୪ଜଣ ଛାତ୍ରୀ ରାଜିଅଛନ୍ତି ,ଦୁଇ ଚାରି ହଜାର ଅଧିକ ନେବେ କହୁଛନ୍ତି I ok boss…..ଦେଖନ୍ତୁ ଭାଇରାଲ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି ସେହି ମାୟାବିନୀ ଅର୍ଚ୍ଚନା ର ମାୟା ଜାଲ ର କାହାଣୀ | ଆଉ ଯାହା ଜଣା ପଡିଛି କି ଦିନ କୁ ଦିନ ସ୍ଥିତି ଗମ୍ଭୀର ହେବାକୁ ଲାଗିଛି ଓ ଅର୍ଚ୍ଚନା ର ସମସ୍ତ ସତ ସାମ୍ନାକୁ ଆସିବାକୁ ଲାଗିଛି ବୋଲି କୁହାଯାଉଛି | ଆଉ ଯାହା ଜଣା ପଡିଛି କି ଅର୍ଚ୍ଚନା କାହାକୁ କେଉଁ କାମ ପାଇଁ ତାଙ୍କର ନିୟୋଜିତ କରୁଥିଲେ | ତେବେ ବିକି ନାମକ ଯୁବକ ର ନାଁ ବର୍ତ୍ତମାନ ସାମ୍ନା କୁ ଆସିଛି | ଆଉ ଯିଏକି 4 ଜନ ଝିଅ ଙ୍କୁ ଯୋଗାଡ଼ କରିଥିଲେ ତାଙ୍କର କାମ ପାଇଁ ବୋଲି କହିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଯାହା ଜଣା ପଡିଛି କି ମାୟାବିନୀ ଅର୍ଚ୍ଚନା ତାଙ୍କର ମାୟାଜାଲ କୁ ସମସ୍ତଙ୍କ ଉପରେ ବିଛାଇ ଦେଇଥିଲେ | ଆଉ ଅନେକ ଲୋକ ଙ୍କୁ ନିୟୋଜିତ ମଧ୍ୟ କରିଥିଲେ ତାଙ୍କର କାମରେ ସାହାଯ୍ୟ କରିବା ସହିତ ଝିଅ ମାନଙ୍କୁ ଯୋଗାଇବାରେ | ଆଉ ଯାହା ଜଣା ପଡିଛି କି ଅର୍ଚ୍ଚନା ଙ୍କର ମାୟା ଜାଲ କଲେଜ ର ଝିଅ ମାନଙ୍କ ଉପରେ ମଧ୍ୟ ରହିଥିଲା | ଆଉ କଲେଜ ଝିଅ ମାନଙ୍କୁ ମଧ୍ୟ ଏହି ଦେହ ବ୍ୟବସାୟ କାର୍ଯ୍ୟ ରେ ନିୟୋଜିତ କରୁଥିଲେ |

ଆଉ ଯାହା ସୂଚନା ମିଳିଛି କି ବିକି ନାମକ ଯୁବକ ତାଙ୍କୁ ସାହାଯ୍ୟ କରୁଥିଲେ ଏହି ସମସ୍ତ କାର୍ଯ୍ୟ କରିବାରେ |ଆଉ ବିକି ଯିଏକି କଲେଜ ରେ କାମ କରନ୍ତି |ଆଉ ସେ କଲେଜ ରେ 4 ଜନ ଝିଅ ଙ୍କୁ ଯୋଗାଡ଼ କରିଛନ୍ତି ବୋଲି କହିଛନ୍ତି, ଆଉ ସେମାନେ ମଧ୍ୟ ରାଜି ହେଇଛନ୍ତି କାମ ପାଇଁ | ଆଉ ଯେହେତୁ ସେମାନେ ଏ ଗ୍ରେଡ଼ ର ଝିଅ ତାହା ସହିତ କଲେଜ ରେ ପଢ଼ନ୍ତି ସେଥିପାଇଁ ସେମାନେ ଅଧିକା ଟିକେ ଟଙ୍କା ନେବେ ବୋଲି କହିଛନ୍ତି | ଆଉ ଏହି ସବୁ କଥା ବିକି ଓ ଅର୍ଚ୍ଚନା କଥା ହେଇଥିବା ହୁଆଡ଼ସପ ଚାଟ ରୁ ଜଣା ପଡିଛି |

ତାହା ସହିତ ସେହି ଝିଅ ମାନଙ୍କୁ ଆଣି ମଡେଲର ବୋଲି କହି ମୋଟା ଅଙ୍କରେ ଟଙ୍କା ରୋଜଗାର କରୁଥିଲେ ଅର୍ଚ୍ଚନା ନାଗ ବୋଲି ଜଣା ପଡିଛି | ଆଉ ସେହି ନାଗ ଫାସ ର ମାୟାବୀ ଜାଲ ର ପରଦା ଦିନକୁ ଦିନ ଫିଟିବାରେ ଲାଗିଛି | ଆଉ ବର୍ତ୍ତମାନ ପୋଲିସ ହାତରେ ବିକି ନାମକ ଯୁବକ ର ତଥ୍ୟ ଜଣା ପଡିଛି | ପୋଲିସ ମଧ୍ୟ ଜୋରସୋର ରେ ତଦନ୍ତ ଚଳାଇଛି ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment