Exclusive : ଯାହାକୁ ମୁଁ ହୃଦୟ ଦେଇ ଭଲ ପାଏ ତାକୁ ତ ମୁଁ କେବେ ପାଇପାରିବିନି ହେଲେ ସିଏ ଖୁସି ରେ ରହୁ ଏମିତି କହି ଭୋ.. ଭୋ.. ହୋଇ କାନ୍ଦିଲେ ରାଣୀ… ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି ସେହି ଯାତ୍ରା ଜଗତରେ ହୋଇ ଚଇ ସୃଷ୍ଟି କରିଥିବା ସମସ୍ତଙ୍କର ଅତି ପ୍ରିୟ ହଟ ଆଇଟମ ଗାର୍ଲ ରାଣୀ ପଣ୍ଡା ଙ୍କ ବିଷୟରେ | ତେବେ ଦେଖିବାକୁ ମିଳିଛି କି ରାଣୀ ପଣ୍ଡା ତାଙ୍କ ଜୀବନର କେତେକ ଅଭୁଲା କଥା କୁ ପ୍ରକାଶ କରିକି କହିଛନ୍ତି | ଆଉ ଛୋଟ ବେଳେ ତାଙ୍କର କଣ ସବୁ ଆଶା ଥିଲା | ଆଉ ଯାହା ପାଇଁ ସେ ସାରା ଜୀବନ ସଂଘର୍ଷ କରିବାକୁ ଚାହିଁଛନ୍ତି | ସେ ବିଷୟରେ ମଧ୍ୟ ପ୍ରକାଶ କରିକି କହିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ରାଣୀ ପଣ୍ଡା ଙ୍କ ବିଷୟରେ ଜାଣିବା |

ତେବେ ରାଣୀ ପଣ୍ଡା ତାଙ୍କ ଜୀବନର କେତେକ ଅଭୁଲା ସ୍ମୃତି ବିଷୟରେ ପ୍ରକାଶ କରି କି କହିଛନ୍ତି | ଆଉ ତାଙ୍କର କହିବା କଥା କି ସେ ଛୋଟ ବେଳେ ଦୋସା କଣ ଆଉ ବରା କଣ ଜାଣି ନ ଥିଲେ | ଆଉ ସମସ୍ତେ ଯେତେବେଳେ କହୁଥାନ୍ତି କି ଢେଙ୍କାନାଳ ବରା ଭଲ ଲାଗେ ବୋଲି ଆଉ ତାହା ଓଡିଶା ରେ ଫେମସ ବୋଲି | ସେତେବେଳେ ରାଣୀ ପଣ୍ଡା ସବୁବେଳେ ଚାହୁଁଥିଲେ କି ସେହି ଢେଙ୍କାନାଳ ର ବରା କୁ ଖାଇବା ପାଇଁ | ଆଉ ତାଙ୍କର ବାପା ଙ୍କୁ ମଧ୍ୟ କହୁଥିଲେ ତାଙ୍କ ପାଇଁ ସେହି ବରା କୁ ଆଣି ଦେବା ପାଇଁ | ତେବେ ଛୋଟ ବେଳେ ରାଣୀ ପଣ୍ଡା ବଡ଼ ଘର ଐ ସଫା ଦେଖିଲେ ଭାବୁଥିଲେ ବିଭିନ୍ନ କଥା |

ଆଉ ରାଣୀ ପଣ୍ଡା କହିଛନ୍ତି କି ଯେତେବେଳେ ରାଣୀ ପଣ୍ଡା ଏହି ସବୁ ଦେଖୁଥିଲେ ସେତେବେଳେ ତାଙ୍କୁ ମଧ୍ୟ ଚାଲ ଘରକୁ ଛାଡିକି ସେହି ବଡ଼ ଘରେ ରହିବ ପାଇଁ ଇଚ୍ଛା କରୁଥିଲା | ଆଉ ତାହା ବ୍ୟତୀତ ଦେଖିବାକୁ ମିଳିଥିଲା କି ରାଣୀ ପଣ୍ଡା ବାହାଘର ଭୋଜି କୁ ଯାଇଥିଲେ ଆଉ ସେଠାରେ ସେ ଜଣଙ୍କର କାନ ଫୁଲ ସୁନା ର ପାଇଥିଲେ | ଆଉ ତାହାକୁ ଦେଖିକି ରାଣୀ ପଣ୍ଡା ଙ୍କର ଲୋଭ ହୋଇଥିଲା ଆଉ ଯେଉଁଥିପାଇଁ ରାଣୀ ପଣ୍ଡା ଲୁଚେଇ ଦେଇଥିଲେ | ଆଉ ସମସ୍ତେ ତାଙ୍କୁ ସନ୍ଦେହ କରି କାନ ଫୁଲ ପାଇବା ପରେ ତାଙ୍କର ବୋଉ ଙ୍କୁ ଅପମାନିତ ହେବାକୁ ପଡିଥିଲା |

ଆଉ ରାଣୀ ପଣ୍ଡା ସେଥିପାଇଁ ଆଗକୁ ବହୁତ ସୁନା ପିନ୍ଧୁବେ ବୋଲି ଶପଥ କରିଥିଲେ | ତେବେ ରାଣୀ ପଣ୍ଡା ଙ୍କ କହିବା କଥା କି ସେ ଯାହାକୁ ଲଭ କରୁଛନ୍ତି ତାଙ୍କୁ ତ କେବେବି ପାଇପାରିବେ ନାହିଁ | କିନ୍ତୁ ସେ ଚାହିଁବେ କି ତାଙ୍କର ଭଲ ପାଇବା ଯେଉଁଠି ବି ରହୁ ଭଲରେ ରହୁ ବୋଲି | ଆଉ ରାଣୀ ପଣ୍ଡା କହିଛନ୍ତି କି ତାଙ୍କର ଗୋଟିଏ ଇଛା ଅଛି କି ଆଗକୁ ଯାଇକି ସେ ବଲିଉଡ ରେ ସଲମାନ ଖାନ ଙ୍କ ସହିତ ଦେଖା କରିବେ ବୋଲି | ଆଉ ତାଙ୍କର କଥା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment