍କ ପତ୍ନୀ ପିଲାମାନଙ୍କ ସହିତ ରାମଗଡରେ ରହୁଥିଲେ। ଦିନେ ହଠାତ୍ ପତ୍ନୀ ତାଙ୍କ ସ୍ୱାମୀଙ୍କ ସରକାରୀ କ୍ୱାର୍ଟରରେ ପହଁଚି ଗଲେ। ଏହା ପରେ ସେ ଯାହା ଦେଖିଥିଲେ ତାଙ୍କ ପାଦତଳୁ ମାଟି ଖସି ଯାଇଥିଲା। ତେବେ ସେ ତାଙ୍କ ସ୍ୱାମୀଙ୍କ ସହିତ ଅନ୍ୟ ଜଣେ ଯୁବତୀଙ୍କୁ ଶୋଇ ଥିବାର ଦେଖିଥିଲେ। ଏହା ପରେ ସେ ଯୁବତୀ ଜଣଙ୍କୁ ବାଡ଼େଇବା ପାଇଁ ଲାଗିଥିଲେ, ଏବଂ ଏହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଶୁଣାଯାଉଛି ଯେ, ଗତ କିଛି ବର୍ଷ ଧରି ବରିଷ୍ଠ ରେଳ କର୍ମଚାରୀ ଅଭୟ କୁମାର ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା। ସେଥିପାଇଁ ତାଙ୍କ ପତ୍ନୀ ରାମଗଡରେ ତାଙ୍କ ପିଲାମାନଙ୍କ ସହିତ ରହୁଥିଲେ। କିନ୍ତୁ ତାଙ୍କ ସ୍ୱାମୀ ଅଭୟ ଏକୁଟିଆ ସରକାରୀ କ୍ବାଟରରେ ରହୁଥିଲେ। ପତ୍ନୀ ଯେତେବେଳେ ସେମାନଙ୍କର ଅଫିସିଆଲ୍ କ୍ୱାର୍ଟରରେ ପହଞ୍ଚିଲେ, ସେତେବେଳେ ସେ ଶୋଇବା ଘରେ ଆଉ ଜଣେ ମହିଳାଙ୍କୁ ଦେଖି ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା, ଏହାର ଭିଡ଼ିଓ ଭାଇରାଲ ମଧ୍ୟ କରିଥିଲେ। ତେବେ ଏହି ଭିଡ଼ିଓଟି ଭାଇରାଲ ହେବାପରେ, ରେଳ କର୍ମଚାରୀ ଅଭୟ ସିହ୍ନା କହିଛନ୍ତି ଯେ, ତାଙ୍କର ଜଣେ ମହିଳା ବନ୍ଧୁଙ୍କ ସହ କିଛି ବ୍ୟକ୍ତିଗତ କାମ ପାଇଁ ରହୁଥିଲେ, ଯାହା ତାଙ୍କ ପତ୍ନୀ ଭୂଲ ବୁଝାମଣାର ଶିକାର ହୋଇଛନ୍ତି। ଏପଟେ ତାଙ୍କ ପତ୍ନୀ ପୋଲିସ ଷ୍ଟେସନରେ ତାଙ୍କ ନାଁରେ ଅଭିଯୋଗ କରିଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏଭଳି ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।