ହଁ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ଚର୍ଚ୍ଚିତ ଅଲିଉଡ ଇଣ୍ଡୋଷ୍ଟ୍ରି ର ବେଶ ଜଣା ଶୁଣା ଅଭିନେତ୍ରୀ ଅର୍ଥାତ ସମସ୍ତ ଓଡ଼ିଆ ଙ୍କର ପ୍ରିୟର କଳାକାର ରିୟା ଦେ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି | ଆଉ ରିୟାଙ୍କର ବିବାହ ମଧ୍ୟ ବେଶ ଧୁମ ଧାମ ଓ ଆନନ୍ଦ ଉଲ୍ଲାସ ର ସହିତ ତାଙ୍କର ବିବାହ ବନ୍ଧନ ଅନୁଷ୍ଠିତ ହୋଇଛି | ଆଉ ବିବାହ ରେ ଅନେକ ସିନେ କଳାକାର ମାନେ ମଧ୍ୟ ଯୋଗ ଦେଇଥିଲେ ବୋଲି କୁହାଯାଉଛି | ଆଉ ଯାହା ଜଣା ପଡିଛି କି ରିୟା ଙ୍କ ରିସେପ୍ସନ ରେ ବର୍ତ୍ତମାନ ଅପରାଜିତା ଓ ପ୍ରକୃତି ମିଶ୍ର ଙ୍କୁ ଦେଖିବାକୁ ମିଳିଛି ଏକା ସାଙ୍ଗରେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡ଼ିଓ ଟି ଉପରେ ନଜର ପକାଇବା |
ତେବେ ଆମେ ଜାଣିଛୁ କି ରିୟା ଙ୍କର ରିସେପ୍ସନ ପାର୍ଟି ଆୟୋଜିତ ହୋଇଛି | ଆଉ ଯେଉଁଥିରେ ଅଲିଉଡ ଷ୍ଟାର ମାନେ ଯୋଗ ଦେଇଛନ୍ତି ବୋଲି ଜଣା ପଡିଛି | ତେବେ ରିୟା ବର୍ତ୍ତମାନ ପ୍ରେମ ବିବାହ କରିଛନ୍ତି ଆଉ ତାହା ପୁଣି ବ୍ୟବସାୟୀ ସୁନୀଲ ଙ୍କ ସହିତ | ଯାହା ଜଣା ପଡିଛି କି ବିବାହ ପରେ ରିସେପସନ ପାର୍ଟି ରେ ରିୟା ଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଓ ରିସେପ୍ସନ ପାର୍ଟି ରେ ଯୋଗ ଦେବା ପାଇଁ ଆସିଛନ୍ତି ଅନେକ ସେଲିବ୍ରିଟି ସିନେ ଷ୍ଟାର ମାନେ | ଆଉ ଯେଉଁଠି ଅଲିଉଡ ର ଜଣା ଶୁଣା ଅଭିନେତ୍ରୀ ଅପରାଜିତା ଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା |
ଖାଲି ଅପରାଜିତା ନୁହନ୍ତି ପ୍ରକୃତି ମିଶ୍ର ଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ରିୟା ଙ୍କର ଏହି ରିସେପ୍ସନ ପାର୍ଟି ରେ | ଆଉ ଯେଉଁଠି କୁହାଯାଉଛି କି ବାବୁସାନ , ତୃପି ଓ ପ୍ରକୃତି ଙ୍କୁ ନେଇକି ଯେଉଁ ବିବାଦ ଟି ଉପୁଜି ଥିଲା ସେହି ଘଟଣା ପରେ ଅପରାଜିତା ଆଉ ପ୍ରକୃତି କେବେବି ମୁହାଁ ମୁହିଁ ହେବେନି | ଆଉ ତାହା ସହିତ ପ୍ରକୃତି ଯେଉଁଠିକୁ ଯିବେ ଅପରାଜିତା ସେଠାକୁ ଯିବେନି ବୋଲି କୁହାଯାଉଥିବା ବେଳେ ବର୍ତ୍ତମାନ ରିୟା ଙ୍କ ରିସେପସନ ପାର୍ଟି ରେ ଦୁଇ ଜଣ ଙ୍କର ସାମ୍ନା ସାମନି ଭେଟ ହେବା ସମସ୍ତଙ୍କ ଆଶ୍ଚର୍ଯ୍ୟ କରେଇ ଦେଇଛି ବୋଲି କୁହାଯାଉଛି |
ଆଉ ଯାହା ଦେଖିବାକୁ ମିଳିଛି କି ଅପରାଜିତା ଓ କଟ୍ରୋଭର୍ସି ଅଭିନେତ୍ରୀ ପ୍ରକୃତି ମିଶ୍ର ସାଙ୍ଗରେ ମିଶିକି ଫୋଟ ଉଠାଉ ଥିବାର ଦେଖିବାକୁ ମିଳିଛି | ଆଉ ଏହି ଘଟଣା ଟି ସମସ୍ତଙ୍କ ବେଶ ଆଶ୍ଚର୍ଯ୍ୟ କରିଛି ବୋଲି ଜଣା ପଡିଛି | ଆଉ ଦୁଇ ଜଣଙ୍କର ଏହିଭଳି ସାମ୍ନା ସାମନି ଭେତ କୁ ନେଇକି ଅନେକ ପ୍ରକାରର କଥା ମଧ୍ୟ ଶୁଣିବାକୁ ମିଳୁଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।