Exclusive : ଏହି ଘରେ ଚାଲିଥିଲା ସୁନ୍ଦରୀ ଅର୍ଚ୍ଚନାଙ୍କ ରଙ୍ଗଶାଳା ,ଆସିଲା ଏକ୍ସଲୁସିଭି ଫୁଟେଜ… ଦେଖନ୍ତୁ video

ହଁ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆରେ ଚହଳ ଖେଳାଇ ଚାଲିଛି ସେହି ଗୋଟିଏ ଘଟଣା ତାହା ହେଉଛି ଅର୍ଚନା ନାଗ ଙ୍କ ବିଷୟରେ | ଆଉ ନିଜର ଆଲିସନ ଭଳି ଘର ତିଆରି କରିଥିଲେ ଅର୍ଚନା ନାଗ |ଆଉ ସେହି ଘରେ ସେ କରିବାକୁ ଲାଗୁଥିଲେ ସେକ୍ସ କାରବାର | ଆଉ ନିଜର ମାୟା ଜାଲରେ ସମସ୍ତଙ୍କୁ ଫୋସାଇ ଲକ୍ଷ ଲକ୍ଷ ଟଙ୍କା ର ରାଣୀ ମଧ୍ୟ ହେଇଯାଉଥିଲା ଅର୍ଚନା ନାଗ | ତେବେ ଆଜି ତାଙ୍କର ସେହି କୋଠା ଘରର ଭିତରର ଫୋଟ ସାମ୍ନା କୁ ଆସିଛି | ଆଉ ଯାହା କୁ ଦେଖିକି ଜାଣି ହେଉଛି କି କେଉଁଠାରେ ଅର୍ଚନା ନାଗ ତାଙ୍କର ସବୁ କାମ କରୁଥିଲେ | ଆସନ୍ତୁ ତାହେଲେ ତାଙ୍କର ସେହି ଘର ଉପରେ ଟିକିଏ ନଜର ପକାଇବା |

ତେବେ କୁହାଯାଉଛି କି କଳାହାଣ୍ଡି ଓ କେସିଙ୍ଗା ଭଳି ଗୋଟିଏ ଛୋଟ ଜାଗା କୁ ଆସିକି ନିଜର ବେଣି କୁ ହଳାଇ ଭୁବନେଶ୍ୱର କୁ ଚହଲାଇ ଦେଉଥିବା କଥା କୁହାଯାଉଛି | ଆଉ ଯେଉଁଥିପାଇଁ କେତେ କେତେ ରାଜ ନେତା ଆଉ ମନ୍ତ୍ରୀ ମାନଙ୍କୁ ନିଜର ମାୟାର ଜାଲରେ ଫୋସାଇ ପାରୁଥିଲେ ଅର୍ଚନା ନାଗ | ଆଉ ନିଜର ମାୟାର ଜାଲରେ ସମସ୍ତଙ୍କୁ ଫସେଇ କୋଟି କୋଟି ଟଙ୍କା ର ମାଲିକ ହେଇପାରୁଥିଲେ ବୋଲି ପ୍ରଶ୍ନ ଉଠିଛି |ଆଉ ଯାହା ଜଣା ପଡିଛି କି ଦଶମ ଶ୍ରେଣୀ ପାସ କରି ଭୁବନେଶ୍ୱର ରେ ତାଙ୍କର କାରନାମା ଚଳାଇଥିଲେ |

ଆଉ ଅର୍ଚ୍ଚନା ନାଗ ମଧ୍ୟ ବେଶ ଭଲ ଭାବରେ ଜାଣିଥିଲେ କି ଭୁବନେଶ୍ୱର ରେ ରହୁଥିବା ବଡ଼ ବଡ଼ିଆ ବାବୁ ମାନଙ୍କର ଭୋକ କୁ କିଏ ମେଣ୍ଟାଇ ପାରିବ | ଆଉ ଯେଉଁଥିପାଇଁ ତ ସେ ଗାଁ ରୁ ଆସିକି ଏତେ ବଡ଼ ସାମ୍ରାଜ୍ୟ ଗଢି ପାରିଥିଲେ | ଆଉ ଅର୍ଚନା ଙ୍କ ସେହି ଘରେ ଥିଲା 10 ଟି ଦାମୀ କୁକୁର ସାଙ୍ଗକୁ ଥିଲା 6 ଲକ୍ଷ ଟଙ୍କା ର ଘୋଡା | ତେବେ ଗୋଟିଏ ଫାର୍ମ ହାଉସ ଓ ଗୋଟିଏ କାର ଶୋ ରୁମ ମଧ୍ୟ ଥିଲା ବୋଲି କୁହାଯାଉଛି | ତେବେ ବିରାଟ ଅଟ୍ଟାଳିକା ସାଙ୍ଗକୁ ହାୟ ରିଜଲିଉସନ , ଏବଂ ଏହା ସାଙ୍ଗକୁ ଦାମୀ ଦାମୀ ବିଦେଶୀ ସଫା ମଧ୍ୟ ଅର୍ଚନା ଙ୍କ ଘରେ ଲାଗିଥିଲା ବୋଲି କୁହାଯାଉଛି |

ତେବେ ଅର୍ଚନା ନାଗ ତାଙ୍କର ମାୟା ଜାଲ ସେହି ଠାରେ ବିଛାଇ ଥିଲେ, ଆଉ ସେହିଠାରେ କରୁଥିଲେ ସେକ୍ସ ଭଳି ବିଭିନ୍ନ କାମ | ଆଉ ସେହି କାମ କରିକି ବଡ଼ ବଡ଼ ନେତା, ରାଜ ନେତା ଓ ପ୍ରଯୋଜକ ମାନଙ୍କୁ ତାଙ୍କର ମାୟା ଜାଲରେ ଫୋସାଇଥିଲେ | ଆଉ ତାଙ୍କର ଏହି ବିରାଟ ସାମ୍ରାଜ୍ୟ ମଧ୍ୟ ଗଢ଼ିଥିଲେ ବୋଲି କୁହାଯାଉଛି | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment