ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି ଫୋନ କୋଲ କୁ ନେଇକି ଶାଶୂ ଘର ଲୋକ ଆଉ ବୋହୂ ଙ୍କ ମଧ୍ୟରେ ଚାଲିଥିବା ବିବାଦ | ଆଉ ଯେଉଁ ବିବାଦ ରେ ମାମୁଁ ଆଉ ଭାଣିଜୀ ଙ୍କ ମଧ୍ୟରେ ରହିଥିବା ଖରାପ ସମ୍ପର୍କ ଆଉ ଫୋନ କୋଲ କୁ ନେଇକି ଚାଲିଛି | ଆଉ ଯେଉଁଠି ପାଇଁ ସ୍ୱାମୀ ଆଉ ଶାଶୂ ଘର ଲୋକ ନ୍ୟାୟ ପାଇଁ ଦାବି କରି ଘର ଛାଡିକି ମହିଳା ସଂଘ ପାଖରେ ପହଞ୍ଚିଛନ୍ତି | ଆଉ ଏପଟେ 5 ଦିନ ହେବ ଘର ଭିତରେ ଥିବା ବୋହୂ ଙ୍କୁ ଘର ଭିତରୁ ଉଦ୍ଧାର କରି ତାଙ୍କୁ ପଚାରା ଉଚାରା ମଧ୍ୟ କରୁଛନ୍ତି | ତାହେଲେ ଆସନ୍ତି ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଟି ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ପ୍ରହରାଜ ପୁର ଗାଁ ରେ | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ରୀନା ମାଝୀ ଆଉ ଲୁଟୁନା ମାଝୀ ଦୁଇଜଣ ଗତ ଜୁଲାଇ ମାସ 7 ତାରିଖରେ ବିବାହ କରିଥିଲେ | ଆଉ ମିଳିଥିବା ସୂଚନା ଅନୁସାରେ ଦୁଇଜଣ ଙ୍କ ମଧ୍ୟରେ ସ୍ୱାମୀ ଓ ସ୍ତ୍ରୀ ର ସମ୍ପର୍କ ମଧ୍ୟ ବେଶ ଭଲ ଭାବରେ ଚାଲିଥିଲା | କିନ୍ତୁ ଯାହା ଜଣା ପଡିଛି କି ସେହି ସମ୍ପର୍କ ରେ ସୃଷ୍ଟି ହେବାକୁ ଲାଗିଥିଲା ଫାଟ ଫୋନ କଲ କୁ ନେଇକି |
ଆଉ ଯେଉଁଠି ବୋହୂ 2 ମାସ ହେବ ନ୍ୟାୟ ପାଇଁ ଶାଶୂ ଙ୍କ ବସିଥିବା ସମୟରେ ଶାଶୂ ଘର ଲୋକ ଆଉ ତାଙ୍କର ସ୍ୱାମୀ ଲୋକ ଲଜ୍ୟାରୁ ମୁକ୍ତି ପାଇବା ପାଇଁକି ଘର ଛାଡିକି ପଳେଇ ଯାଇଥିଲେ | ଆଉ ସୂଚନା ଅନୁସାରେ ଏହି ସବୁ ଘଟଣା ବିଷୟରେ ଥାନା ରେ ଆଉ କୋଟ ରେ ମଧ୍ୟ ଏହି ବିଷୟରେ ଜଣାଇଥିଲେ ରୀନା ଙ୍କର ଶାଶୂ ଘର ଲୋକ ମାନେ | ଆଉ କୋଟ ରେ ମଧ୍ୟ ଏ ନେଇକି କେଶ ଚାଲୁଥିବା ବେଳେ, ବୋହୂ ରାତି 2 ଟା ରେ ଶାଶୂଙ୍କ ଘରେ ତାଲା ଭାଙ୍ଗି ଘର ଭିତରକୁ ପଶିଥିଲା |
ଆଉ ସେଠାରେ ଘର ଭିତରେ ରହି ଆତ୍ମହତ୍ୟା ର ଧମକ ଦେବା ପରେ, ଶାଶୂ ଜଣଙ୍କ ମହିଳା ସଂଘ ର ସାହାଯ୍ୟ ନେଇଥିଲେ | ଆଉ ମହିଳା ସଂଘ ର ମହିଳା ମାନେ ଯାଇ ବୋହୂ ଙ୍କୁ ଡାକିଲା ପରେ ମଧ୍ୟ ନ ଶୁଣିବାରୁ ତାଲା ଭାଙ୍ଗିକି ବୋହୂ ଙ୍କୁ ଦୀର୍ଘ 5 ଦିନ ପରେ ଉଦ୍ଧାର କରିଛନ୍ତି | ଆଉ ଏହି କଥା ନେଇକି ବୋହୂ ମଉସା କାଳିଆ ମାଝୀ ମହିଳା ମାନଙ୍କୁ ଖରାପ ଭାଷାରେ ଗାଳି ମଧ୍ୟ ଦେଇଛନ୍ତି, ଯେଉଁ ଘଟଣା ନେଇକି ଥାନା ରେ ଅଭିଯୋଗ ମଧ୍ୟ କରାଯାଇଛି |
ଆଉ ମହିଳା ମାନେ ବୋହୂ ଙ୍କୁ କୋଲ ବିଷୟରେ ପଚାରିବା ସହିତ, ଗାଁ ରେ ଥିବା ମହିଳା ସଂଘ ର ମହିଳା ମାନେ କହିଛନ୍ତି କି ଏହି ଝିଅ କୁ ଗାଁ ରୁ ବାହାର କରିବାକୁ | କାରଣ ଏହା ତାଙ୍କର କୋଲ ରେକଡ଼ିଂ କୁ ଶୁଣିକି ତାଙ୍କର ପୁଅ ଝିଅ ଙ୍କ ଉପରେ ଏହା ଖରାପ ପ୍ରଭାବ ପକାଉଛି | ଆଉ ଏହି ଘଟଣା ଟି ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।